Home Left

ଭଡା ନ ଦେବାରୁ କରତରେ କବାଟ କାଟିଦେଲେ ଘର ମାଲିକ

ଏବେ ଲୋକମାନେ ଘରକୁ ଭଡାରେ ଲଗାଇ ଭଲ ରୋଜଗାର କରୁଛନ୍ତି। କହିବାକୁ ଗଲେ ଗୋଟିଏ ସାଧାରଣ ୯ ଟୁ ୫ ଚାକିରିରେ ଯେତିକି ରୋଜଗାର ନ ହେଉଛି କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ତେବେ…

ତସଲିମା ନାସରିନ- ରୁଦ୍ରଙ୍କ ପ୍ରେମ, ବିବାହ, ବିଚ୍ଛେଦ

ତସଲିମା ନାସରିନ ପ୍ରେମ କରି ବିବାହ କରିଥିଲେ କବି ରୁଦ୍ର ମହମ୍ମଦ ଶହୀଦୁଲ୍ଲାଙ୍କୁ । ତେବେ ଏକାଧିକ ପ୍ରେମର ଅଭିଯୋଗ କରି ରୁଦ୍ରଙ୍କୁ ଛାଡ଼ି ଚାଲିଯାଆନ୍ତି ତସଲିମା । ତସଲିମାଙ୍କ ସହିତ ବିବାହ ବିଚ୍ଛେଦର ଚାରିବର୍ଷ ପରେ ଅର୍ଥାତ୍‌ ୧୯୯୧ ମସିହାରେ…

ଶୀତରେ କେମିତି ରହିବେ ଫିଟ୍‌? ଜାଣିରଖନ୍ତୁ କିଛିଟା ଜରୁରୀ ଡାକ୍ତରୀ ଟିପ୍ସ…

ଶୀତଦିନେ ଫିଟ୍‌ ରହିବା ପାଇଁ ଟିକେ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ। ତା’ସହିତ କିଛିଟା ଜରୁରୀ ଡାକ୍ତରୀ ଟିପ୍ସକୁ ବି ମାନିବାକୁ ହୁଏ। ଯେମିତି କି ଶୀତଦିନେ ଶୋଷ ବେଶି ଲାଗୁ ନ ଥିବାରୁ ଅନେକେ ଏହିଦିନେ କମ୍‌ ପାଣି ପିଇଥାନ୍ତି;…

ଘରେ ଅବା ଅଫିସ୍‌ରେ ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର ଅଛି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ୭ଟି ଘୋଡ଼ା ଦୌଡୁଥିବାର ଚିତ୍ର କିମ୍ବା ପେଣ୍ଟିଂକୁ ଘରେ ହେଉ ଅବା ଅଫିସ୍‌ରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। କାରଣ ଏହା ସଫଳତା, ପ୍ରଗତି ତଥା ଶକ୍ତିର ପ୍ରତୀକ ବୋଲି ବି କୁହାଯାଏ। ତେବେ…

ଆର୍ନୋଲ୍ଡଙ୍କ ୫୭ ବର୍ଷର ରେକର୍ଡ ଭାଙ୍ଗିଲେ ଆଣ୍ଟନ

ୱାଶିଂଟନ: ଆର୍ନୋଲ୍ଡ ସ୍କ୍ବାର୍ଜନେଗର ଏକ ନାଁ ନୁହେଁ, ଏହା ଏକ ବ୍ରାଣ୍ଡ୍‌। ଏହି ବ୍ୟକ୍ତି ସିନେମା ଏବଂ ବଡିବିଲ୍ଡିଂକୁ ଏପରି ଭାବେ ଯୋଡିଦେଲେ ଯେ ଅନେକ ଲୋକ ବଡି କରିବାକୁ ପସନ୍ଦ କରୁଛନ୍ତି। ବଡିବିଲ୍ଡିଂକୁ ନେଇ ଆର୍ନୋଲ୍ଡଙ୍କ ନାମରେ ଏକ ବିଶ୍ୱ…

ପେଚା ଭଳି ରାତିରେ ବିଚରଣ କରନ୍ତି

ୱାଶିଂଟନ: ମାଙ୍କଡ଼ମାନଙ୍କ ଏକ ପ୍ରଜାତି ‘ନାଇଟ୍‌ ମଙ୍କି’, ଯେଉଁମାନେ ପେଚାଭଳି ରାତିରେ ବୁଲନ୍ତି ଏବଂ ଦିନରେ ଆରାମ କରନ୍ତି। ଆଖି ବଡ଼ ବଡ଼ ଯୋଗୁ ଏମାନେ ରାତିରେ ଭଲଭାବେ ଦେଖିପାରନ୍ତି। ଆଖି ଯୋଗୁ ଏମାନଙ୍କୁ ‘ଆଉଲ ମଙ୍କି’ ମଧ୍ୟ କୁହାଯାଏ। ଅନ୍ୟ…

ପଣବନ୍ଦୀ ମୁକ୍ତି ପାଇଁ ଉଦ୍ୟମ

ତେଲ୍‌ ଆଭିଭ୍‌,୧୭।୧୨: ହମାସ୍‌ ଆତଙ୍କବାଦୀଙ୍କ କବ୍‌ଜାରେ ରହିଥିବା ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ଫେରାଇଆଣିବା ଲାଗି ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌ ଅବଦୁଲ୍‌ ରହମନ ଅଲ୍‌ ଥାନି ଏବଂ ଇସ୍ରାଏଲ୍‌ର ମୋସାଦ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଡାଭିଡ୍‌ ବାରନିଆଙ୍କ…

କ୍ଷୁଧାରେ ଛଟପଟ ଲୋକେ

ରାଫାହ,୧୭।୧୨: ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ୧୧ ସପ୍ତାହରେ ପହଞ୍ଚତ୍ଥିବାବେଳେ ଗୁରୁବାରଠାରୁ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଯାଇଛି। ଏହା ସାଙ୍ଗକୁ ଖାଇବାକୁ ନ ପାଇ ଲୋକେ ଛଟପଟ ହେଉଥିବା ଜାତିସଂଘର ଏକ ସଂସ୍ଥା ସୂଚନା ଦେଇଛି। ଫଳରେ…

କାନାରା ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ

ଭୁବନେଶ୍ୱର,୧୬।୧୨: କାନାରା ବ୍ୟାଙ୍କ ପକ୍ଷରୁ ଏକ ମୋଗ ଋଣ ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଗୋଟିଏ ଦିନରେ ୫୨୦ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରାୟ ୨୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ…

ସମ୍ବଲପୁରୀ ଲୁକ୍‌ରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଫୁଟ୍‌ବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ…

ଟିପିସିଓଡିଏଲ୍‌ର ଶକ୍ତି ସଂରକ୍ଷଣ ଦିବସ

ଭୁବନେଶ୍ୱର,୧୭।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଶକ୍ତି ସମ୍ବଳ ସଂରକ୍ଷଣର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି…

ଥିଏଟର ପ୍ରଦର୍ଶନକୁ ବେଦାନ୍ତର ସମର୍ଥନ

ଭୁବନେଶ୍ୱର,୧୭।୧୨: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ନିକଟରେ ସମ୍ମାନିତ ହୋଇଥିବା ସମ୍ବଲପୁରୀ ଥିଏଟର ପ୍ରଦର୍ଶନକୁ ସମର୍ଥନ ଜଣାଇଛି। ବିଶେଷକରି ଦୀର୍ଘ ୪୯ଘଣ୍ଟା ଧରି ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟର ପ୍ରଡକ୍ସନର ପ୍ରଦଶର୍ନକୁ କମ୍ପାନୀ ସମର୍ଥନ କରିଛି। ବିଶିଷ୍ଟ ମିରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri