ଟି-୨୦ ବିଶ୍ୱକପରେ ସାମିଲ ହେବେ କି ହିଟ୍ମ୍ୟାନ୍? ଜୟ ଶାହାଙ୍କ କହିଲେ…
ନୂଆଦିଲ୍ଲୀ,୧୧।୧୨: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଅଧିକ ସମୟ ବାକି ନାହିଁ। ଆଇପିଏଲ ୨୦୨୪ ପରେ ଠିକ ଏହି ଟୁର୍ନାମେଣ୍ଟ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟିମ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଟି-୨୦…
ଏହି ନିୟମ ଭାରତୀୟ କ୍ରିକେଟ ପାଇଁ ବିପଦ, ଆଇପିଏଲ ୨୦୨୪ ପୂର୍ବରୁ ବିସିସିଆଇକୁ ଏମିତି ଡିମାଣ୍ଡ କଲେ ଜାଫର
ନୂଆଦିଲ୍ଲୀ,୧୧।୧୨: ଆଇପିଏଲ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ଲିଗ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଆରମ୍ଭ ହୋଇପାରେ। ଆଇପିଏଲ୍ ୨୦୨୪ ପାଇଁ ନିଲାମ ଡିସେମ୍ବର ୧୯ରୁ ଦୁବାଇରେ ଅନୁଷ୍ଠିତ ହେବ। ପ୍ରଥମ ଥର ବିଦେଶରେ ଆଇପିଏଲ ନିଲାମ ହେବ। ପ୍ରଶଂସକମାନେ…
ମେହେବୁବା ମୁଫତିଙ୍କୁ ହାଉସ ଆରେଷ୍ଟ କରାଯାଇଥିବା ଦାବି, ପୋଲିସ କହିଲା କେହି ନାହାନ୍ତି ନଜରବନ୍ଦୀ
ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସୋମବାର (ଡିସେମ୍ବର ୧୧) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବ। ଏହାପୂର୍ବରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି। ମେହବୁବା ମୁଫତିଙ୍କ ପାର୍ଟି ପିଡିପି ଦାବି କରିଛି ଯେ ରାଜ୍ୟରେ…
ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ କରିଥିବା ଯୁବକ ଏବେ ଜେଲ୍ରେ: ଜାଣନ୍ତୁ କାହିଁକି
ମ୍ୟାଡେଲିନ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରନଙ୍କ ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଏ। ଏହି ବିବାହରେ ହୋଇଥିବା ଖର୍ଚ୍ଚ ବିଷୟରେ ଜାଣିବା ପରେ ହିଁ ବୁଝିହେବ କାହିଁକି ଏହି ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଉଛି। ମ୍ୟାଡେଲିନ-ଜ୍ୟାକବଙ୍କ ଏହି…
ସ୍ପାମ କଲ ବିରକ୍ତି କରିପକାଉଛି କି, ଭିଡିଓ ଦେଖି ଆପଣାନ୍ତୁ ଏହି ଉପାୟ
ବର୍ତ୍ତମାନ ସ୍ପାମ କଲ ପାଇଁ ସମସ୍ତେ ଅସୁବିଧାରେ ପଡ଼ୁଛନ୍ତି। ଏହା ଅନେକ ସମୟରେ ଅସୁବିଧାରେ ପକାଇଥାଏ। ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣ ଏହି କଲ୍କୁ ବନ୍ଦ କରିବାରେ ବିଫଳ ହେଉଛନ୍ତି, ତେବେ ଏହି ଭାଇରାଲ କୌଶଳ ଆପଣାଇ ଉପଯୋଗୀ …
ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା
ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି।…
ଜମିଜମା ବିବାଦ: ସାନଭାଇ, ପୁତୁରା ଆକ୍ରମଣରେ ବଡ଼ଭାଇଙ୍କ ଜୀବନ ଗଲା
ବରୀ,୧୧ା୧୨(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ବାଲିବିଲ ପଞ୍ଚାୟତ ବାଲିବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବନୋଜ କବି(୬୨) ଓ ତାଙ୍କ ସାନ ଭାଇ ସନାତନ କବି(୫୭)ଙ୍କ ମଧ୍ୟରେ ଜମିଜମା ଘଟଣାକୁ ନେଇ…
‘ଆମେ ଏହି ଲଢେଇ ଜିତିବୁ’
କୋଲକତା,୧୧।୧୨: ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ମୋଇତ୍ର ଜନତା ଦରବାରରେ ପହଞ୍ଚିଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ମହୁଆ ଜନସାଧାରଣ, ଟିଏମସି କର୍ମୀ ତଥା ଦଳର ନେତାମାନଙ୍କୁ ଏହି ସଂଗ୍ରାମରେ…
ଅଏଲ ରିଫାଇନାରୀରେ ଅଗ୍ନିକାଣ୍ଡ ପରେ ଦୁଇଟି ବଡ ବିସ୍ଫୋରଣ
ତେହରାନ,୧୧।୧୨: ଇରାନର ବିରଜାଣ୍ଡ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ଏକ ତୈଳ ବିଶୋଧନାଗାରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଇରାନର ଇସଲାମିକ ରିପବ୍ଲିକ ନ୍ୟୁଜ ଏଜେନ୍ସି (ଆଇଆରଏନଏ) କହିଛି ଯେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ…
ଟିମ୍ ଇଣ୍ଡିଆର ଅଡ଼ୁଆ ବଢିପାରେ
ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଡର୍ବାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହୋଇଛି। ପ୍ରଥମ ଟି-୨୦ ରଦ୍ଦ ହେବା ଭାରତ ପାଇଁ ଏକ ବଡ ସମସ୍ୟା ହୋଇପାରେ। କାରଣ ବର୍ତ୍ତମାନ ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦…
ଅନ୍ଧାରରେ ଗୁରୁପ୍ରିୟା ସେତୁ
ଚିତ୍ରକୋଣ୍ଡା,୧୧ା୧୨(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଲାଇଫ୍ଲାଇନ୍ ସାଜିଥିବା ଗୁରୁପ୍ରିୟା ସେତୁ ୩ ଦିନରୁ ଅଧିକ ହେଲାଣି ଅନ୍ଧାରରେ ରହିଛି। ସ୍ବାଭିମାନ ଅଞ୍ଚଳର ଲାଇଫ୍ଲାଇନ୍ ପାଲଟିଥିବା ଏହି ଗୁରୁପ୍ରିୟା ସେତୁ…
ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫାତିମା ଓ୍ବାସିମ, ସେନା ଜାରି କଲା ଭିଡିଓ
ନୂଆଦିଲ୍ଲୀ,୧୧।୧୨: କ୍ୟାପଟେନ ଫାତିମା ୱାସିମ ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ସିଆଚେନ ଗ୍ଲାସିଅରରେ ଏକ ଅପରେସନ ପୋଷ୍ଟରେ ପୋଷ୍ଟ କରି ଇତିହାସ ସୃଷ୍ଟି କରିଛନ୍ତି। ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫୨୦୦ ଫୁଟ ଉଚ୍ଚରେ…
Archives


