ଏଲ୍ଆଇସି ଇନ୍ଭେଷ୍ଟମେଣ୍ଟ ବିଲ୍ଡିଂର ଭୂମିପୂଜନ
ଭୁବନେଶ୍ୱର,୨୪।୧୨ (ଅଭୟ କୁମାର ଦାଶ): ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଭୁବନେଶ୍ୱର ମଣ୍ଡଳର ସୂର୍ଯ୍ୟନଗର ଶାଖାଠାରେ ଏକ ଅତ୍ୟାଧୁନିକ ଇନ୍ଭେଷ୍ଟମେଣ୍ଟ ବିଲ୍ଡିଂର ଭୂମିପୂଜନ କାର୍ଯ୍ୟକ୍ରମ ଶନିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଫାଉଣ୍ଡେଶନ ଷ୍ଟୋନ୍ ଲେଇଂ…
କୃଷି ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ
ଭୁବନେଶ୍ୱର,୨୪।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ କମ୍ପାନୀ ଦୋହରାଇଛି। ଏପରିକି ଜୀବିକା ନିର୍ବାହ, କୃଷି ପ୍ରଯୁକ୍ତିବିଦ୍ୟା ଆଦି ବିଷୟରେ ଜ୍ଞାନ…
ଅମେଇମୁହାଁବାସୀଙ୍କ ଭରସା ଚୁଆପାଣି
ନୂଆଗାଁ,୨୪।୧୨ ( ଧନେଶ୍ୱର ସାହୁ)ପ୍ରତି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ସରକାର କହୁଛନ୍ତି । ହେଲେ ତାହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ଅମେଇମୁହାଁ ଗ୍ରାମରେ । ଗାଁକୁ…
ପାଇପ୍ ଫାଟି ଭାସୁଛି ପାଣି
ବଡ଼ବିଲ,୨୩ା୧୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ମୁଖ୍ୟ ସଡ଼କପଥ ପାର୍ଶ୍ୱ ଦେଇଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ୍ ଫାଟି ପାଣି ନଷ୍ଟ ହେଉଛି। ପାନୀୟ ଜଳ ସଙ୍କଟକୁ ଦୂର କରିବାକୁ ରାଜ୍ୟ ସରକାର ଦିନରାତି ‘ଟ୍ୟାପ୍ ଟୁ ଓ୍ବାଟର’ ଯୋଜନା କାର୍ଯ୍ୟକାରୀ କରିବାକୁ…
ଭାରତ ନିୟନ୍ତ୍ରଣରେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ
ମୁମ୍ବାଇ,୨୩ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟକୁ ନିୟନ୍ତ୍ରଣରେ ରଖିଛି ଭାରତ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୨୩୩ ରନ୍ କରିବା ସହିତ ୪୬ ରନ୍ରେ ଆଗୁଆ ରହିଛି। ଆଉ ଗୋଟିଏ ଦିନ ବାକି…
ଭଲ ପାଠ ପଢ଼ି ମା’-ବାପାଙ୍କ ସ୍ବପ୍ନକୁ ସାକାର କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୧୨: ଭଲ ପାଠ ପଢ଼ି ମା’ବାପାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସମସ୍ତେ ଅନୁଭବ କରନ୍ତୁ। ଶନିବାର ଲୋକ ସେବା ଭବନ କନ୍ଭେନଶନ ହଲ୍ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲର ପିଲାମାନଙ୍କ ପାଇଁ…
ରକୁଲ ପ୍ରୀତ୍ଙ୍କ ଶାଢ଼ି ଲୁକ୍ କରୁଛି ପାଗଳ
ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ରକୁଲ ପ୍ରୀତ୍ ବହୁତ ଆକ୍ଟିଭ୍। ଯେଉଁଥିପାଇଁ ରକୁଲଙ୍କ ଫଟୋ ଏବଂ ଭିଡିଓ ପ୍ରାୟତଃ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଭାଇରାଲ ହେଉଛି। ଶନିବାର ରକୁଲ ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମ…
ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ କିପରି ଜାଣିବେ?…
ନୂଆଦିଲ୍ଲୀ,୨୩।୧୨ : ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ ତାହା କିପରି ଜାଣିବେ ସେଥି ପାଇଁ ଏକ ସହଜ ଉପାୟ ରହିଛି। ଏଥିପାଇଁ ଆପଣଙ୍କୁ ସଞ୍ଚାର ସାଥି ପୋର୍ଟାଲ ପରିଦର୍ଶନ କରିବାକୁ ପଡିବ । ସଞ୍ଚାର ସାଥି…
କଙ୍ଗନା ନୁହନ୍ତି ବରଂ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ ହ୍ରିତିକ୍, ଦେଇଥିଲେ ୨ କୋଟି ଟଙ୍କାର ଉପହାର
ମୁମ୍ବାଇ: ଆଜିକାଲି ଅଭିନେତା ହ୍ରିତିକ ରୋଶନଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା। ନିକଟରେ ଅଭିନେତାଙ୍କ ଆଗାମୀ ଫିଲ୍ମ ‘ଫାଇଟର୍’ର ଗୀତ ମୁକ୍ତିଲାଭ କରିଥିଲା। ଯାହା ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ୍ କରିଥିଲା। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହ୍ରିତିକ୍ଙ୍କ…
Viral Video: ଏଭଳି ସ୍ଥାନରୁ ଡେଇଁଲେ ଏହି ବ୍ୟକ୍ତି, ଦୃଶ୍ୟ ଦେଖି ଲୋକେ ତାଜୁବ, କହିଲେ-ଟାଙ୍କୁରି ଉଠିଲା ଲୋମ
ଷ୍ଟଣ୍ଟ କରିବା ସମସ୍ତଙ୍କୁ ପସନ୍ଦ। ହେଲେ ଅନେକେ ଷ୍ଟଣ୍ଟ ଲାଗି ଏଭଳି ଦୁଃସାହସିକ ଉପାୟ ଅବଲମ୍ବନ କରିଥାନ୍ତି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିଛି ଏଭଳି ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି…
ଝିଅଙ୍କ ସହ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କଲେ ରବିନା, ଶିଳ୍ପା କହିଲେ-ଅଦ୍ଭୁତ
ବମ୍ବେ: ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ। ଆମେ କହୁଛୁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ନିକଟରେ ସେ ଝିଅ ରାଶାଙ୍କ ସହ ୧୨ ଜୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ କିଛି…
ମାଇଁଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ, ଟ୍ରକ୍ ଚାପାରେ ଚାଲିଗଲା ଭଣଜାଙ୍କ ଜୀବନ
କେନ୍ଦୁଝର,୨୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅଧୀନ ୪୯ ନଂ ଜାତୀୟ ରାଜପଥ ପଟାଟାଙ୍ଗର ଛକରେ ଶନିବାର ଏକ ୧୦ ଚକିଆ ଟ୍ରକ୍ ଚାପି ଦେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁଗୋଳ ଜିଲା ପାଲଲହଡ଼ା ଥାନା…
Archives


