Home Left

ଅଲ୍‌ ନ୍ୟୁ କିଆ ସୋନେଟ୍‌ର ଅନାବରଣ

ଭୁବନେଶ୍ୱର,୧୬।୧୨(ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ କିଆ ସୋନେଟ୍‌ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଦ୍ୱିତୀୟ ସର୍ବଶ୍ରେଷ୍ଠ ଉଦ୍ଭାବନ ସୋନେଟ୍‌ର ନୂତନ ଅବତାରକୁ ଭାରତ ବଜାରରେ…

ଓପିଜିସିକୁ ଶକ୍ତି ସଂରକ୍ଷଣ ପୁରସ୍କାର

ସମ୍ବଲପୁର,୧୬ା୧୨(ବି.ଶଙ୍କର): ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ (ଓପିଜିସି) ଲିମିଟେଡ ଶୁକ୍ରବାର ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ୧୦୦…

ମଧ୍ୟପ୍ରଦେଶରେ ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯିବା ଉପରେ କହିଲେ ଅଖିଳେଶ, ଭାଜପା ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଶାସକ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଭାଜପା ସୁରକ୍ଷା ବାହାନାରେ ଲୋକଙ୍କୁ ଭୟଭୀତ…

ଜିଓର ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ ଉନ୍ମୋଚିତ

ଭୁବନେଶ୍ୱର,୧୬।୧୨ :ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ବର୍ଷ ପୂର୍ବରୁ ଜିଓ ତା’ର ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଏପରିକି ଜିଓ…

୨ମାସରେ ୨୫,୦୦୦ ଅଣ ଜିଏସ୍‌ଟି ସେଲ୍‌ର ପଞ୍ଜୀକୃତ

ଭୁବନେଶ୍ୱର,୧୬।୧୨: ଦେଶର ଅଗ୍ରଣୀ ଇ କର୍ମସ ସଂସ୍ଥା ମିଶୋ ନିକଟରେ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ମାସ ମଧ୍ୟରେ ପ୍ରାୟ ୨୫,୦୦୦ ଅଣ ଜିଏସ୍‌ଟି ବିକ୍ରେତାଙ୍କ ସଫଳ ଅନ୍‌ବୋର୍ଡିଂ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ…

ଫୋନ୍‌ ହ୍ୟାକିଂ ମାମଲା ଜିତିଲେ ପ୍ରିନ୍ସ ହ୍ୟାରି

ଲଣ୍ଡନ,୧୬ା୧୨: ବ୍ରିଟିଶ୍‌ ଟାବଲଏଡ୍‌ ପ୍ରକାଶକ ଡେଲି ମିରର ବିରୋଧରେ ଚାଲିଥିବା ଫୋନ୍‌ ହ୍ୟାକିଂ ମକଦ୍ଦମାରେ ପ୍ରିନ୍ସ ହ୍ୟାରି ବିଜୟୀ ହୋଇଛନ୍ତି। ତାଙ୍କୁ ୧,୪୦,୦୦୦ ପାଉଣ୍ଡ (୧,୮୦,୦୦୦ ଡଲାର) ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିରର ଗ୍ରୁପ୍‌ ନ୍ୟୁଜ୍‌ପେପର୍ସରେ ଅନେକ ବର୍ଷ ହେଲା…

୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆହେବି: କାର୍ତ୍ତିକ

ଭୁବନେଶ୍ୱର ୧୬ା୧୨(ଅନିଲ ଦାସ): ମୋର କୌଣସି ପଦପଦବୀ ଆଶା ନାହିଁ, ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ…

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି। ଏହି ସହରବାସୀଙ୍କ କେକ୍‌ ପ୍ରେମକୁ ଦୃଷ୍ଟିରେ ରଖି ସ୍ବିଗି ତା’ର ଓ୍ବେବ୍‌ସାଇଟ୍‌ରେ ଏକ…

ଜେନେରେଟର ଧୂଆଁ ନେଲା ୨ ଜୀବନ

ଢେଙ୍କାନାଳ,୧୬ା୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମାନପୁର ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଏକ ଇଟାଭାଟିରେ କାମ କରୁଥିବା ୨ଜଣ ଶ୍ରମିକଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଜେନେରେଟର ଧୂଅଁାରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ…

ମିଛର ମୁକାବିଲା କର: ନବୀନ

ଭୁବନେଶ୍ୱର,୧୬।୧୨(ଅନିଲ ଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବନାହିଁ। ଘରେ ଘରେ ଶଙ୍ଖ ବାଜିବ। ସତ୍ୟର…

ଏକଦା ବିରାଟଙ୍କ ସହ କରାଯାଉଥିଲା ତୁଳନା: ସୁଯୋଗ ନ ମିଳିବାରୁ ରାଗରେ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର, ଦେଲେ ଧମକ

ଇସଲାମାବାଦ,୧୫।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ନୂଆ ବିବାଦ ଦେଖାଦେଇଛି। ଏକ ସମୟରେ ଭାରତର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ଅହମ୍ମଦ ଶେହଜାଦଙ୍କୁ କୌଣସି କ୍ରେତା ନ ମିଳିବାରୁ ସେ ପାକିସ୍ତାନର ଟି-୨୦ ସୁପର ଲିଗ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ସେ…

ପ୍ରକାଶ ପାଇଲା ମେଡିକାଲ ଅଫିସର ପରୀକ୍ଷା ଫଳ

କଟକ,୧୫ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ହୋଇଥିବା ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜ୍ୟରେ ୨୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri