Home Left

ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆକୁ ଲାଗିଲା ଡବଲ ଝଟ୍‌କା

ନୂଆଦିଲ୍ଲୀ,୧୬।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଟିମକୁ ଦୁଇଟି ବଡ ଝଟକା ଲାଗିଛି। ଓ୍ବାନଡେ’ ଟିମର ଅଂଶବିଶେଷ ଥିବା ଦୀପକ ଚାହର ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଟେଷ୍ଟ ଦଳରେ ଭାଗ ନେଇଥିବା ମହମ୍ମଦ ଶାମି ଆହତ କାରଣରୁ…

ଏକଦା ଯାହାଙ୍କୁ ଢାବା ମାଲିକ ବୋଲି ଭାବୁଥିଲେ ଲୋକେ, ଏବେ ସେ ସବୁଠୁ ଧନୀ ଟିମ୍‌ର ଅଧିନାୟକ

ନୂଆଦିଲ୍ଲୀ,୧୬।୧୨: ଜୀବନରେ କୌଣସି ଉପଲବ୍ଧି ହାସଲ କରିବା ଲାଗି ଭାଗ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ପରିଶ୍ରମ ମଧ୍ୟ ଅନୁରୂପ ଭାବେ ଆବଶ୍ୟକ। କ୍ରିକେଟରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ମଇଦାନରେ ନିଜ ପ୍ରଦର୍ଶନ ବଳରେ ଖେଳାଳିମାନେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଟିମ୍‌…

ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌, ପଲିଥିନ ମନା

ପୁରୀ, ୧୬ା୧୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ପ୍ରଶାସକ ଦାସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି…

ଦାରିଙ୍ଗବାଡିରେ ବଢୁଛି ଶୀତ: ଘନ କୁହୁଡିରେ ଦିଶୁନି ବାଟ

ଦାରିଙ୍ଗବାଡି,୧୬।୧୨(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ଶୀତର ପ୍ରକୋପକୁ ଆହୁରି ଦ୍ବିଗୁଣିତ କରିଦେଉଛି। କୁହୁଡି ଯୋଗୁ ଶନିବାର ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି। ରାତିରେ ଯାତାୟତ…

ତୁଝସେ ନାରାଜ ନେହିଁ ଜିନ୍ଦେଗି.. ନିରବି ଗଲା ଅନୁପ ଘୋଶାଲଙ୍କ ସ୍ବର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା ମ୍ୟୁଜିକ କମ୍ପୋଜର ଅନୁପ ଘୋଶାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ବୟସ ୭୭ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଓ ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତକାଲି…

ଆଜିଠୁ ପହିଲି ଭୋଗ ନୀତି

ପୁରୀ, ୧୬ା୧୨(ଅଜିତ୍‌ ମହାନ୍ତି): ଶନିବାର ଧନୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ନୀତି ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି…

ଲେଉଟୁଛି କରୋନା, ସିଙ୍ଗାପୁରରେ ୫୬ ହଜାର ମାମଲା ରେକର୍ଡ, ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ

ସିଙ୍ଗାପୁର,୧୬।୧୨: କରୋନା ମହାମାରୀ ପୁଣି ଥରେ ଭୟଭୀତ କରୁଛି। ସିଙ୍ଗାପୁରରେ କରୋନା ମାମଲା ୫୬ ହଜାର ଅତିକ୍ରମ କରିଛି। ଗତ ସପ୍ତାହର ଏହି ମାମଲା ରେକର୍ଡ କରାଯାଇଛି। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ସପ୍ତାହରେ ଦେଶରେ କରୋନା ମାମଲା ୭୫…

କଏଦୀଙ୍କ ହତ୍ୟା ପଛରେ ରହିଛି କାହାର ହାତ: ଅଟକ ଅଭିଯୁକ୍ତଙ୍କୁ ପୋଲିସ ମାରାଥନ ଜେରା

ପାଟନା,୧୬ା୧୨ : ପାଟନା କୋର୍ଟ ପରିସରରେ ଜଣେ ବିଚାରାଧୀନ କଏଦୀଙ୍କୁ ୨ ଜଣ ଯୁବକ ଗୁଳିକରି ହତ୍ୟା କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ କିଏ ପଠାଇଥିଲେ ଓ ହତ୍ୟାର କାରଣ ସମ୍ପର୍କରେ ପୋଲିସ ସେମାନଙ୍କୁ ମାରାଥନ ଜେରା…

ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋୟର୍ସ ବାଲା ଟିମ ହେଲା ସିଏସକେ

ନୂଆଦିଲ୍ଲୀ,୧୬।୧୨: ଆଇପିଏଲର ଦୁଇଟି ସଫଳ ଦଳ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। ଏହି ଉଭୟ ଦଳ ୫-୫ ଥର ଆଇପିଏଲ ଟାଇଟଲ ଜିତିଛନ୍ତି ଏବଂ ଅନେକ ଥର ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି କାରଣରୁ, ଏହି ଦୁଇ…

ଶେହବାଜ ନା ଇମ୍ରାନ! ନିର୍ବାଚନ କମିଶନ କହିଲେ କେବେ ହେବ ନିର୍ବାଚନ, ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଇସଲାମାବାଦ,୧୬।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରାର୍ଥୀମାନେ ୨୦ରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିପାରିବେ। ନିର୍ବାଚନ ଆୟୋଗଙ୍କ…

ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଉପରେ ମୋହର ଲଗାଇଲା ପାକିସ୍ତାନ, ଆଇସିସି ସହିତ ପିସିବି କଲା ଏଗ୍ରିମେଣ୍ଟ

ନୂଆଦିଲ୍ଲୀ,୧୬।୧୨: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସହିତ ଚୁକ୍ତି କରି ଏହା ଉପରେ ଏକ ଦୃଢ଼ ମୋହର ଲଗାଇଛି। ଏହାପୂର୍ବରୁ ପାକିସ୍ତାନ ମଧ୍ୟ ଏସିଆ କପ…

ପ୍ରଥମଥର ଭିନ୍ନ ହେୟାର ଷ୍ଟାଇଲରେ ନଜର ଆସିଲେ ଆରାଧ୍ୟା

ମୁମ୍ବାଇ: ବଲିଉଡ ବିୟୁଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ଜଣେ ଆଗ ଧାଡିର ଷ୍ଟାର କିଡ। ସର୍ବସାଧାରଣ ଇଭେଣ୍ଟ ଏବଂ ବିମାନବନ୍ଦରରେ ଆରାଧ୍ୟା ତାଙ୍କ ମା ଐଶ୍ୱର୍ଯ୍ୟାଙ୍କ ସହିତ ପ୍ରାୟତଃ ନଜର ଆସିଥାଆନ୍ତି। ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri