ଶୀତରେ ପାଣି କମ୍ ପିଉଥିଲେ
ଶୀତଦିନେ ଥଣ୍ଡା ପାଗରେ ଆବଶ୍ୟକ ମାତ୍ରାରେ ପାଣି ପିଇବାରେ ଅନେକେ ଅବହେଳା କରିଥା’ନ୍ତି। ହେଲେ ଏହା ଦ୍ୱାରା ଡିହାଇଡ୍ରେଶନ୍ ହେବା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ… ପରିବେଶ ଥଣ୍ଡା ଥିବାରୁ ଦେହରୁ ଝାଳ ବାହାରି ନ ଥାଏ ଏବଂ ଶୋଷ…
ବିଶ୍ୱର ଏକକ ବୃହତ୍ତମ ପବନ ଫାର୍ମ
ଲଣ୍ଡନ: ପୃଥିବୀର ବୃହତ୍ତମ ଅଫ୍ଶୋର ପବନ ଫାର୍ମ ହର୍ନସି ପାଇଁ ଡେନ୍ମାର୍କର ଶକ୍ତି ନେତା ଅଷ୍ଟ୍ରେଡ୍ ଆନୁଷ୍ଠାନିକ ଭାବରେ ଏହାର ଶେଷ ବିନିଯୋଗ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହା ହର୍ନସି ଜୋନ୍ରେ ଅଷ୍ଟ୍ରେଡ୍ର ତୃତୀୟ ଗିଗାୱାଟ୍- ସ୍କେଲ୍ ପ୍ରୋଜେକ୍ଟକୁ ଚିହ୍ନିତ କରିଛି,…
ଡେଉଁରିଆ କାମ ନ ଦେବାରୁ ବାବାଙ୍କୁ ହତ୍ୟା
ବାଲିକୁଦା,୨୪ା୧୨(ତାପସ ସ୍ବାଇଁ)ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ରାହାଣ ପଞ୍ଚାୟତ ଅନ୍ତର୍ଗତ କୋଷିଦା ମଠର ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ବାନାମ୍ବର ଦାସ (ବାନା)ଙ୍କୁ ପୋଲିସ ଶୁକ୍ରବାରଠାରୁ ଅଟକ ରଖିଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଛି। ମୃତ ବାବାଙ୍କ…
ସେନା ଉଠାଇନେଇଥିବା ୩ ନାଗରିକଙ୍କ ମୃତ୍ୟୁ
ପୁଞ୍ଚ୍,୨୪।୧୨: ଜମ୍ମୁ-କଶ୍ମୀରରେ ଦୁଇଟି ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ସୈନ୍ୟ ଶହୀଦ ହୋଇଥିଲେ। ଉକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେଶନକୁ ଜୋର୍ଦାର କରାଯାଇଥିବାବେଳେ ସନ୍ଦେହରେ ସେନା ୩ ଜଣ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପାଇଁ ନେଇଯାଇଥିଲା। ହାଜତରେ…
ଗୋଟିଏ ପରିବାରର ୭୬ ମୃତ
ରାଫାହ,୨୪।୧୨: ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ୍ର ଆକ୍ରମଣ ଶନିବାର ଦ୍ୱାଦଶ ସପ୍ତାହରେ ପହଞ୍ଚିଛି। ଇସ୍ରାଏଲ୍ ଯୁଦ୍ଧବିମାନରୁ ଶୁକ୍ରବାର ବୋମାମାଡ଼ ଫଳରେ ଗାଜାଷ୍ଟ୍ରିପ୍ର ଗୋଟିଏ ପରିବାରର ୭୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଗାଜାର କୌଣସି ସ୍ଥାନ ଏବେ ନିରାପଦ ନୁହେଁ ବୋଲି…
ଆମେରିକାରେ ହିନ୍ଦୁ ମନ୍ଦିରକୁ ବିକୃତ କଲେ
ନ୍ୟୁୟର୍କ/ନୂଆଦିଲ୍ଲୀ,୨୪ା୧୨(ପି.ଟି.): ଆମେରିକାର କାଲିଫର୍ନିଆ ରାଜ୍ୟରେ ଥିବା ଏକ ଖ୍ୟାତନାମା ହିନ୍ଦୁ ମନ୍ଦିରକୁ ଭାରତ ବିରୋଧୀ ତତ୍ତ୍ୱମାନେ ବିକୃତ କରିଛନ୍ତି। ସମ୍ଭାବ୍ୟ ଘୃଣା ଅପରାଧକୁ ନେଇ ପୋଲିସ ତଦନ୍ତ ଚଳାଇଛି। ମନ୍ଦିର ଉପରେ ଆକ୍ରମଣକୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇବା ସହ…
ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ ୭ ବର୍ଷ ଜେଲ
ଭୁବନେଶ୍ୱର,୨୪।୧୨(ସୂର୍ଯ୍ୟକାନ୍ତ ବେହେରା)ଶତାଧିକ ନିବେଶକଙ୍କଠାରୁ ଦେଢ କୋଟି ଟଙ୍କା ଡିଜିଟାଲ ପୋଞ୍ଜି ସ୍କାମ ମାମଲାର ବାଲେଶ୍ୱର ଓପିଆଇଡି କୋର୍ଟରେ ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍ଏସ୍ ଡିଜିଟାଲ ରିଭୋଲ୍ୟୁଶନ ଟେକ୍ନୋଲୋଜିସ ଲିମିଟେଡ’ ସଂସ୍ଥାର ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ…
ଜେଏନ୍.୧ ଆତଙ୍କ: ମାସ୍କ ପିନ୍ଧିବାକୁ ପରାମର୍ଶ
ଭୁବନେଶ୍ୱର, ୨୪।୧୨(ଅସମାପିକା ସାହୁ)କରୋନା ପରଠାରୁ ରାଜ୍ୟରେ ଜ୍ୱର, ଥଣ୍ଡା, କାଶ ଆଦି ସାଧାରଣ ରୋଗ ଧୀରେ ଧୀରେ ଜଟିଳ ହେଉଛି। ବିଭିନ୍ନ ସମୟରେ କରୋନାର ସବ୍ଭାରିଆଣ୍ଟ୍କୁ ନେଇ ସରକାର ସତର୍କ କରୁଛନ୍ତି। ଏବେ ବିଶ୍ୱରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ ଜେଏନ୍.୧ ଚିନ୍ତା…
‘ଦେବା’ରେ ଶାହିଦଙ୍କ ସହ ପୂଜା
ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗ୍ଡେ ‘ରାଧେ ଶ୍ୟାମ’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍’ ଭଳି ହିନ୍ଦୀ ଫିଲ୍ମରେ ନଜରକୁ ଆସିଥିବାବେଳେ ଆଗକୁ ରୋମାଣ୍ଟିକ୍ ଥ୍ରିଲର ‘ଦେବା’ରେ ନଜର ଆସିବାକୁ ଯାଉଛନ୍ତି। ଏଥିରେ ସେ ଅଭିନେତା ଶାହିଦ କପୁରଙ୍କ…
କେଏସ୍ଏଏର ‘ରୂପାନ୍ତରୀତ ଯୋଜନା’ଉନ୍ମୋଚିତ
ଭୁବନେଶ୍ୱର,୨୪।୧୨: କଳିଙ୍ଗ ଷ୍ଟିମ୍ଶିପ୍ ଏଜେଣ୍ଟ୍ସ ଆସୋସିଏସନ (କେଏସ୍ଏଏ) ପକ୍ଷରୁ ହୋଟେଲ ଏମ୍ପାୟାର୍ସଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ମେସର୍ସ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍)ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶରେ କେଏସ୍ଏଏ ପକ୍ଷରୁ…
ନକଲି କାଗଜପତ୍ରରେ କ୍ରେଡିଟ୍ କାର୍ଡ: ୬ ଗିରଫ
ଭୁବନେଶ୍ୱର,୨୪ା୧୨(ସୂର୍ଯ୍ୟକାନ୍ତ ବେହେରା)ନକଲି କାଗଜପତ୍ର ପ୍ରସ୍ତୁତ କରି ଲୋକଙ୍କ ଅଜାଣତରେ ତାଙ୍କ ନାଁରେ କ୍ରେଡିଟ୍ କାର୍ଡ ଇସ୍ୟୁ କରୁଥିଲେ। ପରେ ବିଭିନ୍ନ ହସ୍ପିଟାଲ, ଓମଫେଡ ବୁଥ୍ ଭଳି ବିଭିନ୍ନ ସ୍ଥାନରେ ସ୍ବାଇପ୍ କରି ନଗଦ ଟଙ୍କା ନେଉଥିଲେ। ଏଭଳି ଢଙ୍ଗରେ କୋଟିକୋଟି ଟଙ୍କା…
ଯୋକଡ଼ିଆ କେନାଲ ପୁନରୁଦ୍ଧାର ଦାବି ତେଜିଲା
ଯାଜପୁର,୨୪ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ବ୍ଲକର ନାଥସାହି, ଭୁବନେଶ୍ୱରପୁର, ଖଇରାବାଦ, ଚଇନପୁର, ବେରୁଦା, ମାଳଆନନ୍ଦପୁର ପ୍ରଭୃତି ୧୦ ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମ ବନ୍ୟା ଓ ମରୁଡି ଦ୍ୱାରା ପ୍ରଭାବିତ। ଏଥିଯୋଗୁ କୃଷକ ପରିବାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ଫସଲକୁ ସୁରକ୍ଷା ଦେବା…
Archives


