ପୁରୁଣା ପେନସନ ଯୋଜନାର ଲାଭ ପାଇବେ ୧୩ ହଜାର କର୍ମଚାରୀ, ସରକାର ନେଲେ ନିଷ୍ପତ୍ତି
ବେଙ୍ଗାଲୁରୁ,୨୫।୧: ଦେଶରେ ପୁରୁଣା ପେନସନ ସ୍କିମ ଏବଂ ନୂତନ ପେନସନ ସ୍କିମ କାର୍ଯ୍ୟକାରୀ କରିବା ନେଇ ବିବାଦର ଖବର ସାମ୍ନାକୁ ଆସୁଛି। ଦେଶର ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ କହୁଛନ୍ତି ଏବଂ ଏହା ସହ ଜଡିତ…
ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ
ପଡିଆବାହାଲ,୨୫ା୧(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ପଡିଆବାହାଲ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କୁ ଆୟତ୍ତ କରାଯାଇ ପାରୁନାହିଁ। ହାତୀପଲ ବଡ଼ସାହିରେ କାନ୍ଥ ଭାଙ୍ଗି ଧାନ ଖାଇବା ସମୟରେ…
ନାମ୍ବିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଲା ଭାରତ
ମକ୍ସଟ,୨୫ା୧: ମକ୍ସଟରେ ଚାଲିଥିବା ଏଫ୍ଆଇଏଚ୍ ୫ ଏ-ସାଇଡ ମହିଳା ହକି ବିଶ୍ୱକପର ଏକ ମ୍ୟାଚରେ ନାମ୍ବିଆକୁ ୭-୨ ଗୋଲ୍ରେ ପରାସ୍ତ କରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ପୁଲ୍ ‘ସି’ରେ ଭାରତର ଏହା ହେଉଛି କ୍ରମାଗତ ତୃତୀୟ ବିଜୟ। ଭାରତ ବର୍ତ୍ତମାନ…
ବିରାଟଙ୍କ ଭଳି ଆଉ କେହି ନାହାନ୍ତି, ଆଇସିସି ଟାଇଟଲ ଜିତିବାରେ ସେ ଆଗରେ
ନୂଆଦିଲ୍ଲୀ, ୨୫।୧: ଆଇସିସି ଟାଇଟଲ ଜିତିବା କ୍ଷେତ୍ରରେ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅଛନ୍ତି। କୋହଲି ହେଉଛନ୍ତି ଏଭଳି ଖେଳାଳି ଯିଏକି ଏ ପର୍ଯ୍ୟନ୍ତ ସର୍ବାଧିକ ବ୍ୟକ୍ତିଗତ ଆଇସିସି ଟାଇଟଲ ଜିତିଛନ୍ତି। କୋହଲିଙ୍କୁ ୨୦୨୩ ପାଇଁ ଆଇସିସି ଦିନିକିଆ କ୍ରିକେଟର ଅଫ…
ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଭୁବନେଶ୍ୱର ଏମ୍ସ ଆରମ୍ଭ କଲା ଡ୍ରୋନ୍ ସେବା
ଭୁବନେଶ୍ୱର,୨୫ା୧: ଭୁବନେଶ୍ୱରସ୍ଥିତ ଏମ୍ସ୍ ହସ୍ପିଟାଲରେ ଆଜିଠାରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି। ଜରୁରୀସ୍ଥିତିରେ ଲୋକଙ୍କ ପାଖରେ ଔଷଧ, ଟେଷ୍ଟିଂ କିଟ୍ ଓ ଅନ୍ୟାନ୍ୟା ସ୍ୱାସ୍ଥ୍ୟ ଉପକରଣ ଡ୍ରୋନ୍ ପହଞ୍ଚାଇବ। ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ୍ ରନ୍…
ମମତା ସନାତନ ବିରୋଧୀ: ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ସମାଜର ଏକ ବର୍ଗକୁ ହିନ୍ଦୁ ଧର୍ମ ବିରୋଧରେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। ସେ ପ୍ରଶ୍ନ କରିଛନ୍ତି କି…
ନଓ୍ବାଜ ସରିଫଙ୍କ ନିର୍ବାଚନ ପ୍ରଚାରରେ ଅସଲ ବାଘକୁ ନେଇ ଆସିଲେ ସମର୍ଥକ!
ଇସଲାମାବାଦ,୨୫।୧: ପାକିସ୍ତାନରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, କିନ୍ତୁ ନୱାଜ ସରିଫଙ୍କ ଦଳ…
ପ୍ୟାଟ କମିନ୍ସଙ୍କୁ ଆଇସିସି କ୍ରିକେଟର ଅଫ ଦ ଇୟର: ବୋଲିଂ, ଅଧିନାୟକତ୍ୱ ବଳରେ ଅଷ୍ଟ୍ରେଲିଆକୁ କରାଇଥିଲେ ବିଶ୍ୱ ବିଜେତା
ସିଡ଼ନୀ,୨୫।୧: ଆଇସିସି କ୍ରିକେଟର ଅଫ ଦ ଇୟର ଜିତିବାରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ସଫଳ ହୋଇଛନ୍ତି। ୨୦୨୩ରେ ବୋଲିଂ ଏବଂ ଅଧିନାୟକତ୍ୱ ସହିତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆଇସିସି ଦ୍ୱାରା ପ୍ୟାଟ କମିନ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କମିନ୍ସଙ୍କ…
ଟଳିଲା ବଡ ବିପଦ, ପଣ୍ଡ ହେଲା ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା
ନୂଆଦିଲ୍ଲୀ,୨୫।୧: ଜମ୍ମୁ-କଶ୍ମୀରର ପୁଲୱାମା ଜିଲାର ବାଡିବାଗ-ପାହୁରେ ଏକ ବିସ୍ଫୋରକ ଉପକରଣ ମିଳିଛି। ହେଲେ ବିସ୍ଫୋରଣ ପୂର୍ବରୁ ଏହାକୁ ନିଷ୍କ୍ରିୟ କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ସ୍ବାଡ ଏହାକୁ ନିଷ୍କ୍ରିୟ କରିଛି। କୁହାଯାଉଛି ଯେ ଆତଙ୍କବାଦୀମାନେ ଏହାକୁ ଏକ ସ୍ବତନ୍ତ୍ର…
୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ
ସୁନ୍ଦରଗଡ଼,୨୫ା୧: ଗୁରୁବାର ରାଉରକେଲାରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ବରିଷ୍ଠ ବସ୍ତୁ ଓ ସେବା କର (ଜିଏସଟି) ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅମର କାନ୍ତ କୁମାର ନାମକ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିବା…
ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖରେ ତୁଷାରପାତ, ବର୍ଷା ସମ୍ଭାବନା: ଏହି ସବୁ ରାଜ୍ୟକୁ ସତର୍କ କଲା ଆଇଏମ୍ଡି
ନୂଆଦିଲ୍ଲୀା,୨୫।୧: ଦିଲ୍ଲୀ ଏନ୍ସିଆର୍ ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏପରିକି ବୁଧବାର ରାତିରେ ହାଲୁକା ବର୍ଷା ହେବାରୁ ଥଣ୍ଡା ଆହୁରି ବଢିଯାଇଛି। ଆଇଏମ୍ଡି ସୂଚନା ମୁତାବକ, ଜାନୁଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହିମାଳୟ ନିକଟବର୍ତ୍ତୀ ହିମାଚଳ…
ଦୁଇ ଦିନ ପାଇଁ ବନ୍ଦ ହେଲା ଭାରତ ଯୋଡୋ ଯାତ୍ରା, ଦିଲ୍ଲୀ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ,୨୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୁଇ ଦିନ ବିରତି ନେବା ପରେ ଗୁରୁବାର (ଜାନୁଆରୀ ୨୫) ଦିଲ୍ଲୀରେ ପହଞ୍ଚିଛନ୍ତି। ଶୁକ୍ରବାର (ଜାନୁଆରୀ ୨୬) ଏବଂ ଶନିବାର (ଜାନୁୟାରୀ ୨୭) ରେ ଦୁଇ ଦିନିଆ ବିରତି…
Archives


