Home Left

ସୁପାରି କିଲରଙ୍କୁ ଧରିଲା ପୋଲିସ: ପୂର୍ବରୁ ଗିରଫ ହୋଇଥିଲେ ମହିଳାଙ୍କ ସ୍ବାମୀ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳ ବୈତରଣୀ ନଦୀରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଟାଉନ ଥାନା ପୋଲିସ ଆଉ ଜଣେ ସୁପାରି କିଲରଙ୍କୁ ଗିରଫ କରିଛି। ହତ୍ୟା ବେଳେ ବ୍ୟବହୃତ ଏକ ବାଇକ୍‌କୁ ପୋଲିସ ଜବତ…

ମୌଳିକ ସୁବିଧାରୁ ବଞ୍ଚିତ ୨ ଗ୍ରାମବାସୀ

ପୋଟେରୁ, ୨୩।୧୦(ସୌରଭ ମଣ୍ଡଳ): ପଛୁଆ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ରାଜ୍ୟର ଅନେକ ଗ୍ରାମ ବିକାଶ ଦେଖିପାରିଛି। ତେବେ ରାଜ୍ୟ ସରକାର ପଛୁଆ ଅଞ୍ଚଳର ବିକାଶ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି, କେତେକ ସ୍ଥାନରେ…

୨୦୦୦ ରନ୍‌ କ୍ଲବ୍‌ରେ ଗିଲ୍‌ ଦ୍ରୁତତମ

ଧର୍ମଶାଳା, ୨୩ା୧୦ (ପି.ଟି.): ଭାରତୀୟ ଓପନର ଶୁବମନ ଗିଲ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ଏଠାରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ ବେଳେ ସେ ଏହି ସଫଳତା ହାସଲ କରିଛନ୍ତି। ଗିଲ୍‌…

ରମାନାଥନ ଚାମ୍ପିୟନ

ଧରଓ୍ବାଦ, ୨୩ା୧୦ (ପି.ଟି.): ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ରାମକୁମାର ରମାନାଥନ ଏଠାରେ ଚାଲିଥିବା ଆଇଟିଏଫ୍‌ ଧରଓ୍ବାଦ ପୁରୁଷ ଓ୍ବାଲର୍‌ଡ ଟେନିସ ଟୁର୍‌ ଚାମ୍ପିୟନ ହୋଇଛନ୍ତି। ଏକ ଅଲ୍‌ ଇଣ୍ଡିଆନ ଫାଇନାଲରେ ଚତୁର୍ଥ ସିଡ୍‌ ରମାନାଥନ ତୃତୀୟ ସିଡ୍‌ ଦିଗ୍‌ବିଜୟ…

ଆଉ ଏକ ସ୍ପ୍ରିଣ୍ଟ ରେସ୍‌ ଜିତିଲେ ଭର୍ଷ୍ଟାପେନ୍‌

ଅଷ୍ଟିନ, ୨୩ା୧୦ (ଏପି): ସର୍କିଟ ଅଫ୍‌ ଆମେରିକାଠାରେ ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ସିଜନରେ ତାଙ୍କର ତୃତୀୟ ସ୍ପ୍ରିଣ୍ଟ ରେସ୍‌ ଜିତିଛନ୍ତି। ଶୁକ୍ରବାର କ୍ୱାଲିଫାଇଂର ଫାଇନାଲ ଲାପ୍‌ରେ ବିରଳ ତ୍ରୁଟି ପାଇଁ ଭର୍ଷ୍ଟାପେନ ରବିବାର ରେସ୍‌…

ଆକ୍ସନରେ ଜୟନ୍ତୀ

ହାଙ୍ଗଝୋ,୨୩ା୧୦: ଭାରତୀୟ ଦଳରେ ସାମିଲ ଓଡ଼ିଆ ଆଥଲେଟ ଜୟନ୍ତୀ ବେହେରାଙ୍କୁ ସୋମବାର ଆକ୍ସନରେ ଦେଖିବାକୁ ମିଳିବ। ସେ ୨୦୦ ମିଟର ସ୍ପ୍ରିଣ୍ଟରେ ଭାରତର ପ୍ରତିନିଧିତ୍ୱ କରିବେ। ପୂର୍ବ ସଂସ୍କରଣରେ ମଧ୍ୟ ଜୟନ୍ତୀ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସୋମବାର ଜୟନ୍ତୀଙ୍କ…

ପାରୁଲ, ଅମିତ ଧ୍ୱଜାବାହକ

ହାଙ୍ଗଝୋ,୨୩ା୧୦: ଚାଇନାର ହାଙ୍ଗଝୋରେ ରବିବାର ଆରମ୍ଭ ହୋଇଛି ପାରା ଏସିଆନ୍‌ ଗେମ୍ସ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାରତ ପକ୍ଷରୁ ପାରା ସଟଲର ପାରୁଲ ପରମାର ଓ ପାରା କ୍ଲବ୍‌ ଥ୍ରୋୟର ଅମିତ ସରୋହା ଧ୍ୱଜା ବାହକ…

ଏସିଆନ୍‌ ଗେମ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୩ା୧୦(ସରୋଜ ଜେନା): ଚାଇନାର ହାଙ୍ଗ୍‌ଝୋରେ ଶେଷ ହୋଇଥିବା ୧୯ତମ ଏସିଆନ ଗେମ୍ସ ଓ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍‌ ଖେଳାଳିମାନଙ୍କୁ ରବିବାର କିଟ୍‌ ଓ କିସ୍‌ରେ ସମ୍ବର୍ଦ୍ଧନା ଦିଆଯାଇଛି। ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଓଡ଼ିଶା ମହିଳା…

୬ ମାସ ପରେ ରାସ୍ତା ଫାଟି ଆଁ

ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୨୫ଟି ସ୍ଥାନରେ…

ବଦଳିବ ୮୪ କୁଟିଆ ରୂପରେଖ

ଭୁବନେଶ୍ୱର,୨୩।୧୦( ଅନୁରାଧା ମହାରଣା): ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ଟ୍ରାନ୍ସେଡେଣ୍ଟାଲ ମେଡିଟେଶନ (ଯୋଗ ଓ ଧ୍ୟାନ)ର ପ୍ରଚାର ପ୍ରସାରର ଆରମ୍ଭ ହୋଇଥିବା ବିଟିଲ୍ସ ଆଶ୍ରମ ବା ୮୪ କୁଟିଆର ରୂପରେଖ ବଦଳିବ। ଏନେଇ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ…

ଏମ୍‌ଏସ୍‌ଇଡିସିଏଲ୍‌କୁ ୫୦,୦୦୦ ଏସ୍‌ବିଡବ୍ଲ୍ୟୁପିଏସ୍‌

ଭୁବନେଶ୍ୱର, ୨୩।୧୦: ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ଲିମିଟେଡ (ଏମ୍‌ଏସ୍‌ଇଡିସିଏଲ୍‌) କୁ ନିକଟରେ ୫୦,୦୦୦ ଅଫ ଗ୍ରୀଡ ସୋଲାର ଫଟୋ ଭୋଲଟାଇକ ୱାଟର ପମ୍ପିଂ ସିଷ୍ଟମ (ଏସ୍‌ପିଡବ୍ଲ୍ୟୁପିଏସ) ଶକ୍ତି ପମ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ବିଶେଷ କରି ପିଏମ୍‌ କୁସୁମ ଯୋଜନାର…

ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୨୩।୧୦: ବନ୍ଧନ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୮% ବୃଦ୍ଧି ପାଇଛି। ଏପରିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri