ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ଓଏଫ୍ସି
ଭୁବନେଶ୍ୱର,୨୪ା୧(ସରୋଜ ଜେନା): ଇଣ୍ଡିଆନ୍ ଓମେନ୍ସ ଲିଗ୍ରେ ନିଜର ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ରହିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। କ୍ରମାଗତ ୫ ମ୍ୟାଚ୍ ଖେଳି ଦଳ ଅପରାଜେୟ ରହିଥିବା ବେଳେ ବୁଧବାର ବେଙ୍ଗାଲୁରୁ ଫୁଟବଲ ଷ୍ଟାଡିୟମରେ କର୍ନାଟକର କିକ୍ଷ୍ଟାର୍ଟ ଏଫ୍ସି ବିପକ୍ଷରେ ଖେଳିବ…
କରିମ୍ ସ୍ପୋର୍ଟିଂ ନାଗପୁର ସେମିରେ
ସୋନପୁର,୨୪।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ଜିଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୫ତମ ସର୍ବଭାରତୀୟ ଲାଲମନି କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିବସରେ ନାଗପୁରର କରିମ୍ ସ୍ପୋର୍ଟିଂ ଆୟୋଜକ ସୁବର୍ଣ୍ଣପୁର ଜିଲା କ୍ରିକେଟ ସଂଘ ଟିମ୍କୁ ପରାସ୍ତ କରି ସେମିରେ ପ୍ରବେଶ…
ସେମିରେ ଜୋକୋଭିଚ୍, ଗଫ୍
ମେଲବୋର୍ନ,୨୪ା୧(ପି.ଟି.): ଅଷ୍ଟ୍ରେଲିଆନ୍ ଓପନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି କ୍ୱାର୍ଟର ଫାଇନାଲ ମ୍ୟାଚ୍। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଏକ ନମ୍ବର ସିଡ୍ ନୋଭାକ୍ ଜୋକୋଭିଚ୍ ଓ ଜାନିକ୍ ସିନ୍ନର। ସେହିପରି ମହିଳା…
ରାମଲାଲାଙ୍କୁ ଦର୍ଶନ କଲେ ‘ହନୁମାନଜୀ’: ରାମନ୍ଦିରରେ ଅଲୌକିକ ଦୃଶ୍ୟ
ଅଯୋଧ୍ୟା,୨୪।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାର ଉତ୍ସାହ ସମଗ୍ର ଦେଶରେ ଦେଖାଯାଇଥିଲା। ୫୦୦ ବର୍ଷ ଅପେକ୍ଷା କରିବା ପରେ ଭଗବାନ ଶ୍ରୀ ରାମ ତାଙ୍କ ମହାନ ତଥା ଈଶ୍ୱରୀୟ ମନ୍ଦିରରେ ବସିଥିଲେ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଙ୍ଗଳବାର…
ଶାହରୁଖ ଟାଇଡ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୪।୧: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍ ଟାଇଡ୍ର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ନିଯୁକ୍ତ ହୋଇଥିବାବେଳେ କମ୍ପାନୀ ସହ ତାଙ୍କର ଏକ ସହଭାଗିତା ହୋଇଛି। ଏପରିକି ଗତ ଦଶନ୍ଧି ଧରି ଟାଇଡ୍ ମ୍ୟାଜିକ୍ ଲିକୁଇଡ୍ ଓ…
ଏଏମ୍ଏନ୍ଏସ୍ ଇଣ୍ଡିଆର ଡିଜିଟାଲ ସ୍କିଲ୍ ସେଣ୍ଟର
ଭୁବନେଶ୍ୱର,୨୪।୧: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଡିଜିଟାଲ ସ୍କିଲ୍ ସେଣ୍ଟରର ଶୁଭାରମ୍ଭ (ଉଦ୍ଘାଟନ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଏମ୍ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ୍ପି) ଟି.ଏସ୍.ଶାନଭୋଗ୍ ସମ୍ମାନିତ ଅତିଥି ଭାବେ ଯୋଗ…
ପୂର୍ବତଟ ରେଳପଥର ସର୍ବୋଚ୍ଚ ପଣ୍ୟ ପରିବହନ
ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ପୂର୍ବ ରେକର୍ଡକୁ ଅତିକ୍ରମକରି ସର୍ବୋଚ୍ଚ ପଣ୍ୟ ପରିବହନ କରିବାରେ ପୂର୍ବତଟ ରେଳପଥ ନୂଆ ରେକର୍ଡ କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ପୂର୍ବତଟ ରେଳପଥ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ…
ଧନୁଯାତ୍ରାରେ ଫ୍ରିଡମ୍ ଅଏଲ୍ର ଆକର୍ଷଣୀୟ ଷ୍ଟଲ୍
ଭୁବନେଶ୍ୱର,୨୪।୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫ୍ରିଡମ୍ ଅଏଲ୍ର ଆକର୍ଷଣୀୟ ଷ୍ଟଲ୍ (ସର୍ବବୃହତ୍ ଫ୍ରିଡମ୍ ଷ୍ଟଲ୍) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଫ୍ରିଡମ୍ ଅଏଲ୍ର ଓଡ଼ିଶା ହେଡ୍ ଅମିୟ କୁମାର ଧଳ ମୁଖ୍ୟ ଅତିଥି ଭାବେ…
ସୁନା-ରୁପାର ଆମଦାନୀ ଶୁଳ୍କ ବୃଦ୍ଧି
ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ(ଇମ୍ପୋର୍ଟ ଡ୍ୟୁଟି) ଉପରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୁନା, ରୁପା ଏବଂ ମୂଲ୍ୟବାନ୍ ଧାତୁ ମୁଦ୍ରା ଉପରେ ଆମଦାନୀ ଶୁଳ୍କକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ…
ଦିବ୍ୟାଙ୍ଗଙ୍କ ପାଇଁ ଓ୍ବାର୍କ ସିମୁଲେଟର ପ୍ରଦାନ କରିବ ହୁଡ୍କୋ
ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ହୁଡ୍କୋ ଏହାର ସାମାଜିକ ଉତ୍ତର ଦାୟିତ୍ୱ ଯୋଜନା ଅଧୀନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ବିଶେଷ ଉପକରଣ ଓ୍ବାର୍କ ସିମୁଲେଟର କ୍ରୟ ପାଇଁ ସ୍ବାମୀ ବିବେକାନନ୍ଦ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେଶନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ୯୦ଲକ୍ଷ ଟଙ୍କା…
ଦିନକରେ ନିବେଶକ ହରାଇଲେ ୮.୫ଲକ୍ଷ କୋଟି
ନୂଆଦିଲ୍ଲୀ,୨୪।୧: ଗତ କିଛି ସପ୍ତାହ ହେବ ଘରୋଇ ପୁଞ୍ଜିବଜାରର କାରବାର ନିବେଶକଙ୍କୁ ନିରାଶ କରୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନର ବଜାର କାରବାରରେ ଏକ ବଡ ଧରଣର ହ୍ରାସ ଘଟିଛି। ଫଳରେ…
ଇଂଲଣ୍ଡର ନିଦ ହଜାଇବେ ଅଶ୍ୱିନ-ଜାଡେଜା
ହାଇଦ୍ରାବାଦ୍,୨୪।୧: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତର ତାରକା ସ୍ପିନର ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ଯାଉଛନ୍ତି। ଟେଷ୍ଟ କ୍ରିକେଟରେ ଜାଡେଜା-ଅଶ୍ୱିନ ଯୋଡି ସ୍ପିନରଙ୍କ ସବୁଠାରୁ ସଫଳ…
Archives


