Home Left

ଲାଇଭ କନ୍ସର୍ଟବେଳେ ସିଙ୍ଗର୍‌ଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ: ରାଗିଯାଇ ସିଙ୍ଗର୍‌ କଲେ ଏମିତି କାମ

ପାକିସ୍ତାନୀ ସିଙ୍ଗର୍‌ ଅତିଫ ଅସଲାମ ତାଙ୍କ ସ୍ବରରେ ପ୍ରଶଂସକଙ୍କୁ ପାଗଳ କରିଥାନ୍ତି। ତାଙ୍କର କନସର୍ଟ ସମଗ୍ର ବିଶ୍ୱରେ ଆୟୋଜିତ ହୋଇଥାଏ। ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗଦେବାକୁ ଯାଆନ୍ତି। ନିକଟରେ କିଛି ଲୋକ ଲାଇଭ କନସର୍ଟରେ ଅତିଫଙ୍କ ଉପରେ ଟଙ୍କା ବର୍ଷା…

୯୯୯ ଟଙ୍କା ମୂଲ୍ୟ ଫୋନରେ ୟୁପିଆଇ ପେମେଣ୍ଟ ସୁବିଧା: ଜାଣନ୍ତୁ କେମିତି ଉଠାଇବେ ଲାଭ

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସ୍ମାର୍ଟଫୋନ ମାଧ୍ୟମରେ ୟୁପିଆଇ ଦେୟ ପ୍ରଦାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ସୁବିଧା ଫିଚର୍‌ ଫୋନରେ ମଧ୍ୟ ଉପଲବ୍ଧ ହେବା ଆରମ୍ଭ କରିଛି। ନିକଟରେ ଏଚ୍‌ଏମ୍‌ଡି ଗ୍ଲୋବାଲ ଏହାର ନୂତନ ସୁଲଭ ମୂଲ୍ୟର ଫିଚର୍‌ ଫୋନ ନୋକିଆ…

ଧଳା ଲଫାପା ଉପରେ ଧଳା ମିଛ କହୁଛି କଂଗ୍ରେସ

ଜୟପୁର,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରରେ ୨୧ ଟଙ୍କା ଦାନକୁ ନେଇ ରାଜସ୍ଥାନର ଏକ ନିର୍ବାଚନ ରାଲିରେ ପ୍ରିୟଙ୍କା ଗାନ୍ଧୀଙ୍କ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ପ୍ରିୟଙ୍କାଙ୍କୁ ନୋଟିସ ଦେବା ପରେ ଭାଜପା ମଧ୍ୟ ତାଙ୍କୁ ଘେରିଛି। ପାର୍ଟି…

ଦ ସି ଆଣ୍ଡ ସେଭେନ ଭିଲେଜେସ ସିନେମାକୁ ଆଉ ଏକ ସଫଳତା

ରାଜନଗର, ୨୭ା୧୦ (ଭାସ୍କର ରାଉତରାୟ): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାବାସୀଙ୍କ ଜୀବନ ଜୀବିକାକୁ ନେଇ ଓଡ଼ିଶାର ଅନ୍ୟତମ ଖ୍ୟାତାନାମା ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଓ କିଟ୍‌ ଏବଂ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୭।୧୦: ଆଠ ଦିନ ମଧ୍ୟରେ ପୁଣିଥରେ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଆର୍ନିଆ ସେକ୍ଟରର ସମସ୍ତ ୮ଟି ପୋଷ୍ଟ ଉପରେ ପ୍ରବଳ ଗୁଳି ଚଳାଇଥିଲା। ଏଥିରେ ଦୁଇ ବିଏସଏଫ ସୈନିକ ଏବଂ ୪ ଜଣ ସାଧାରଣ ନାଗରିକ ଆହତ…

ରାଶନ ଦୁର୍ନୀତି ମାମଲାରେ ମନ୍ତ୍ରୀ ଗିରଫ

କୋଲକାତା,୨୭।୧୦: ରାଶନ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କୁ ଗିରଫ କରିଥିଲା। ଏହି ସ୍କାମର ତଦନ୍ତ ସମ୍ପର୍କରେ ଇଡି ଟିମ କୋଲକାତାର ସଲ୍ଟ ଲେକ୍‌ରେ…

ଲାଉ ଜୁସ୍‌ ପିଉଛନ୍ତି କି? ରୁହନ୍ତୁ ସାବଧାନ, ନଚେତ୍‌ ନେଇପାରେ ଜୀବନ

ମାନବ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଭଗବାନ ଅନେକ ପ୍ରକାରର ଫଳ ଏବଂ ପନିପରିବା ସୃଷ୍ଟି କରିଛନ୍ତି। ସେଥିରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ ରହିଛି। ମଣିଷ ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆଜିକାଲି ଏହି ମିନେରାଲ୍ସ ଯୋଗାଇବା…

ବ୍ୟକ୍ତିଗତ ଜୀବନୀକୁ ନେଇ ବଡ଼ ଖୁଲାସା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ନୀତା ଅମ୍ବାନୀ

ମୁମ୍ବାଇ,୨୭।୧୦: ଆଜିକାଲି ଝିଅମାନେ ସବୁ କ୍ଷେତ୍ରରେ ପୁଅମାନଙ୍କ ସହିତ ସମାନ। ମୋ ଘରେ ତିନି ପିଲା ଆକାଶ, ଅନନ୍ତ ଏବଂ ଇଶାଙ୍କ ମଧ୍ୟରେ ଭେଦଭାବ ମୁଁ କରି ନ ଥିଲି। ରିଲାଏନ୍ସରେ ତିନିଜଣଙ୍କୁ ସମାନ ଭାଗୀଦାରୀ ଦେଇଛନ୍ତି। ଏସିଆର ସବୁଠାରୁ ଧନୀ…

ଜୁଏଲାରୀ ଦୋକାନୀରେ ପଶି ଚୋରି କରୁଥିଲେ ମହିଳା : ଘଟିଲା ଏମିତି

ସୁନା ଦୋକାନରେ ଚୋରିର ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ଚୋର ସୁନା ଦୋକାନରେ ପ୍ରବେଶ କରି ଅଳଙ୍କାର ଚୋରି କରିବାକୁ ଚେଷ୍ଟା କରୁଥିଲେ। ଚୋର…

ଅଲିମ୍ପିକ୍ସ ଯୋଗ୍ୟତା: ଜାପାନଠାରୁ ହାରିଲା ଭାରତ

ତାଶକେଣ୍ଟ,୨୬ା୧୦: ତାଶକେଣ୍ଟର ଲୋକୋମୋଟିଭ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଜାପାନଠାରୁ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଜାପାନ ଭାରତକୁ ୭-୦ ଗୋଲରେ ପରାସ୍ତ କରିଛି। ୧୭ ତମ ମିନିଟରେ ଜାପାନର ୟୋଶିନୋ ନାକାଶିମା…

ଗାଁରେ ପଶିଲେ ୫ ଟିକିଆ ହାତୀପଲ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଦାଦପୁରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏକ ୫ ଟିକିଆ ହାତୀପଲ ଗାଁ ଭିତରେ ପଶି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀ ଦେଖି ଗାଁ…

ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଯୁବକ

ନୂଆପଡ଼ା,୨୬।୧୦(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଉଦ୍ୟାନବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର ହୋଇଯାଇଛନ୍ତି। ଗୁରୁବାର କୁଞ୍ଜଲପଡା ଗାଁର ପ୍ରକାଶ ବାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri