୨୦୨୫ ଏସିଆ କପ: ଏଥର ଦିନିକିଆ ବଦଳରେ ଟି -୨୦ ଫର୍ମାଟରେ ଖେଳାଯିବ, ହୋଷ୍ଟ କରିପାରେ ଏହି ଦେଶ
ନୂଆଦିଲ୍ଲୀ,୩୦।୧: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ ୨୦୨୩ ଟାଇଟଲ ଜିତିଥିଲା । ତେବେ ଏସିଆ କପ ୨୦୨୫ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏସିଆ କପ ୨୦୨୫ର ଫର୍ମାଟ ବଦଳିଯିବ। ବାସ୍ତବରେ…
ସେଲିବ୍ରେଶନ ପାଇଁ ପ୍ରସ୍ତୁତ ହୁଅ: କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୩୦।୧: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସରଫରାଜ ଖାନଙ୍କୁ ସାମିଲ କରାଯାଇଛି। କେଏଲ ରାହୁଲ ଏବଂ ଜାଡେଜା ଆହତ ହେବାରୁ ସରଫରାଜ ଖାନ, ୱାଶିଂଟନ ସୁନ୍ଦର ଏବଂ ସୌରଭ କୁମାରଙ୍କୁ ଦଳରେ ସାମିଲ କରାଯାଇଛି। ଦଳରେ ସରଫରାଜଙ୍କୁ…
ଭାରତକୁ ୫-୦ରେ ପରାସ୍ତ କରିବ ଇଂଲଣ୍ଡ, ରୋହିତ ଶର୍ମାକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୩୦।୧: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମ ଇନିଂସରେ ଭାରତ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଦଳ ବିଫଳ ହୋଇଥିଲା। ଦ୍ୱିତୀୟ ଟେଷ୍ଟ…
ହସ୍ପିଟାଲରେ ପ୍ରେମିକଙ୍କୁ ବିବାହ କରିବାର ୧୮ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ, କନ୍ଦାଇଦେବ ଏହି ପ୍ରେମ କାହାଣୀ
ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖଇରେ ବି ଲୁହ ଆସିଯିବ। ପ୍ରକୃତରେ, ଜଣେ ଅସୁସ୍ଥ ମହିଳା ନିଜ ପ୍ରେମିକଙ୍କୁ ଡାକ୍ତରଖାନାରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ବିବାହ…
ସୁଖଦ ଅନୁଭୂତି ନେଇ ଫେରିଲେ ଭକ୍ତ
ପୁରୀ,୩୦ା୧(ଅଜିତ୍ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଯେପରି ରାଜ୍ୟର ସମସ୍ତ ଜିଲାରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ସୁଖଦ ଅନୁଭୂତି ନେଇ ଫେରିବେ ସେ…
ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ମାମଲା: ହାଇକୋର୍ଟରେ ଆବେଦନକାରୀଙ୍କ ସତ୍ୟପାଠ ଦାଖଲ
କଟକ,୩୦ା୧ (କାର୍ତ୍ତିକ ସାହୁ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନାରୀଙ୍କ ପକ୍ଷରୁ ହାଇକୋର୍ଟରେ ସୋମବାର ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ ନ କରି ବିଭିନ୍ନ ଆଳ ଦେଖାଇ ପ୍ରସଙ୍ଗକୁ ଏଡ଼ାଇ…
ମୋ ସ୍କୁଲ୍ର ବିଶ୍ୱ ରେକର୍ଡ ଯୋଜନା
ଭୁବନେଶ୍ୱର, ୩୦।୧(ଅସମାପିକା ସାହୁ):ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମୋ ସ୍କୁଲ ଅଭିଯାନ ଏକ ବିଶ୍ୱ…
ଶୁଭଶ୍ରୀଙ୍କ ରାଜନୀତିରେ ପ୍ରବେଶ ନେଇ ଭାଜପାରେ କନ୍ଦଳ
ସମ୍ବଲପୁର,୩୦ା୧(ଭବାନୀ ଶଙ୍କର ଭୋଇ):ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀଙ୍କ ରାଜନୈତିକ ମଇଦାନରେ ପ୍ରବେଶକୁ ନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି। ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ବିଧାନସଭା ନିର୍ବାଚନରେ…
‘ପ୍ରଶାସନକୁ ଲୋକାଭିମୁଖୀ କରିବା ପ୍ରାଥମିକତା ରହିବ’
କଟକ,୩୦ା୧ (କାର୍ତ୍ତିକ ସାହୁ):କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍ଡିସି) ଭାବେ ୨୦୦୭ ବ୍ୟାଚ୍ର ଆଇଏଏସ୍ ଅଫିସର ରଞ୍ଜନ କୁମାର ଦାସ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ତାଙ୍କ ଚାକିରିକାଳ ମଧ୍ୟରେ ଯାଜପୁର ଜିଲାପାଳ, ସଂସ୍କୃତି ବିଭାଗ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ…
ହିନ୍ଦୁ ମୁସଲମାନ ଯୋଡିଙ୍କୁ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ, କହିଲେ ଏହି ବିବାହ ନୁହେଁ ଆଇନ ସମ୍ମତ
ପ୍ରୟାଗରାଜ,୩୦।୧: ହିନ୍ଦୁ-ମୁସଲମାନ ଦମ୍ପତିଙ୍କ ଦ୍ୱାରା ସୁରକ୍ଷା ଦାବି କରି କରାଯାଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଦମ୍ପତିଙ୍କ ବିବାହ ଉତ୍ତରପ୍ରଦେଶର ଧାର୍ମିକ ଧର୍ମ ପରିବର୍ତ୍ତନ ଆଇନର ନିୟମ ଅନୁଯାୟୀ ନୁହେଁ। ମୁରଦାବାଦ ସମେତ ଅନ୍ୟାନ୍ୟ ଜିଲା…
ଅବହେଳିତ ଥାଲାସେମିଆ ଶିଶୁ ରୋଗୀ
ଯାଜପୁର,୩୦ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ୱାର୍ଡରେ ରକ୍ତଜନିତ ରୋଗ ଥାଲାସେମିଆ, ସିକିଲ୍ ସେ୍ଲ ଓ ହିମୋଫେଲିଆ ରୋଗୀମାନେ ଉପଯୁକ୍ତ ଚିିକିତ୍ସା ନ ପାଇ ନିରାଶ ହେଉଛନ୍ତି। ଏହି ମର୍ମରେ ଯାଜପୁର ଜିଲା ଥାଲାସେମିଆ ସିକିଲସେଲ୍ ଏନିମିଆ ୱେଲ୍ଫେୟାର…
୩୧ରେ ଷ୍ଟାର୍ଟଅପ୍ ଉତ୍ସବ-୨୦୨୪
ଭୁବନେଶ୍ୱର,୩୦।୧: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ୍ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍ଏସ୍ଏମ୍ଇ) ଅଧୀନରେ କାର୍ଯ୍ୟରତ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ୨୦୨୪ ଜାନୁଆରୀ ୩୧ ରେ ‘ଷ୍ଟାର୍ଟଅପ୍ ଉତ୍ସବ-୨୦୨୪’ ପାଳିତ ହେବାକୁ ଯାଉଛି। ଏପରିକି…
Archives


