Home Left

ଧାର ଟଙ୍କା ଫେରସ୍ତ ମାଗିବାରୁ ଆକ୍ରମଣର ଶିକାର ହେଲେ ମହିଳା

ଘସିପୁରା,୨୬।୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବଡ଼ଏକତାଳି ଗ୍ରାମରେ ଜଣେ ମହିଳା ଧାର ଟଙ୍କା ଫେରସ୍ତ ମାଗିବାରୁ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ କମଳା ବୋଇତେଇ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

ଓଢ଼ଣି ଲଗାଇ ଜୀବନ ହାରିଲେ ଯୁବତୀ: ପ୍ରେମ ସମ୍ପର୍କରୁ ନାଁ ଆଉ କିଛି…

ସମ୍ବଲପୁର,୨୬ା୧୦(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲା ଡ୍ରାଇଭର କଲୋନୀରେ ରହୁଥିବା ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯୁଯୁମୁରା ବ୍ଲକ ବାର୍ଲେ ଗ୍ରାମର ସୋନାଲି ବେହେରା। ଧନୁପାଲିରେ ଏକ ସୁନା ଦୋକାନରେ କାର୍ଯ୍ୟ କରୁଥିବା…

ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ ଜାରି କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୧ ଟଙ୍କା ଦାନ କରିବାର ଟିପ୍ପଣିକୁ ନେଇ ଗୁରୁବାର ନିର୍ବାଚନ ଆୟୋଗ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ନିର୍ବାଚନ ଆୟୋଗରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଭାଜପା ଅଭିଯୋଗ କରିଥିଲା। କେନ୍ଦ୍ର ଆଇନ…

ପୁଣି ଲୋମ ଟାଙ୍କୁରା ଘଟଣା! ନାବାଳିକାଙ୍କୁ ଜିଅନ୍ତା ଜାଳିଦେଲେ ଆଠ ଯୁବକ

ଲକ୍ଷ୍ନୌ,୨୬।୧୦: ଜଣେ ନାବାଳିକାକୁ ନିଜ ଘରେ ଜୀବନ୍ତ ଜାଳି ହତ୍ୟା କରିବାର ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ପାଞ୍ଚ ଜଣ ପରିଚିତ ଏବଂ ତିନି ଜଣ ଅଜ୍ଞାତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ସକାଳେ…

ଗୋଆରେ ୩୭ ତମ ଜାତୀୟ ଖେଳର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୧୦ ହଜାର ଆଥଲେଟ ନେବେ ଭାଗ

ପାଣାଜୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୋଆର ମଡଗାଓଁରେ ୩୭ ତମ ଜାତୀୟ ଖେଳର ଉଦ୍‌ଘାଟନ କରିଛନ୍ତି। ଅକ୍ଟୋବର ୨୬ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡା ମେଳାରେ ବିଭିନ୍ନ କ୍ରୀଡ଼ାର ପ୍ରାୟ ୧୦,୦୦୦ ଆଥଲେଟ ଅଂଶଗ୍ରହଣ କରିବେ।…

ଯାତ୍ରୀଙ୍କୁ ରେଲଓ୍ବେର ଦୀପାବଳି ଉପହାର

ନୂଆଦିଲ୍ଲୀ,୨୬।୧୦: ଦଶହରା ପରେ ପରେ ଆରମ୍ଭ ହୋଇଯାଇଛି ପର୍ବର ଋତୁ। ତେବେ ଦିପାବଳୀ ଏବଂ ଛଟ ପାଇଁ ଲୋକେ ଆଗୁଆ ଯାତ୍ରା ଯୋଜନା କରନ୍ତି ଏବଂ ଟ୍ରେନ ଟିକେଟ ବୁକ କରନ୍ତି। ଏଭଳି ପରିସ୍ଥିତିରେ ଟ୍ରେନରେ ସୀମିତ ବର୍ଥ ଯୋଗୁଁ ସମସ୍ତଙ୍କ…

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୯ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ଆସନ୍ତା ମାସରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଏ ପର୍ଯ୍ୟନ୍ତ ଦୁଇଟି ତାଲିକା ପ୍ରକାଶ କରିଛନ୍ତି। ଭାଜପାରର ଦୁଇଟି ତାଲିକାରେ ୧୨୪ନାମ ଚୂଡାନ୍ତ ହୋଇଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ୭୬ନାମ ଘୋଷଣା କରିଛି। ଦୀର୍ଘ…

ଆଇପିଏଲ୍‌ ୨୦୨୪ ସିଜନର ଖେଳାଳି ନିଲାମ: ଭେନ୍ୟୁ ଦୌଡ଼ ଆଗରେ ଏହି ସହର

ନୂଆଦିଲ୍ଲୀ,୨୬ା୧୦: ଖୁବ୍‌ ଶୀଘ୍ର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ସିଜନର ଖେଳାଳି ନିଲାମ ହେବ। ଏନେଇ ଭେନ୍ୟୁ ଦୌଡ଼ ଆଗରେ ଦୁବାଇ ସହର ସବୁଠାରୁ ଆଗରେ ରହିଛି। ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟ ଏହି ସହର ତାଲିକା ଦୌଡ଼ରେ ରହିଛି। ଏନେଇ…

ସୁକ୍ଷାକର୍ମୀଙ୍କୁ ବଡ ସଫଳତା: ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଲଶ୍କରର ୫ ଆତଙ୍କବାଦୀ ନିହତ

କୁପଓ୍ବାଡା,୨୬।୧୦: ଜମ୍ମୁ କାଶ୍ମୀରର କୁପୱାଡା ଜିଲାର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ଗୁରୁବାର ସୁରକ୍ଷା କର୍ମୀ ବିଫଳ କରିଛି। ଏଲସି ଉପରେ ସୁରକ୍ଷା କର୍ମୀ ଏକ ପ୍ରମୁଖ ଅପରେସନରେ ଲଶ୍କର-ଏ-ତୋଇବା (ଏଲଇଟି) ର ୫ ଆତଙ୍କବାଦୀଙ୍କୁ ନିହତ…

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ, ସେମିଫାଇନାଲ ଦୌଡରୁ ବାଦ ପଡ଼ିଲା ଚମ୍ପିୟନ ଟିମ୍!

ବେଙ୍ଗାଲୁରୁ,୨୬/୧୦: ଶ୍ରୀଲଙ୍କା ଟିମ୍ ଆଇସିସି ବିଶ୍ୱକପରେ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ବେଙ୍ଗାଳୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମୁକାବିଲାରେ ଶ୍ରୀଲଙ୍କା ଟିମ୍ ଇଂଲଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟ ପାଇଁ ଇଂଲଣ୍ଡ ମାତ୍ର…

ମହିଳାଙ୍କ କାନରୁ ଆସୁଥିଲା ଅଜବ ଶଦ୍ଦ, ପରୀକ୍ଷା ପରେ ଜଣାପଡିଲା ସତ, ଭାଇରାଲ ହେଉଛି ଭିଡିଓ

ତାଇୱାନର ଜଣେ ମହିଳା କିଛି ଦିନ ହେବ ଅଜବ ସ୍ବର ଶୁଣୁଥିଲେ। ଯାହା ଦ୍ୱାରା ଏତେ ବିବ୍ରତ ହୋଇଯାଇଥିଲେ ଯେ ସେ ଡାକ୍ତରଙ୍କୁ ଏ ବିଷୟରେ ଜଣାଇବାକୁ ସ୍ଥିର କଲେ। ତେବେ ଯେତେବେଳେ ସେ ଡାକ୍ତରଙ୍କ ନିକଟରେ ପହଞ୍ଚି ମହିଳା ଜଣଙ୍କ…

ଗାଁରେ ବ୍ୟାପୁଛି ଚର୍ମ ରୋଗ: ଡାକ୍ତରୀ ଦଳ ପହଞ୍ଚି ଆରମ୍ଭ କଲେ ଚିକିତ୍ସା

ତୁମୁଡିବନ୍ଧ,୨୬।୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଧୀନ ଲଙ୍କାଗଡ଼ ପଞ୍ଚାୟତ ବାଡ଼ିଙ୍ଗାଲୁ ଗ୍ରାମରେ ଚର୍ମ ରୋଗ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ତୁମୁଡିବନ୍ଧ ଏବଂ ଲଙ୍କାଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri