ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଶୁଟରଙ୍କୁ ଜାଳିଦେଲେ: ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ନିଜକୁ କଲା ଦାୟୀ
ଚଣ୍ଡିଗଡ଼,୨୯।୧: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଜଣେ ଶୁଟରଙ୍କୁ ହରିୟାଣାରେ ହାତଗୋଡ଼ ବାନ୍ଧି ଜାଳି ଦିଆଯାଇଛି। ରଞ୍ଜନ ନାମକ ଏହି ଶୁଟର ବହୁ ଗ୍ୟାଙ୍ଗ୍ଓ୍ବାରରେ ସାମିଲ ଥିଲେ। ସୋମବାର ଯମୁନାନଗର ଜିଲାରେ ତାଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ହତ୍ୟା ପାଇଁ…
୨ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ
ଛତ୍ରପୁର,୨୯ା୧(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମରେ ସୋମବାର ନାମ ସଂକୀର୍ତ୍ତନ ଚାଲିଥିବା ବେଳେ କୌଣସି ଏକ କାରଣକୁ ନେଇ ୨ ଯୁବକଙ୍କୁ ସେହି ଗ୍ରାମର କେତେଜଣ ବ୍ୟକ୍ତି ବ୍ଲେଡରେ କାଟି କ୍ଷତବିକ୍ଷତ କରିଛନ୍ତି। ଆହତ ୨ ଯୁବକ ହୁମ୍ବର…
ଜେଲରୁ ସାକ୍ଷୀଙ୍କୁ ଧମକାଇବା ମାମଲା, ଅଭିଯୁକ୍ତ ଦଣ୍ଡିତ
ଛତ୍ରପୁର,୨୯ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇ ଛତ୍ରପୁର ସବଜେଲରେ ବିଚାରାଧୀନ ବନ୍ଦୀ ଥିବା ଅଭିଯୁକ୍ତ ଫୋନରେ ସାକ୍ଷୀଙ୍କୁ ଧମକାଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଛତ୍ରପୁର ଏସଡ଼ିଜେଏମ୍ ପ୍ରୀତିଶ କୁମାର ରଥ ଏହି ମାମଲାର ଶୁଣାଣି କରି…
ଏହି ଆଥ୍ଲେଟଙ୍କୁ ମିଳିବ ବିଦେଶରେ ଟ୍ରେନିଂ: ସମସ୍ତ ଖର୍ଚ୍ଚ ବହନ କରିବ କ୍ରୀଡ଼ା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୯ା୧: ଯୁକ୍ତରାଷ୍ଟ୍ର ଆମେରିକାର କଲୋରାଡୋଠାରେ ଟ୍ରେନିଂ ନେବା ଲାଗି ଲଙ୍ଗ୍ ଡିଷ୍ଟାନ୍ସ ରନର ଅବିନାଶ ସାବ୍ଲେ ଓ ପାରୁଲ ଚୌଧାରୀଙ୍କ ଅନୁରୋଧ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସୋମବାର ମଞ୍ଜୁରୀ ଲାଭ କରିଛି। ସରକାର ଆହୁରି ମଧ୍ୟ ଅଂଶୁ ମଲିକ ଓ ସରିତା…
ମାତୃହତ୍ୟା ମାମଲା: ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ
କଟକ,୨୯ା୧ (କାର୍ତ୍ତିକ ସାହୁ): ମାତୃହତ୍ୟା ମାମଲାରେ ଅଭିଯୁକ୍ତ ପୁତ୍ରଙ୍କୁ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ ହୋଇଛି। ପାରଳାଖେମୁଣ୍ଡି ଅତିରିକ୍ତ ସେସନ୍ ଜଜ୍ ମାମଲାର ଆବେଦନକାରୀ ତଥା ଅଭିଯୁକ୍ତ ସଞ୍ଜୟ ମଲ୍ଲିକ୍ଙ୍କୁ ମାତୃହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ…
ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ …
ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ରାତି ଅଧରେ କବାଟ ବାଡେଇଲେ। ନ ଖୋଲିବାରୁ ଘର ଛାତ ଉପର ଦେଇ ଭିତରକୁ ପଶି ଜଣେ ଶ୍ରମିକଙ୍କୁ ନିସ୍ତୁକ ମାଡ ମାରିବା ସହ ଆସବାପତ୍ର ଫୋପାଡି ଭାଙ୍ଗିଦେଇଥିଲେ। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଆକ୍ରମଣକାରୀ ଯୁବକଙ୍କୁ…
ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ
ଫୁଲବାଣୀ,୨୯।୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ଜିଲା ଦୌରାଜଜ୍ ସତ୍ୟପୀର ମିଶ୍ର ସୋମବାର ଏକ ଗଣବଳାତ୍କାର ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଛନ୍ତି ା ଏଥିସହ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏ ଜରିମାନା…
ବ୍ରାଉନସୁଗାର ଜବତ, ୫ ଗିରଫ
ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ପୋଖରୀ ଲେନ୍-୩ ନିକଟରେ ବେଆଇନ ଭାବେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୋଲିସ ଚଢାଉ କରି ୫ ନିଶାବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରେ ରହୁଥିବା କେନ୍ଦ୍ରାପ଼ଡ଼ାର ଅବଦୁଲ ଅଜିଜ ଖାନ୍…
ଆସନ୍ତା ୨ ଦିନ ଦେଖାଯିବ ଘନ କୁହୁଡ଼ି
ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଆସନ୍ତା ୨ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିଲେ ମଧ୍ୟ କୁହୁଡ଼ିର ପ୍ରଭାବ ଜାରି ରହିବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ…
ଜମି ବଦଳରେ ଚାକିରି ଦେବା ମାମଲା: ଲାଲୁଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କଲା ଇଡି
ପାଟନା,୨୯।୧: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଇଡି ପଚରାଉଚରା ଶେଷ ହୋଇଛି। ଇଡି ତାଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ପଚରାଉଚରା ବେଳେ ଆରଜେଡି ଏମ୍ପି ତଥା ତାଙ୍କ ଝିଅ ମାସି ଭାରତୀଙ୍କ ସମେତ ବହୁ ନେତା ଓ…
ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ
ଭୁବନେଶ୍ୱର,୨୯।୧(ଅନିଲ ଦାସ): ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହି ନିର୍ବାଚନ ପାଇଁ ଫେବୃଆରୀ ୮ରେ ବିଜ୍ଞପ୍ତି…
ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା
ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଲକ୍ଷ୍ମୀ ଶବର(୪୨)। ମିଳିଥିବା ସୂଚନା ମୁତାବକ, ସୋମବାର …
Archives


