Home Left

ବିଗ୍‌ ବସ୍‌ରୁ ବାହାରୁ ବାହାରୁ ଏହି ଅଭିନେତ୍ରୀଙ୍କ ସହ ପାର୍ଟି କରି ଚର୍ଚ୍ଚାରେ ବିକ୍କି

ବମ୍ବେ: ବିଗ୍‌ବସ୍‌ ୧୭ ଫାଇନାଲ ପୂର୍ବରୁ ଶୋ’ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଏବେ ସେ ଘରୁ ବାହାରେ ଥିବା ବେଳେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ‘ପାର୍ଟି’। ଶୋ’ରୁ ବାହାର…

ଚିରଞ୍ଜିବୀଙ୍କୁ ମିଳିଲା ‘ପଦ୍ମ ବିଭୂଷଣ’, ଖୁସିରେ ଝୁମିଲେ ଆଲ୍ଲୁ ଅର୍ଜୁନ-ରାଜାମୌଲୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀଙ୍କୁ କିଏ ବା ନଜାଣେ। ସେ ୧୫୦ରୁ ଅଧିକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ, ମାଲାୟାଲମ, କନ୍ନଡ଼ ଭାଷୀୟ ଫିଲ୍ମ ମଧ୍ୟ କରିଛନ୍ତି। ଅଭିନୟକୁ ନେଇ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ…

ରାଜ୍ୟର ସମସ୍ତ ପୌରାଞ୍ଚଳରେ ଆୟୋଜନ କରାଯିବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର…

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଦିଆଗଲା Z+ ସୁରକ୍ଷା

ଥିରୁଭାନନ୍ତପୁରମ୍‌,୨୭।୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଛି ଜେଡ୍‌ ପ୍ଲସ୍‌ ସୁରକ୍ଷା। କୋଲାମ ଜିଲାରେ ଏସ୍‌ଏଫ୍‌ଆଇ(ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ)ର କଳାପତାକା ପ୍ରଦର୍ଶନକୁ ନେଇ ସେ ରାଗିଯାଇ ରାସ୍ତା ମଝିରେ ବସିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କଟାକ୍ଷ କରିବାକୁ…

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଶ୍ରମିକ, ଭାଇରାଲ ହେଉଛି ଭିଡିଓ…

କର୍ଲାମୁଣ୍ଡା,୨୭ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ଗଜବାହାଲ ପଞ୍ଚାୟତ କଅଁସିଲ ଗାଁରେ ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣକ ନବରଙ୍ଗପୁର ଜିଲାର…

Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

ହାଇଦ୍ରାବାଦ,୨୭।୧: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ବ୍ୟାଟିଂ ସହ ମଇଦାନରେ ମଜାଳିଆ ସ୍ବଭାବକୁ ନେଇ ପରିଚିତ। ଭାରତ ଖେଳିବା ସମୟରେ ସେ ସର୍ବଦା ବିରୋଧୀ ଖେଳାଳିଙ୍କ ସହ ଥଟ୍ଟା ମଜା ଏବଂ ଉଇକେଟ ନେବା ପରର ସେଲିବ୍ରେଶନକୁ ନେଇ…

ଏମପି ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

ଢେଙ୍କାନାଳ,୨୭।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡର ଏମପି ଜୁଏଲ ଓରାମଙ୍କ କାରରେ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସାଂସଦ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବାବେଳେ ଢେଙ୍କାନାଳର ରେକୁଲା ଛକରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଧନକାନାଲର ସର୍ବେଶ୍ୱର…

ରାଜ୍ୟପାଳ ପୋଲିସ ପଦକ ପାଇଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୭ା୧(ସନ୍ତୋଷ ପାଢ଼ୀ): ଓଡ଼ିଶା ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରଠାରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କୁ ୨୦୨୩ ପାଇଁ ରାଜ୍ୟପାଳଙ୍କ ପୋଲିସ ପଦକ ମିଳିଛି। ମିଳିଥିବା ସୂଚନାନୁସାରେ, ୨୦୨୩ରେ ଓଡ଼ିଶା ରାଜ୍ୟରେ ସର୍ବାଧିକ ଗଞ୍ଜାମ ପୋଲିସ ଜିଲାରେ ଏତଲା ଗ୍ରହଣ…

ତାଲିବାନ ନାଁରେ ବିମାନ ଉଡ଼ାଇବାକୁ ମଜାରେ ମେସେଜ୍‌ କରି ଗିରଫ ହୋଇଥିଲେ ଭାରତୀୟ ବଂଶୋଦ୍ଭବ, ସ୍ପେନ୍‌ କୋର୍ଟ କଲା ମୁକ୍ତ

ମାଡ୍ରିଡ୍‌,୨୭ା୧: ସ୍ପେନର ଏକ କୋର୍ଟ ଜଣେ ଭାରତୀୟ ମୂଳ ଯୁବକଙ୍କୁ ମୁକ୍ତ କରିଛନ୍ତି। ବିମାନଟି ଉଡ଼ୁଥିବା ବେଳେ ସେ ଜଣେ ତାଲିବାନ ଏବଂ ବିମାନକୁ ଉଡ଼ାଇ ଦେବା ପାଇଁ ଆଦିତ୍ୟ ବର୍ମା ନାମକ ଜଣେ ଭାରତୀୟ ସ୍ନାପଚାଟ୍‌ରେ ଏକ ବାର୍ତ୍ତା ପଠାଇଥିଲେ।…

ପୁଣି ଛଟେଇ କରିବ ଫ୍ଲିପ୍‌କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ

ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍‌ଅପ୍‌ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ…

Video: ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଏଭଳି କରେଣ୍ଟ ଖାଇଲେ ଯେ ଦେଖିଲେ ଡରିବେ

ସୋସିଆଲ ମିଡିଆରେ ଏକ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ଟ୍ରେନ୍‌ ଉପରେ ଭୟଙ୍କର ଷ୍ଟଣ୍ଟ କରୁଥିବା ଦେଖାଯାଉଛି। ହେଲେ ତାଙ୍କ ସହ ଏଭଳି କିଛି ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି। ପ୍ରାୟ ୧…

ବହଳିଆ ରକ୍ତ ହାର୍ଟଆଟାକର ମୁଖ୍ୟ କାରଣ, ରକ୍ତକୁ ଏଭଳି କରନ୍ତୁ ପତଳା…

ନୂଆଦିଲ୍ଲୀ : ଶୀତଦିନେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ବିଶେଷକରି ହାର୍ଟଆଟାକ ସମସ୍ୟା ଅଧିକ ଦେଖାଦେଇଥାଏ। ରକ୍ତ ବହଳିଆ ହେବା ହାର୍ଟଆଟାକର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ । ରକ୍ତ ବହଳିଆହେବା ଦ୍ୱାରା ଶୀଘ୍ର ଜମାଟ ବାନ୍ଧିଥାଏ। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri