Home Left

‘ଏଥର ମୋଦି ଜିତିଲେ ଆଉ ନିର୍ବାଚନ ହେବ ନାହିଁ’

ଭୁବନେଶ୍ୱର,୨୯।୧(ଅନିଲଦାସ): ଏଥର ଯଦି ମୋଦି ଜିତିବେ, ଆଉ ନିର୍ବାଚନ ହେବ ନାହିଁ। ଦେଶରେ ଏକଛତ୍ର ବାଦ ଚଳାଇବେ । ଏହା ଶେଷ ନିର୍ବାଚନ। ଆପଣମାନଙ୍କ ପାଇଁ ଶେଷ ସୁଯୋଗ ପୁଣି ଥରେ ଆସିଛି । ଆପଣମାନେ ଗୁଲାମ ରହିବେ କି ନାହିଁ,…

ବୋତଲରେ ମାଛ ଧରିବାର ନୂଆ ଟେକ୍‌ନିକ୍‌  ଆରମ୍ଭକଲେ ନାବାଳକ, ଭିଡିଓ ଦେଖିଲେ…  

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ  କେତେକ ଭିଡିଓ ହସରର ଖୋରାକ ଯୋଗାଉ ଥିବାବେଳେ  କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଏକ ଛୋଟ ପିଲାକୁ ଦେଖିବାକୁ ମିଳୁଛି। ପିଲାଟି…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ଅମରପାଲି,୨୯ା୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଉଫୁଲା ନିକଟ ରାସ୍ତାପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଏକ ବାଇକ ପିଟି ହୋଇ ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁବଳୟା ଥାନା କମିରା ଗ୍ରାମର ସମ୍ବିତ ପଧାନ(୨୧) ଓ…

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଗସ୍ତ: ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିବା ଚିନ୍ତାଜନକ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତ କରିଥିଲେ। ବଲାଙ୍ଗୀର ଜିଲା ଗସ୍ତ ସାରି ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ୍ୟପାଳ ସୋନପୁର ବ୍ଲକ ହରଡଖୋଲ ପଥପାର୍ଶ୍ୱ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସଦସ୍ୟଙ୍କ…

ନିର୍ବନ୍ଧ କଲେ ଆମି ଜ୍ୟାକସନ

ମୁମ୍ବାଇ: ଅଭିନେତ୍ରୀ ଆମି ଜ୍ୟାକସନ ସ୍ବିଜରଲ୍ୟାଣ୍ଡର ଗସ୍ତାଡରେ ଅଭିନେତା-ସଙ୍ଗୀତଜ୍ଞ ଏଡ ୱେଷ୍ଟୱିକ ସହିତ ନିର୍ବନ୍ଧ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ନିଜର ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ବହୁତ ଖୁସ ଥିବା ନଜର…

ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୯।୧ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି। କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ। ଉକ୍ତ ଜାହାଜ ବିପଦରେ ଥିବାନେଇ ଖବର ପାଇବା ପରେ ସୋମାଲିଆର ପୂର୍ବ ଉପକୂଳରେ…

ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର: ୫ କ୍ରିକେଟରଙ୍କ ପାଖରୁ ମିଳିଲା ୨୭ ମଦ ବୋତଲ, ୨ ପେଟି ବିୟର

ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ବାସ୍ତବରେ ଚଣ୍ଡିଗଡ଼ ବିମାନବନ୍ଦରରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଅଣ୍ଡର -୨୩ ଦଳ ପାଖରୁ ୨୭ ମଦ ବୋତଲ ଏବଂ ଦୁଇ ପେଟି ବିୟର ଜବତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ…

ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଛାଣିକି ଖାଉଛନ୍ତି ଲୋକେ, ଭିଡିଓ ଭାଇରାଲ ପରେ…

ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଖାଉଛନ୍ତି ଲୋକେ, ଏଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଟୁଥ୍‌ପିକ୍‌କୁ ଛାଣିକି ଖାଇ ଏହାର ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଏହି ଭିଡିଓ ଭାଇରାଲ ହେବାପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ …

ଦିନେ ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ, ପ୍ରେମିକାଙ୍କ ସାହାଯ୍ୟରେ ହେଲେ କ୍ରିକେଟର

ନୂଆଦିଲ୍ଲୀ,୨୯।୧: କୁହାଯାଏ ଯେ ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ସମଗ୍ର ବ୍ରହ୍ମାଣ୍ଡ ତୁମକୁ ଏହାର ନିକଟତର କରିବାକୁ ଲାଗିପଡେ। ୱେଷ୍ଟଇଣ୍ଡିଜର ୨୪ ବର୍ଷ ବୟସ୍କ ଫାଷ୍ଟ ବୋଲର ଶାମର ଜୋସେଫଙ୍କ ପାଇଁ ଏହି କଥାଟି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। କିଛି…

୧୩ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡ଼ି,୨୯।୧(ଅରୁଣ ସାହୁ): ରାଜ୍ୟର ବିଭିନ୍ନ ଜିଲାରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାକି ରହିଥିବା ୧୩ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ସୋମବାର ସନ୍ଧ୍ୟାରେ ବିଦ୍ୟାଳୟଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଦିଲ୍ଲୀ ସରକାର ଆଣିଲେ ନୂଆ ଯୋଜନା: ଯେତେ ବିଦ୍ୟୁତ୍‌ ଖର୍ଚ୍ଚ କଲେ ବି ବିଲ ଆସିବ ଶୂନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜଧାନୀରେ ସୋଲାର ପଲିସି ୨୦୨୪ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସମ୍ପୂର୍ଣ୍ଣ ଯୋଜନା ବିଷୟରେ ବତାଇଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ କହିଛନ୍ତି, ଆମେ ୨୦୧୬ରେ ସୋଲାର ପଲିସି ପାସ…

ଖରିଫ ଧାନ କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି ଜୋର ଧରିଲା

ଛତ୍ରପୁର,୨୯।୧(ଦିଲ୍ଲୀପ ସାମଲ): ଓଡ଼ିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ ଦୁର୍ନୀତି ଏବଂ କଟ୍‌ନୀଛଟ୍‌ନି ପ୍ରତିବାଦରେ ସିବିଆଇ ତଦନ୍ତ ଦାବି ନେଇ ସୋମବାର ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ଦିଆଯାଇଛି। ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉତ୍ତମ କୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri