Home Left

ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

କଟକ,୩୧।୧୨: ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ରବିବାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ଷଡଙ୍ଗୀ। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ଦାୟିତ୍ୱରେ ରହିବେ। ୧୯୯୦ ବ୍ୟାଚ୍‌ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ…

ବର୍ଷର ଶେଷ ଦିନରେ ବଡ଼ ଦୁର୍ଘଟଣା: ୨ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ୍‌

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ,ବରଗଡ଼ ମ୍ୟୁନିସିପାଲଟି ଅଧିନ ୱାର୍ଡ ନମ୍ବର-୩ ହାଟପଦା…

ରେଡ ସି’ରେ ପୁଣି ବାଲେଷ୍ଟିକ ମିଶାଇଲ ପକାଇଲେ ହୁତି ବିଦ୍ରୋହୀ

ଓ୍ବାଶିଂଟନ,୩୧।୧୨: ଆମେରିକା ପୁଣିଥରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଗୁଳି ଚଳାଇଥିବା ଦୁଇଟି ଆଣ୍ଟି-ଜାହାଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଆମେରିକାର ସେଣ୍ଟ୍ରାଲ…

ସ୍ତ୍ରୀଙ୍କ ଗୁମର ଖୋଲିଦେଲେ କେଏଲ୍‌ ରାହୁଲ

ନୂଆଦିଲ୍ଲୀ,୩୧।୧୨: ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି। କେଏଲ ରାହୁଲ ପ୍ରକାଶ କରିଛନ୍ତ, ବିଶ୍ୱକପ…

‘ମ୍ୟାନ ଅଫ ଦ ଇୟର’ ଘୋଷଣା କରାଯିବାରୁ ବିବାଦକୁ ଆସିଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୩୧।୧୨: ଇଟାଲୀର ଏକ ଖବରକାଗଜ ଦ୍ୱାରା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ‘ମ୍ୟାନ ଅଫ ଦି ଇୟର’ ଭାବରେ ମନୋନୀତ ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ଅନେକ ମହିଳା ଅଧିକାର କର୍ମୀ ଏବଂ ସଂଗଠନ ଏହାକୁ…

ଚ୍ଛମକୋ ଚ୍ଛଲୋ ଗୀତରେ ଏମିତି ଡ୍ୟାନ୍ସ କଲେ ଭାଉଜ: ଅଙ୍ଗଭଙ୍ଗୀ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆ ବେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ରାରାତି ଷ୍ଟାର କରିଦିଏ। ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଶାହାରୁଖ ଖାନଙ୍କ ଫିଲ୍ମ ରାବଣର ଚ୍ଛମକୋ ଚ୍ଛଲୋ ଗୀତରେ…

ଦକ୍ଷିଣଆଫ୍ରିକାରେ ନୂଆବର୍ଷ ପାଳିବେ ବିରୁଷ୍କା

ମୁମ୍ବାଇ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକଙ୍କର ପ୍ରିୟ ଦମ୍ପତି। ଏହି ଦମ୍ପତି ନିଜ ନିଜ ବୃତ୍ତିରେ ବ୍ୟସ୍ତ ତଥାପି ସେମାନଙ୍କ ବଣ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶୁଣିବାକୁ ମିଳିୁଛି। ସୋସିଆଲ…

ବିବାହକୁ ନେଇ କନଫ୍ୟୁଜନରେ ଅଛନ୍ତି ମଲାଇକା

ମୁମ୍ବାଇ: ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ…

ଚଳନ୍ତା ବାଇକ୍‌ ପଛପଟେ ଓଲଟା ବସି ଫ୍ଲାଇଙ୍ଗ୍‌ କିସ୍‌ ଦେଲେ ମହିଳା: ଆଉ ତା’ପରେ… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୧୨: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଆପଣଙ୍କୁ ହସାଇଥାଏ ଏବଂ ଆଉ କିଛି ଏକ ଶିକ୍ଷା ଦେଇଥାଏ। ଆଜିକାଲି, ପ୍ରସିଦ୍ଧ ହେବାକୁ ଲୋକମାନେ ଅନେକ ପ୍ରକାରର ଭିଡିଓ ପ୍ରସ୍ତୁତ କରନ୍ତି। ବେଳେବେଳେ ଲୋକମାନେ ଏପରି…

ଦୁବାଇରେ ନୂଆ ବର୍ଷ ପାଳିବେ ଧୋନି

ନୂଆଦିଲ୍ଲୀ,୩୧।୧୨: ଆଜି ହେଉଛି ୨୦୨୩ର ଶେଷ ଦିନ ଅର୍ଥାତ୍‌ ୩୧ ଡିସେମ୍ବର। ନୂତନ ବର୍ଷ ଅର୍ଥାତ୍‌ ୨୦୨୪ ବର୍ତ୍ତମାନଠାରୁ ଆରମ୍ଭ ହେବ। ଏଭଳି ସମୟରେ କ୍ରିକେଟର ଏବଂ ବଲିଉଡ ତାରକାମାନେ ମଧ୍ୟ କିଛି ଭିନ୍ନ ଢଙ୍ଗରେ ନୂଆ ବର୍ଷ ପାଳନ କରିବାକୁ…

କେପଟାଉନରେ ଆଜି ପର୍ଯ୍ୟନ୍ତ ଜିତି ନାହିଁ ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ, କେପଟାଉନରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ଜାନୁଆରୀ ୩ରୁ ଆରମ୍ଭ ହେବ। ଭାରତୀୟ ଦଳ ଏହି ମ୍ୟାଚ ଜିତି ୨ମ୍ୟାଚ ଟେଷ୍ଟ…

ପୋଲିସ ମାଡ଼ରେ ଜଣେ ଗୁରୁତର

ଭଦ୍ରକ,୩୧ା୧୨(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ପୋଲିସ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ପୋଲିସ ଶନିବାର ରାତିରେ ଏହି ଘଟିଛି ଘଟଣା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri