ପ୍ରଭୁ ରାମଙ୍କ ଏହି ଭଜନର ପ୍ରଶଂସକ ହେଲେ ପ୍ରଧାନମନ୍ତ୍ରୀ ମୋଦି: ସୋସିଆଲ ମିଡିଆରେ କଲେ ଶେୟାର
ନୂଆଦିଲ୍ଲୀ,୮।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସାମିଲ ହେବେ। ଏହି…
୪ ମାସରେ ୮ ହଜାର କାଠିରେ କଲେ ରାମ ମନ୍ଦିର ମଡେଲ…
ପ୍ରୟାଗରାଜ,୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ବି.କମ ଛାତ୍ର ଆବର୍ଜନାରୁ ରାମ ମନ୍ଦିରର ଏକ ସୁନ୍ଦର ମଡେଲ ତିଆରି କରିଛନ୍ତି, ଯେଉଁଥିପାଇଁ ସେ ୮ ହଜାର କାଠି ଏବଂ ଫେଭିକଲ ବ୍ୟବହାର କରିଥିଲେ। ଗାନ୍ଧୀ କଲୋନୀର ବାସିନ୍ଦା ୧୯ ବର୍ଷ ବୟସ୍କା…
କାହିଁକି ୮ କିଲୋମିଟର ଦୌଡି ଦୌଡି ଆସି ବିବାହ କରିଥିଲେ ଶିଖରେ, କହିଲେ ଏହା ପଛର କାହାଣୀ
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍ ଆମିର ଖାନଙ୍କ ଘରେ ଏବେ ଖୁସିର ମାହୋଲ। ଜାନୁଆରୀ ୩ ରେ ଅଭିନେତାଙ୍କ ଝିଅ ଇରା ଖାନ ତାଙ୍କର ଦୀର୍ଘ ଦିନର ପ୍ରେମିକା ନୁପୁର ଶିଖରେଙ୍କ ସହ ଏକ ରେଜିଷ୍ଟର୍ଡ ବିବାହ କରିଥିଲେ। ଏହି…
ଗୁଗଲ୍ ଦେଲା ଝଟ୍କା: ଫ୍ରି’ରେ ବ୍ୟବହାର କରିପାରିବେ ନାହିଁ ଏହି ଜିନିଷ
ଗତ ବର୍ଷ ଫେବୃଆରୀରେ ଗୁଗଲ ଏହାର ଏଆଇ ଚାଟବଟ୍ ବାର୍ଡ ଲଞ୍ଚ କରିଥିଲା। ଅନେକ ବିଶେଷଜ୍ଞ କହିଥିଲେ ଯେ ଗୁଗଲ ତରବରିଆ ଭାବେ ବାର୍ଡ ଲଞ୍ଚ କରିଛି। ବାର୍ଡ OpenAIର ଚାଟ୍ବଟ ChatGPT ଏବଂ ମାଇକ୍ରୋସଫ୍ଟର ବିଙ୍ଗ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି।…
କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ…
ଲକ୍ଷ୍ନୌ,୮।୧ : ରାମ ମନ୍ଦିର ଅଯୋଧ୍ୟା ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସମଗ୍ର ଦେଶରେ ରାମ ଭକ୍ତ ତଥା ଲୋକେ ବେଶ ଉତ୍ସାହ ଅଛନ୍ତି। ରାମ ଭକ୍ତ ଏବଂ କଳାକାରମାନେ ବିଭିନ୍ନ ଉପାୟରେ ନିଜର ବିଶ୍ୱାସ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶର…
ଭାରତୀୟ ସୀମା ନିକଟରେ ମ୍ୟାନମାର ସେନା କଲା ବୋମା ମାଡ, ବିମାନ ଆକ୍ରମଣରେ ୯ଶିଶୁଙ୍କ ସମେତ ୧୭ ମୃତ
ବ୍ୟୋଙ୍ଗକକ,୮।୧: ମ୍ୟାନମାରର ଉତ୍ତର-ପଶ୍ଚିମ ଦିଗରେ ଥିବା ଏକ ଗ୍ରାମରେ ସାମରିକ ବିମାନ ଆକ୍ରମଣରେ ୯ଜଣ ଶିଶୁଙ୍କ ସମେତ ଅତି କମରେ ୧୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପ୍ରାୟ ୨୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ତଥା…
ଏହି ଯୁବତୀଙ୍କ ଜିଭ ଦେଖି ଲାଗିବ ୪୪୦ ଭୋଲ୍ଟର ଝଟ୍କା: ଦେଖନ୍ତୁ ଭିଡିଓ
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀ ନିଜ ଜିଭ ଦେଖାଉଥିବାର ଦେଖାଯାଇଛି। HALEWWWW ନାମକ ଏକ ଆକାଉଣ୍ଟରୁ ଶେୟାର ହୋଇଥିବା ଏହି ଭିଡିଓରେ, ଜଣେ ଯୁବତୀ କ୍ୟାମେରା ଆଗକୁ ଆସି ଏପରି ଏକ…
ରାଜନୀତି ପିଚରେ କମାଲ କଲେ ଏହି କ୍ରିକେଟର
ଢାକା,୮।୧: ବାଂଲାଦେଶ କ୍ରିକେଟ ଦଳର ନିୟମିତ ଅଧିନାୟକ ଶାକିବ ଅଲ ହାସନ ରାଜନୈତିକ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କ୍ରିକେଟ ପଡ଼ିଆରେ ନିଜର ଦକ୍ଷତା ପ୍ରମାଣ କରିଥିବା ସ୍ପିନ ଅଲରାଉଣ୍ଡର ଶାକିବ ଅଲ ହାସନ ତାଙ୍କର ପ୍ରଥମ ନିର୍ବାଚନରେ ପ୍ରାୟ ଦେଢ…
ଯଦି ଆମ ପାଖରେ ଲାକ୍ଷାଦ୍ୱୀପ ଆଉ ଆଣ୍ଡାମାନ ଅଛି, ତେବେ ମାଲଦ୍ୱୀପ କାହିଁକ ଯିବା, ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିଜନେସ ଲିଡର୍ସ
ନୂଆଦିଲ୍ଲୀ,୮।୧: ମାଲଦ୍ୱୀପ ସରକାର ରବିବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ପୋଷ୍ଟ କରିଥିବାରୁ ଏହାର ତିନିଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନୁମୋଦନ କରିବା ପରେ ମାଲଦ୍ୱୀପ ସରକାରଙ୍କ ବର୍ତ୍ତମାନ…
ଉବର କ୍ୟାବରେ ବସି ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କଲେ ଏହି ବ୍ୟକ୍ତି: କହିଲେ, ମୁଁ ଏହି ଡ୍ରାଇଭରଙ୍କ ସହ ସୁରକ୍ଷିତ ନୁହେଁ
ଆଜିକାଲି ସୋସିଆଲ ମିଡିଆରେ ଏକ ଉବର କ୍ୟାବ ଡ୍ରାଇଭରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉବର କ୍ୟାବରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଇଣ୍ଟରନେଟରେ ଭିଡିଓ ଷେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ,…
ପାଟଣାରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ସମସ୍ୟା
ପାଟଣା,୮ା୧(ବୀରକିଶୋର ଦାଶ): ସୋମବାର ସକାଳୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ରାଜପଥରେ ୩ଶହ ମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଦେଖି ହେଉନାହିଁ। ଦୁର୍ଘଟଣାକୁ ଏଡ଼ାଇବାକୁ ଚାଳକମାନେ ରାଜପଥରେ ଇଣ୍ଡିକେଟର ଦେଇ…
ଗୋଧ୍ରାର ପ୍ରତିଶୋଧ ନେବାକୁ ଗୁଜରାଟକୁ ଦୋହଲାଇ ଦେବାକୁ ପ୍ରୟାସ, ଆଇଏସ ଆତଙ୍କବାଦୀ ଶାହନବାଜଙ୍କ ବଡ ବୟାନ
ନୂଆଦିଲ୍ଲୀ,୮।୧: ଦିଲ୍ଲୀ ପୋଲିସର ହେପାଜତରେ ଥିବା ଇସଲାମିକ ଷ୍ଟେଟ ଆତଙ୍କବାଦୀ ଶାହନବାଜ ଆଲାମ ଏକ ବଡ଼ ବୟାନ ଦେଇଛନ୍ତି। ପୋଲିସର ପଚରାଉଚରା ବେଳେ ଆତଙ୍କବାଦୀ ଶାହନବାଜ କହିଛନ୍ତି ଯେ ଗୁଜରାଟରେ ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ସିରିଆ (ଆଇଏସ) ଏକ…
Archives


