Home Left

ରେଷ୍ଟୁରାଣ୍ଟରେ ପିଲା ଦୁଷ୍ଟାମୀ କଲେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ

ଓ୍ବାଶିଂଟନ୍‌,୨୬।୧୦: ପିଲାମାନେ ଖୁଦ୍‌ ଖୁସି ମିଜାଜର ହୋଇଥା’ନ୍ତି। କିନ୍ତୁ ସେମାନଙ୍କର ବଦମାସି ପାଇଁ ଅଭିଭାବକଙ୍କୁ ସବୁଠି ହଇରାଣ ହେବାକୁ ପଡିଥାଏ। ବାହାରକୁ ବୁଲିବାକୁ ଗଲା ମାନେ ସେମାନେ ଟିକେ ଅଧିକ ଦୁଷ୍ଟ ହୋଇଥା’ନ୍ତି। ଫ୍ୟାମିଲି ସହ ଟ୍ରିପ କରିବା ସମୟର ଆପଣ…

ବିଷଧର ସାପର ଜୀବନ ବଞ୍ଚାଇବା ପାଇଁ ପୋଲିସ ବାବୁ କଲେ ଏମିତି କାମ..ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ମଧ୍ୟପ୍ରଦେଶର ନର୍ମଦାପୁରମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ପୋଲିସ ବାବୁ ପାଟିରେ ଅମ୍ଳଜାନ ଦେଇ ସାପକୁ ବଞ୍ଚାଉଥିବା ଦେଖାଯାଇଛି। ସେମରି ହରଚଣ୍ଡର ଟାୱା କଲୋନୀରେ ସାପର ଉପସ୍ଥିତି ବିଷୟରେ ପୋଲିସ ଅଧିକାରୀ ଅତୁଲ ଶର୍ମା ସୂଚନା ପାଇଥିଲେ।…

ଜୀବନକୁ ପ୍ରେମରେ ଭରିଦେବ ଗଣିତ, ଜାଣନ୍ତୁ…

ମୁମ୍ବାଇ: ଗଣିତର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ପ୍ରତ୍ୟେକଙ୍କର ଏହାର ଭୂମିକାକୁ ବୁଝିବା ଏବଂ ଏହାକୁ ଗ୍ରହଣ କରିବାର ନିଜଦ୍ୱ ପଦ୍ଧତି ଅଛି। ଜୀବନ ଲାଭ ଏବଂ କ୍ଷତି ମଧ୍ୟରେ ସୀମିତ । ଲୋକମାନେ ନିଜ ଜୀବନରେ…

ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୨୬ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ଖୋଲିବ। ବାଲେଶ୍ୱର ସହରରୁ ପ୍ରାୟତଃ ୪୦ କିଲୋମିଟର ଦୂରରେ ଥିବା ନୀଳଗିରି ଉପଖଣ୍ଡର ଏହି ଅଭୟାରଣ୍ୟ ନଭେମ୍ବର ପହିଲାରେ ପର୍ଯ୍ୟଟକଙ୍କୁ ୯ଟାରେ କେସିପୁର…

ବଢ଼ିବ ପ୍ରେମ, ସମ୍ପର୍କ ହେବ ଆନନ୍ଦମୟ, ଥରେ ଏପରି କରି ଦେଖନ୍ତୁ…

ନୂଆଦିଲ୍ଲୀ : ଭଲ ଯୋଗାଯୋଗ ଶୈଳୀ ଯେ କୌଣସି ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେତେବେଳେ ଦାମ୍ପତ୍ୟ ଜିବନରେ ଉଭୟ ସ୍ତ୍ରୀ ଅବା ସ୍ବାମୀ ଜାଣନ୍ତି ସେମାନେ ସମ୍ପର୍କରୁ କ’ଣ ଚାହାନ୍ତି ଏବଂ ସେମାନଙ୍କର ଆବଶ୍ୟକତା, ଭୟ, ଏବଂ ଇଚ୍ଛା ବାଣ୍ଟିବାରେ…

ଭାଜପାର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା

ବେଙ୍ଗାଲୁରୁ,୨୬।୧୦: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଦ୍ୱାରା ନିକଟରେ ହୋଇଥିବା ଧମକ ଆଲର୍ଟ ଜାରି ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି…

ଭବିଷ୍ୟବାଣୀ କଲେ ଗାଭାସ୍କର: ବିରାଟ କୋହଲି ନିଜ ଜନ୍ମଦିନରେ…

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ନଭେମ୍ବର ୫ରେ ୩୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଦିନ କିଙ୍ଗ କୋହଲି ତାଙ୍କ ଜନ୍ମଦିନରେ କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବେ। କୋହଲିଙ୍କ ଜନ୍ମଦିନ ପୂର୍ବରୁ ପୂର୍ବତନ ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ…

ଜାଣନ୍ତି କେମିତି ତିଆରି ହୁଏ ପାଣିଟାଙ୍କି, ଭାଇରାଲ ହେଉଛି କାରଖାନାର ଭିଡିଓ

ଜଳକୁ ସଂରକ୍ଷଣ କରିବା ପାଇଁ ଘରର ଛାତ ଉପରେ ପ୍ଲାଷ୍ଟିକ୍‌ ପାଣିଟାଙ୍କି ରଖାଯାଉଥିବା ଦେଖିଥିବେ। ମାତ୍ର କେବେ କେବେ ଚିନ୍ତା କରିଛନ୍ତି କି ଏହି ଟାଙ୍କି କିପରି ତିଆରି ହୁଏ? ଓ୍ବାଟର ଟ୍ୟାଙ୍କ କାରଖାନାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର…

ଶୀତଦିନେ ଶାଲ୍‌ ଫ୍ୟାସନ୍‌

ଶୀତଦିନେ ଶାଲ୍‌ର ଚାହିଦା ଅଧିକ ଥାଏ। ଥଣ୍ଡା ପ୍ରୋକପରୁ ରକ୍ଷା ପାଇଁ ଶାଲ୍‌ ବ୍ୟବହାର କରୁଥିଲେ ମଧ୍ୟ ଯୁବପିଢିଙ୍କ ମଧ୍ୟରେ ଏହାକୁ ନିଜକୁ ଷ୍ଟାଇଲିସ୍‌ ଦେଖାଯିବାକୁ କ୍ରେଜ୍‌ ବଢିଚାଲିଛି। କୌଣସି ଟ୍ରିପ୍‌ ହେଉ କି ହ୍ୟାଙ୍ଗ୍‌ ଆଉଟ୍‌ ଏପରି କି ଶୀତଦିନେ…

ପୁଅଙ୍କୁ ଇଡି ସମନ ହେବା ପରେ କ୍ଷୋଭ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୦: ବୈଦେଶିକ ମୁଦ୍ରା ଉଲ୍ଲଂଘନ (ଫେମା) ଯାଞ୍ଚରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ସମନ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ଅଶୋକ ଗେହଲଟ କହିଛନ୍ତି ଯେ, ରାଜସ୍ଥାନରେ ବିକାଶ…

ଚଳନ୍ତା ବସରେ ଓ୍ବାକ୍ସିଂ କଲେ ଯୁବତୀ

କଲମ୍ବିଆ,୨୬।୧୦: ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକଙ୍କୁ ନିଜ ପାଇଁ ଟିକିଏ ଫୁରସତ ନାହିଁ। ଆଖପାଖରେ ଆପଣ ଏପରି ଲୋକଙ୍କୁ ଦେଖୁଥିବେ ଯେଉଁମାନେ ଗୋଟିଏ ସମୟରେ ଏକରୁ ଅଧିକ କାର୍ଯ୍ୟ କରିବାରେ କ୍ଷମତା ରଖିଥା’ନ୍ତି। ଏହାରି ଭିତରେ ଏପରି ଏକ ଭିଡିଓ ସୋସିଆଲ…

ମନପସନ୍ଦର ସ୍ତ୍ରୀ ନ ମିଳିବାରୁ ମନ୍ଦିରରୁ ଗାଏବ କରିଦେଲେ ଶିବଲିଙ୍ଗ

କୌଶାମ୍ବି,୨୬।୧୦: ମହାଦେବ ଶିବ ଶଙ୍କରଙ୍କୁ ପୂଜିଲେ ମନୋକାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ହେଲେ ମନୋବାଞ୍ଚା ପୂରଣ ନ ହେଲେ ଜଣେ ଭକ୍ତ ଏପରି କରି ବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତରପ୍ରଦେଶର କୌଶାମ୍ବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri