Home Left

ଗୋଟିଏ ଝଟ୍‌କାରେ ଚାଲିଗଲା ୪ ୟୁଟ୍ୟୁବରଙ୍କ ଜୀବନ

ଲକ୍ଷ୍ନୌ, ୧୧।୦୬: ଉତ୍ତର ପ୍ରଦେଶର ଅମରୋହ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ ଜଣ ୟୁଟ୍ୟୁବରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୟୁଟ୍ୟୁବରମାନେ ଗଜରୈଲାରେ ଜନ୍ମଦିନ ପାଳନ କରି ବୁଲନ୍ଦ ସହରକୁ ଫେରୁଥିବା ବେଳେ ଏପରି…

କେଉଁଠି ପାଠ ପଢିଛନ୍ତି ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ସେ ତାଙ୍କ କ୍ୟାବିନେଟରେ ୭୧ ନେତାଙ୍କୁ ମଧ୍ୟ ସାମିଲ କରିଥିଲେ। ମୋଦିଙ୍କ ମନ୍ତ୍ରୀମାନେ ଦଶମ ପାସ ଠାରୁ ଆରମ୍ଭ କରି ଯେଉଁମାନେ…

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍‌ ନ…

କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍‌ଇର…

ପଞ୍ଜାବରେ ନିର୍ବାଚନ ହାରୁଥିବା ନେତାଙ୍କୁ କାହିଁକି କରାଯାଉଛି ମନ୍ତ୍ରୀ? ୨୦୧୪ରୁ ଏବେ ପର୍ଯ୍ୟନ୍ତ ୩ ଥର ଏମିତି ହେଲାଣି

ନୂଆଦିଲ୍ଲୀ,୧୧।୬: ମୋଦିଙ୍କ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ଆଖି ପଞ୍ଜାବରୁ ଆସୁଥିବା ରବଣୀତ ସିଂ ବିଟୁଙ୍କ ଉପରେ ଥିଲା। ସୂଚନାଯୋଗ୍ୟ, ନିର୍ବାଚନରେ ହାରିବା ପରେ ମଧ୍ୟ ରବଣୀତ ସିଂ ବିଟୁଙ୍କୁ ମୋଦିଙ୍କ ଦଳରେ ସାମିଲ କରାଯାଇଥିଲା।…

ଦାୟିତ୍ୱ ନେବାପରେ ପିଓକେକୁ ନେଇ ଏମିତି କହିଦେଲେ ଜୟଶଙ୍କର, କେହି କରିପାରିଲେନି ବିଶ୍ୱାସ

ନୂଆଦିଲ୍ଲୀ,୧୧।୬: ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଏସ ଜୟଶଙ୍କର କାର୍ଯ୍ୟ ଆରମ୍ଭ କରିନ୍ତି। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ…

ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶ ସ୍ପଷ୍ଟ ଭାବେ ପ୍ରଭାବ ପକାଉଛି। କାହିଁକିନା ସୋମବାର ସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ସେ ତାଙ୍କ…

ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ଯବାନଙ୍କ ମୃତଦେହ: ଆତ୍ମହତ୍ୟା ସନ୍ଦେହ

କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ମୃତଦେହ ମିଳିଛି। ମୃତକ ଜଣଙ୍କ ଧ୍ରୁବରାଜ ପ୍ରଧାନ ବୋଲି ଜଣାପଡିଛି। କୋରାପୁଟ ବିଏସଏଫ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ…

ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା…

ପାଟନା,୧୧।୬: ଲାଲୁ ପ୍ରସାଦ ଯାଦବ … କେବଳ ବିହାର ନୁହେଁ ଦେଶର ରାଜନୀତିର ଚେହେରା ଯାହାକୁ ଅନେକ ଜନତା ପସନ୍ଦ କରନ୍ତି। ଆପଣ ଏହାକୁ ନାପସନ୍ଦ କରିପାରିବେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରିପାରିବେ ନାହିଁ । ମଙ୍ଗଳବାର (ଜୁନ…

ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ବ୍ଲାଣ୍ଟାୟର,୧୧।୬: ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ…

ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ

ବେଜିଂ,୧୧।୬: ଆଇୟୋଓ୍ବାର ଏକ ଛୋଟ ବିଶ୍ୱବିଦ୍ୟାଳୟର ଚାରିଜଣ ଆମେରିକୀୟ ଶିକ୍ଷକଙ୍କୁ ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶର ଏକ ସର୍ବସାଧାରଣ ପାର୍କରେ ଛୁରୀରେ ଆକ୍ରମଣ କରାଯାଇଛି। ଆମେରିକାର ଗଣମାଧ୍ୟମ ଏବଂ ଆମେରିକାର ସରକାରୀ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ସିଏନଏନ…

ବିଧାୟକ ହୁଅନ୍ତୁ ଅବା ମନ୍ତ୍ରୀ… ଏଠି ଚା’ ମାଗିଲେ ମିଳେ ଦୁଇଟି ବିସ୍କୁଟ, ବିଲ ଦେବାବେଳେ…

ନୂଆଦିଲ୍ଲୀ,୧୧।୬: ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିଥିବା ଅଧିକାଂଶ ଏମପିଙ୍କୁ ସରକାରୀ ଆବାସ ପାଇବା ପର୍ଯ୍ୟନ୍ତ ଜନପଥର ଓ୍ବେଷ୍ଟର୍ନ କୋର୍ଟରେ ରଖାଯାଇଛି। ନୂତନ ଗୃହ ବଣ୍ଟନ ନହେବା ପର୍ଯ୍ୟନ୍ତ ସମସ୍ତ ନୂତନ ନିର୍ବାଚିତ ଏମପି ଏଠାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?