Home Left

ଅଭିଭାଷଣ ନ ପଢ଼ି ବିଧାନସଭା ଛାଡ଼ିଲେ ରାଜ୍ୟପାଳ

ଚେନ୍ନାଇ, ୧୩।୨: ତାମିଲନାଡ଼ୁର ରାଜ୍ୟପାଳ ଆର. ଏନ. ରବି ସୋମବାର ବିଧାନସଭା ଅଧିବେଶନ ପ୍ରାରମ୍ଭରେ ନିଜ ଅଭିଭାଷଣ ରଖିବାକୁ ମନାକରି ଗୃହ ଛାଡ଼ି ଚାଲି ଆସିବାରୁ ବିବାଦ ଦେଖାଯାଇଛି। ତାମିଲନାଡ଼ୁର ଡିଏମକେ ସରକାର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଅଭିଭାଷଣରେ ଭ୍ରମାତ୍ମକ…

ନିଶା ବେପାରୀଙ୍କୁ ୩୦ କି.ମି. ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୧୩।୨(ସୂର୍ଯ୍ୟକାନ୍ତ ବେହେରା):ଦାମୀ କାର୍‌ରେ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ୩୦ କି.ମି ପିଛା କରି ୩ ଆନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ପାହାଳରୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରବି ଶଙ୍କର ଦାସ,…

ବାହାଘର ବେଳେ ଚୋରି ରୋକିବାକୁ ପୋଲିସର ଟିପ୍ସ

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ ବିଭିନ୍ନ ମଣ୍ଡପରେ ବାହାଘର ଆଦି କାର୍ଯ୍ୟକ୍ରମରେ ଲୁଟେରାମାନେ ଲୁଟ୍‌ପାଟ୍‌ ଓ ଚୋରି କରୁଛନ୍ତି। ଏହାକୁ ନଜରରେ ରଖି ଲୁଟ୍‌ ଓ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସ ଆୟୋଜନକାରୀଙ୍କୁ ଟିପ୍ସ ଦେବାକୁ ନିଷ୍ପତ୍ତି ନେଇଛି। ଲାଇସେନ୍ସ ନେବା ବେଳେ…

୧୬ରେ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌, ଉଠାଦୋକାନ ବନ୍ଦ

ଭୁବନେଶ୍ୱର, ୧୩।୨(ବନ୍ଦନା ସେଠୀ): ଆସନ୍ତା ୧୬ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇ ସମ୍ପୃକ୍ତ ଦିନ ପ୍ରାତଃ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌ ଓ ଉଠାଦୋକାନ ବନ୍ଦ ରହିବ। ଏନେଇ ନ୍ୟାଶନାଲ ହକର୍‌ ଫେଡେରେଶନ ପକ୍ଷରୁ…

ପ୍ରଥମ ଥର ହେବ ମତ୍ସ୍ୟ-ପ୍ରାଣୀ ସମାବେଶ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷକଙ୍କୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ସଚେତନ କରାଇବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଆୟୋଜନ କରୁଛନ୍ତି।…

ଜୀ-ସାର୍ଥକର ‘ପାର୍ବଣରେ ସୁନାର ବର୍ଷା’

ଭୁବନେଶ୍ୱର,୧୩।୨(ଅନୁରାଧା ମହାରଣା):ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ‘ପାର୍ବଣରେ ସୁନାର ବର୍ଷା’ ପ୍ରତିଯୋଗିତା ହୋଇଥିଲା। ଲାଲ୍‌ଚାନ୍ଦ ଜୁଏଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସା ୬.୩୦ରୁ…

ବାଟ ଓଗାଳିଲା ବାଘ

ବାରିପଦା,୧୩ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଲରାପତରିଆ ବାଘ ପର୍ଯ୍ୟଟକଙ୍କ ବାଟ ଓଗାଳିବା ଚର୍ଚ୍ଚାର ବିଷୟ ହୋଇଛି। ପର୍ଯ୍ୟଟକଙ୍କ ଗାଡ଼ି ଆଗରେ ବାଘଟି ଅଧ ଘଣ୍ଟା ଘୂରି ବୁଲିବା ଓ ପରେ ବାର୍‌ହା ଶିକାର ପାଇଁ ଦୌଡିବା ବେଳର…

ଆଜି ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ର଼୍ୟାଙ୍କିଙ୍ଗ ପ୍ରକାଶ କରିବେ। ରାଜ୍ୟର ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଜିଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ର଼୍ୟାଙ୍କିଙ୍ଗ…

ଗାଁରେ ତଳେ ଶୋଇଲେ ଯୋଗୀ ସରକାରଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଶୁକର୍ତ୍ତାର ବଙ୍ଗରରୁ ଗ୍ରାମ ପରିକ୍ରମା ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ଲୋକ ସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ହ୍ୟାଟ୍ରିକ ସ୍କୋର କରିବାକୁ ଯାଉଥିବା ଭାଜପା ଦେଶର ୨ ଲକ୍ଷ ଗ୍ରାମରେ ପହଞ୍ଚିବା…

କ୍ରିକେଟ ମଇଦାନରେ ହାର୍ଦ୍ଦିକଙ୍କୁ ଭେଟିଲେ ଅମିତ ଶାହା

ନୂଆଦିଲ୍ଲୀ,୧୩।୨: ଏବେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟରୁ ବିରତି ନେଇଛନ୍ତି। ଆହତ କାରଣରୁ ସେ ଭାରତୀୟ ଦଳ ବାହାରେ ଅଛନ୍ତି। ନିକଟରେ ପାଣ୍ଡ୍ୟା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉଭୟେ ଗାନ୍ଧୀ ନଗର ପ୍ରିମିୟର ଲିଗ…

ସିନା ବୋରା ହତ୍ୟା ଘଟଣାର ଖୋଲିବ ରାଜ, ରିଲିଜ ହେଲା ‘ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ’ର ଟ୍ରେଲର

ମୁମ୍ବାଇ: ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା, ଯାହା ଡକ୍ୟୁମେଣ୍ଟାରୀ ‘ଦ ଇନ୍ଦ୍ରାଣୀ ମୁଖାର୍ଜୀ କାହାଣୀ: ବରିଡ ଟ୍ରୁଥ’ ରେ ବିସ୍ତୃତ ଭାବରେ କୁହାଯାଇଛି। ଅନୁସନ୍ଧାନ ପରେ ଯାହା କିଛି ସାମ୍ନାକୁ ଆସିଥିଲା, ତାହା…

ପୁଣି କଂଗ୍ରେସକୁ ଝଟକା , ଦଳ ଛାଡିଲେ ବରିଷ୍ଠ ନେତା

ଗାନ୍ଧୀନଗର,୧୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରାୟ ପ୍ରତ୍ୟେକ ରାଜ୍ୟରେ କଂଗ୍ରେସ ଦଳ ଭିତରେ ବିଦ୍ରୋହ ତୀବ୍ର ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଦଳ ଛାଡିବାର ଖବର ଏପର୍ଯ୍ୟନ୍ତ କମି ନ ଥିଲା ବେଳେ ଏବେ ଗୁଜୁରାଟରୁ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri