Home Left

୩୧ରେ ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪

ଭୁବନେଶ୍ୱର,୩୦।୧: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍‌ଏସ୍‌ଏମ୍‌ଇ) ଅଧୀନରେ କାର୍ଯ୍ୟରତ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ୨୦୨୪ ଜାନୁଆରୀ ୩୧ ରେ ‘ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪’ ପାଳିତ ହେବାକୁ ଯାଉଛି। ଏପରିକି…

ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା

ଭୁବନେଶ୍ୱର, ୩୦।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ ସଂସ୍ଥା ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଉଲ୍ଲେଖଯୋଗ୍ୟ, ଏସ୍‌ ଆଣ୍ଡ ପି କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ବା ସିଏସଏ-୨୦୨୩ରେ ବେଦାନ୍ତ…

୪% କମିପାରେ ଚିନି ଉପତ୍ାଦନ

ଭୁବନେଶ୍ୱର,୩୦।୧: ଦେଶରେ ଚିନି ଉତ୍ପାଦନ ବାର୍ଷିକ ପ୍ରାୟ ୪ ପ୍ରତିଶତ ହ୍ରାସ ପାଇ ୨୦୨୩-୨୪ରେ (ଅକ୍ଟୋବର-ସେପ୍ଟେମ୍ବର) ୩୧.୬ ନିୟୁତ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛ। ଏହାର ପ୍ରଥମ ଉତ୍ପାଦନ ଆକଳନ ପ୍ରକାଶ କରି ଚିନି ବାଣିଜ୍ୟ ସଂସ୍ଥା ଅଲ ଇଣ୍ଡିଆ ସୁଗାର…

କୃଷିକ୍ଷେତ୍ରରେ ବଢ଼ୁଛି ଡ୍ରୋନ୍‌ ସ୍ପ୍ରେ ଚାହିଦା

ଭୁବନେଶ୍ୱର,୩୦।୧(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ ଡ୍ରୋନ ମାଧ୍ୟମରେ ସ୍ପ୍ରେ କରିବାର ଧାରା ଯୋଗୁଁ ଡ୍ରୋନ ପାଇଲଟ ଚାହିଦା ବୃଦ୍ଧି ପାଇଛି। ଯୁବକମାନେ ଡ୍ରୋନ ପାଇଲଟକୁ ଏକ ବୃତ୍ତି ଭାବରେ ବିଚାର କରିବା ଆରମ୍ଭ କରିଛନ୍ତ। କୃଷିର ପରିବର୍ତ୍ତିତ ବ୍ୟବସ୍ଥାରେ ଝିଅମାନେ ମଧ୍ୟ ଏହାକୁ…

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୦।୧: ଆକ୍ସିସ୍‌ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି…

ଟାଟା ଷ୍ଟିଲର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୦।୧: ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀ କାର୍ଯ୍ୟକଳାପ ଓ କାରବାର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଏବଂ ୯ମାସର ଆର୍ଥିକ ଫଳାଫଳ ମଧ୍ୟ…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ବିଶ୍ୱଦ୍ୟାଳୟରୁ ଥିଲେ ନିଖୋଜ

ଓ୍ବାଶିଂଟନ,୩୦।୧: ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ।…

ଆଜି ନବରଙ୍ଗପୁର ବନ୍ଦ: ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ନବରଙ୍ଗପୁର,୩୦।୧(ସଦାଶିବ ପ୍ରହରାଜ):ନବରଙ୍ଗପୁର- ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଗ୍ରହଣରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ କରିଛି ଭାଜପା। ଏହାର ପ୍ରତିବାଦ ଓ ଅନ୍ୟ ୬ଟି ଦାବିରେ ଭାଜପା ଯୁବମୋର୍ଚ୍ଚା ମଙ୍ଗଳବାର ନବରଙ୍ଗପୁର ଜିଲା ବନ୍ଦ ଡାକରା ଦେଇଛି।…

ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ

ବିଂଶଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ବର। ଭାରତର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ହେଲେ…

ଏସଡିଏମ୍‌ ସ୍ତ୍ରୀଙ୍କୁ ହତ୍ୟା ପରେ ଓ୍ବାଶିଂମେଶିନରେ ରକ୍ତ ଜୁଡୁବୁଡୁ ପୋଷାକ ସଫା କରିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ପ୍ରମାଣ

ଭୋପାଳ,୩୦।୧: ମଧ୍ୟପ୍ରଦେଶରେ ମହିଳା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ହତ୍ୟା ମାମଲାରେ ପୋଲିସ ଏକ ବଡ଼ ରହସ୍ୟ ଉନ୍ମୋଚନ କରିଛି। ପୋଲିସର ସୂଚନାନୁସାରେ, ଦିନ୍ଦୋରୀ ଜିଲ୍ଲାର ଶାହପୁରାରେ ପୋଷ୍ଟ ହୋଇଥିବା ମହିଳା ଏସଡିଏମ ନିଶା ନାପୀତଙ୍କୁ ତାଙ୍କ ସ୍ବାମୀ ମନୀଷ ଶର୍ମା ହତ୍ୟା…

୪ ବଡ଼ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତ

ବିଶାଖାପାଟନମ୍‌,୩୦।୧:ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିଛି। ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨ରୁ ବିଶାଖାପାଟନମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଝଟ୍‌କା ଲାଗିଛି। ଦୁଇ ଅଭିଜ୍ଞ…

ଇଣ୍ଡିଆ ମେଣ୍ଟରେ ଫାଟ, ଅଖିଳେଶଙ୍କ ପ୍ରସ୍ତାବ ମାନୁ ନାହାନ୍ତି ସହଯୋଗୀ

ନୂଆଦିଲ୍ଲୀ,୩୦।୧: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ର ସହଯୋଗୀ କଂଗ୍ରେସ ଏବଂ ଆରଏଲଡି ରାଜ୍ୟର ୮୦ଟି ଲୋକ ସଭା ଆସନ ମଧ୍ୟରୁ ୧୮ ଟି ପ୍ରଦାନ କରିବାର ପ୍ରସ୍ତାବ ଭଲରେ ଚାଲିନାହିଁ। ଉଭୟ ଦଳ ନିଜ ନିଜ ‘ଶକ୍ତି’ ଆଧାରରେ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri