Home Left

ମଣ୍ଡି ଅପେକ୍ଷାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୧୨(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରିପାରିନାହାନ୍ତି। ଏଥିପାଇଁ ଅଭାବୀ ବିକ୍ରୀର ସୁଯୋଗ ବ୍ୟବସାୟୀ ଗୋଷ୍ଠି ନେଉଛନ୍ତି।…

ବନ ବିଭାଗର ତଥ୍ୟ ଖୋଲିଲା ଗୁମର

ନୟାଗଡ଼,୧୭।୧୨(ଲୋକନାଥ ମିଶ୍ର)ନୟାଗଡ଼ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନ ହୋଇ ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା ଚାଲିଛି। ତେବେ ବନବିଭାଗରୁ ଡିଏଫ୍‌ଓଙ୍କ କ୍ୱାର୍ଟର୍ସକୁ ନେଇ ମିଳିଥିବା ଆରଟିଆଇ…

ମଶାଧୂଆଁରେ ଅଣନିଃଶ୍ୱାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ, ଜଣେ ଗୁରୁତର

କେନ୍ଦୁଝର,୧୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଶାଧୂଆଁରେ ଅଣନିଃଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମର ବେଣୁଧର ମାଝିଙ୍କ ପୁଅ ସୁରେନ୍ଦ୍ର (୩୦)। ଗୁରୁତର ହେଲେ ହରିଚନ୍ଦନପୁର ବ୍ଲକ…

ଆସନ୍ତା ସପ୍ତାହରେ ଆସିବ ୧୧ ଆଇପିଓ, ଶେୟାର ବଜାରରେ ହେବ ୪୦୦୦ କୋଟି ଟଙ୍କାର ବଡ଼ ଖେଳ

ମୁମ୍ବାଇ, ୧୬ା୧୨: ଆସନ୍ତା ସପ୍ତାହରେ ପ୍ରାୟ ୧୧ କମ୍ପାନୀ ସେମାନଙ୍କର ଆଇପିଓ ଆଣିବାକୁ ଯାଉଛନ୍ତି। ଏଥି ମଧ୍ୟରୁ ୭ ଟି ମେନ୍ ବୋର୍ଡ କମ୍ପାନୀ ହୋଇଥିଲା ବେଳେ, ବର୍ଷ ଶେଷକୁ ଭାରତୀୟ ଶେୟାର ବଜାର ଏକ ବଡ଼ ଉତ୍ସାହ ସହିତ କାରବାର…

ଏହି ଯୁବତୀଙ୍କୁ ବିବାହ ପାଇଁ ୧୪ ଯୁବକ କରିଥିଲେ ଆବେଦନ, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୧୬ା୧୨: ସୂର୍ଯ୍ୟନଗରୀ ଯୋଧପୁରର ନାରୀ ନିକେତନରେ ଆୟୋଜିତ ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହ ଏକ ଦିବ୍ୟାଙ୍ଗ ଯୁବତୀଙ୍କର ଥିଲା। ପ୍ରାୟ ୨୦ ବର୍ଷ ପୂର୍ବେ ଯାହାଙ୍କୁ ଦୁର୍ଭାଗ୍ୟ ବୋଲି ଭାବି ପରିବାର ଲୋକେ ଲବକୁଶ ଗୃହରେ…

ଭଗବାନପୁର-କଞ୍ଚିଲୋରେ ହାତୀ ଉପଦ୍ରବ: ପାଚିଲା ଧାନଫସଲ କଲେ ନଷ୍ଟ

ନିରାକାରପୁର,୧୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ଅଧିନସ୍ଥ କଞ୍ଚିଲୋ ଓ ଭଗବାନପୁର ମୌଜାରେ ଥିବା ଧାନ ବିଲରେ ୨୩ ଟିକିଆ ହାତୀପଲ ପଶି ପ୍ରାୟ ୧୫ ଏକରରୁ ଊର୍ଦ୍ଧ୍ୱ ଧାନ ଜମିରେ ଅମଳ ହେବାକୁ ଥିବା ଧାନଫସଲ ଯେତିକି…

ବେଆଇନ ଖଣିରେ ଚଢ଼ାଉ: ୨ ଟ୍ରକ୍‌ ଜବତ, ୨ ଗିରଫ

ନିରାକାରପୁର,୧୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ଚୋରା ମାଙ୍କଡ଼ା ପଥର ଖଣିରେ ଚଢ଼ାଉ କରି ଓଡି-0୨-ଏମ୍‌-୩୪୯୮, ଓଆର୍‌-0୯-ଏଚ୍‌-୪୬ ୧୬ନମ୍ବର ବିଶିଷ୍ଟ ୨ଟି ମାଙ୍କଡ଼ା ବୋଝେଇ ଟ୍ରକ୍‌କୁ ଜବତ କରିଛି। ବିଭୂତି ଭୂଷଣ ପରମାଣିକ ଓ ପ୍ରଫୁଲ୍ଲ ଜେନା…

ଚୋରାଚାଲାଣ ବେଳେ ଧାନବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ

କୋକସରା,୧୬ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଯୋଗାଣ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା ବ୍ଲକ ଦେଇ ବାହାର ରାଜ୍ୟ ଓ ଜିଲାକୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଜାତୀୟ ରାଜପଥ…

ନ୍ୟୁଜ୍ ସଂସ୍ଥା ଆଇଏଏନଏସର ସର୍ବାଧିକ ଶେୟାର କିଣିଲେ ଗୌତମ ଆଦାନି

ନୂଆଦିଲ୍ଲୀ,୧୬।୧୨: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନିଙ୍କ ମିଡ଼ିଆ ଗ୍ରୁପ ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ) ଶନିବାର ଖବର ସରବରାହ ସଂସ୍ଥା ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର(ଆଇଏଏନଏସ)ର ୫୦.୫୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଶୁକ୍ରବାର ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି…

ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ, କହିଲେ ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସି ମିଳିବ

ହିଞ୍ଜିଳିକାଟୁ,୧୬ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): କେବଳ ପାଠପଢ଼ା ନୁହେଁ, ଖେଳକୁଦ, ନାଚ ଗୀତ, ବକ୍ତୃତା ସହ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ନିଜକୁ ସ୍ବତନ୍ତ୍ର ଭାବେ ଗଢ଼ିବା ପାଇଁ ମନ୍ତ୍ର ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶନିବାର…

୧୫ ଶହ କୋଟିର ଲଟେରୀ ଜିତି ବି ହେଲେ କାଙ୍ଗାଳ, ଆକାଉଣ୍ଟରେ ୨୬୩ ଟଙ୍କା ନ ଥିବାରୁ ହେଲା ଏଭଳି…

ଲଣ୍ଡନ,୧୬।୧୨ : ଲଟେରୀ ଜିତିବା ପରେ ଅନେକ ଲୋକଙ୍କ ଜୀବନ ରାତାରାତି ବଦଳି ଯାଇଥାଏ। ସମସ୍ତେ ଆଶା କରି ଲଟେରୀ ଟିକେଟ କିଣନ୍ତି ଯେ ଦିନେ ଭାଗ୍ୟ ସେମାନଙ୍କ ପାଇଁ ସହାୟକ ହେବ ଏବଂ ସେମାନେ ବିଜେତା ହେବେ। ଏହା ମଧ୍ୟ…

ସଲମାନଙ୍କ ସମର୍ଥନ ପାଇ ଚମକିଥିଲା ଏହି ଅଭିନେତ୍ରୀଙ୍କ ଭାଗ୍ୟ, ଏବେ ଅଜ୍ଞାତରେ

ମୁମ୍ବାଇ: ୧୯୯୧ରେ ଦବଙ୍ଗ ଖାନ୍‌ ସଲମାନଙ୍କ ଏକ ଫିଲ୍ମ ପ୍ରେକ୍ଷାଳୟକୁ ଆସିଥିଲା। ୨୫ ଲକ୍ଷ ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ସୁପରହିଟ୍‌ ବୋଲି ପ୍ରମାଣିତ ହୋଇଥିଲା। ଏହି ଫିଲ୍ମଟି ସଲମାନଙ୍କ କ୍ୟାରିୟରର ଅନ୍ୟତମ ସଫଳ ଫିଲ୍ମ। ଏହି ଫିଲ୍ମରେ ଡେବ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri