Home Left

ରାଜଭବନରେ ମଫଲର ଛାଡିଦେଇଗଲେ ନୀତୀଶ କୁମାର; ଅଧା ରାସ୍ତାରୁ ଫେରିବାରୁ ଆଶ୍ଚର୍ଯ୍ୟ ରାଜ୍ୟପାଳ କହିଲେ, ଏଥର ୧୫ ମିନିଟ୍‌ ହୋଇନାହିଁ… ମୁଖ୍ୟମନ୍ତ୍ରୀଙ୍କ ମଜା ଉଡାଇଲେ ରମେଶ

ନୂଆଦିଲ୍ଲୀ,୨୯।୧: ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କୁମାର ଶପଥ ଗ୍ରହଣ କରିବା ଦିନଠାରୁ ବିରୋଧୀ ଦଳର ସମସ୍ତ ନେତା ତାଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିରୋଧୀ ଦଳର ମେଣ୍ଟ ଇଣ୍ଡିଆର ଅଂଶ ହୋଇଥିବା ନୀତୀଶ କୁମାରଙ୍କ ଏନଡିଏକୁ ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଘରକୁ ଘର ବୁଲି ସିଲିଣ୍ଡର ପହଞ୍ଚାଉଛନ୍ତି କ୍ରିକେଟର ରିଙ୍କୁ ସିଂଙ୍କ ବାପା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଆଜି ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ କ୍ରମାଗତ ଚମତ୍କାର ପ୍ରଦର୍ଶନ ପରେ ରିଙ୍କୁ ସିଂ ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ କ୍ରମାଗତ ରନ ସ୍କୋର କରୁଛନ୍ତି। ବିଶେଷକରି, ଶେଷ…

ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ପାଇଁ ସେ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି। କ୍ରିକେଟ ପଡ଼ିଆ ସହିତ ବୁମରାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ମଧ୍ୟ…

ଜାନୁଆରୀ ୩୧ରେ ପଚରାଉଚରା ପାଇଁ ଇଡିକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ସୋରେନ

ରାଞ୍ଚି,୨୯।୧: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିକୁ ଜାନୁଆରୀ ୩୧ରେ ପଚରାଉଚରା ପାଇଁ ସମୟ ଦେଇଛନ୍ତି। ତାଙ୍କର ଉପଲବ୍ଧତା ବିଷୟରେ ସୂଚନା ଦେଇ ଆଜି ଇଡିକୁ ଏକ ମେଲ ପଠାଯାଇଥିବା ପାର୍ଟି…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ହାରିବା ପରେ ଭାରତକୁ ଆଉ ଏକ ବଡ ଝଟକା

ନୂଆଦିଲ୍ଲୀ,୨୯।୧: ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତୀୟ ଦଳକୁ ୨୮ ରନ୍‌ରେ ପରାସ୍ତ କରିଛି। ତେବେ ବର୍ତ୍ତମାନ ଏହି ପରାଜୟ ଅପେକ୍ଷା ଟିମ ଇଣ୍ଡିଆକୁ ଆହୁରି ବଡ଼ ଝଟକା ଲାଗିଛି। ବାସ୍ତବରେ, ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ…

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡାଙ୍କ ସମେତ ୨୯ ଯାତ୍ରା କଳାକାର

ଭୁବନେଶ୍ବର ,୨୯ା୧: ସୋମବାର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ ଯାତ୍ରା କଳାକାର । ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି…

ରଣଜୀ ଟ୍ରଫିରେ ଓଡ଼ିଶାର ବଡ଼ ବିଜୟ, ରାଜେଶ ମହାନ୍ତିଙ୍କୁ ୫ ୱିକେଟ ସଫଳତା

କଟକ,୨୯ା୧: କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ବିଜୟ ହାସଲ କରିଛି। ଦ୍ୱିତୀୟ ଇନସିଂରେ ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ଓଡ଼ିଶା ହିମାଚଳ ଆଗରେ ବଡ଼…

ଆଇପିଏଲରେ ଆଉ ୨-୩ ବର୍ଷ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୯।୧: ଆଣ୍ଠୁ ଆଘାତରୁ ଏମଏସ ଧୋନି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ଆଇପିଏଲ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ ଦଳର ବୋଲର ଦୀପକ ଚହର ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥା ହୋଇଥିଲେ ଏବଂ ଧୋନିଙ୍କ ଆଇପିଏଲରେ…

ଦଶମ ଶ୍ରେଣୀ ଛାତ୍ରଙ୍କ ବେକ କାଟି ଦୁର୍ବୃତ୍ତ ଛୁ’

ଆଠଗଡ଼,୨୯ା୧: କଟକ ଜିଲା ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳର କୁଲେଇଲୋ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ର ଜଣକ ଟ୍ୟୁଶନ ଯାଇଥିବା ବେଳେ ୨ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଏକ ପଲ୍‌ସରରେ ଆସି ତାଙ୍କ ବେକ କାଟି ଛୁ’ ମାରିଛନ୍ତି।…

ତାରିଖ କହିଲେ ଧାମି, ଏହିଦିନ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି

ଡେରାଡୁନ,୨୯।୧: ଉତ୍ତରାଖଣ୍ଡ ଭାରତର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠାରେ ୟୁନିଫର୍ମ ସିଭିଲ କୋଡ ବା ୟୁସିସି ଲାଗୁ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି ଯେ କମିଟି ଏହାର ଡ୍ରାଫ୍ଟ ଫେବୃଆରୀ ୨ରେ ଦାଖଲ କରିବ ଏବଂ…

“ଘର ଭିତରେ ରଖନ୍ତୁ ”ନୋ ଗ୍ୟାଜେଟ୍ ଜୋନ୍”: ପ୍ରଧାନମନ୍ତ୍ରୀ ମୋଦିଙ୍କ ଛାତ୍ରମାନଙ୍କୁ ଉପଦେଶ

ନୂଆଦିଲ୍ଲୀ,୨୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛାତ୍ରମାନଙ୍କୁ ଏକ ସନ୍ତୁଳିତ ଜୀବନଶୈଳୀ ବଜାୟ ରଖିବାକୁ ଏବଂ ଏକ ସୁସ୍ଥ ପ୍ରତିଯୋଗିତାମୂଳକ ମନୋଭାବ ପୋଷଣ କରିବାକୁ ଅନୁରୋଧ କରିଛନ୍ତି। ବାର୍ଷିକ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପିତାମାତାଙ୍କୁ ସମ୍ବୋଧିତ କରି ସେ ଘର…

‘ମମି, ପାପା, ମୁଁ JEE କରିପାରିବି ନାହିଁ’: ଭାବପ୍ରବଣ ନୋଟ ଲେଖି କୋଟାରେ ଆତ୍ମହତ୍ୟା କଲେ ନାବାଳିକା

ନୂଆଦିଲ୍ଲୀ,୨୯ା୧: ସୋମବାର ରାଜସ୍ଥାନର କୋଟାରେ ଜଣେ ୧୮ ବର୍ଷ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀ ଜଣକ ପରୀକ୍ଷା ହେବାର ଦୁଇ ଦିନ ପୂର୍ବରୁ ଚରମ ନିଷ୍ପତ୍ତି ନେଇଛନ୍ତି। ଜେଇଇ ମେନ୍ସ ପାଇଁ ପ୍ରସ୍ତୁତ ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri