ପରୀକ୍ଷା ଦେଇପାରିଲେନି ଯୁବକ, ରାଜରାସ୍ତାରେ ଉଲଗ୍ନ ହୋଇ ବୁଲିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ରାଜରାସ୍ତାରେ ବିନା ପୋଷାକରେ ଦୌଡୁଥିବାର ଦେଖାଯାଇଛି। କେବଳ ଏତିକି ନୁହେଁ ସେ ଅନେକ କିଲୋମିଟର ଉଲଗ୍ନ ହୋଇ ପୋଲିସ ଷ୍ଟେଶନରେ ପହଞ୍ଚିଛନ୍ତି। ରାଜ୍ୟର ଗାଜୀପୁର ଜିଲାର ଜଣେ ଯୁବକ…
ଭାବି ଶାଶୁଙ୍କ ଲାଗି ପ୍ରେମିକାଙ୍କ ପାଖକୁ ଏମିତି ମେସେଜ୍ ଦେଲେ ଜ୍ୱାଇଁ , ପଢ଼ିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଚାଟ୍ ଭାଇରାଲ ହେଉଛି। ସେଥିରୁ କେତେକ ଚାଟ୍ ବେଳେ ବେଳେ ଆଶ୍ଚର୍ଯ୍ୟ କରିଦେବା ସହ କେତେକ ବହୁତ ହସାଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ହ୍ବାଟ୍ସ ଆପ୍ ଚାଟ୍କୁ ଦେଖି ଯେ କେହି ହସିବାକୁ…
ଖେଳୁଖେଳୁ ଶିଶୁକନ୍ୟାଙ୍କ ପାଟିରେ ଫୁଟିଗଲା ବାଣ, ଆଉ ତାପରେ…
ଘଷିପୁରା,୧୨।୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୀମାନ୍ତ ମହୁଲଡ଼ିହା ଥାନା ଦୁଆରଶୁଣି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିଶୁ କନ୍ୟାଙ୍କ ପାଟିରେ ବାଣ ପୁଟି ସେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଦୁଆରଶୁଣି ଗ୍ରାମର…
ଶିମିଳିପାଳ ବୁଲି ଯାଇଥିବା ପର୍ଯ୍ୟଟକଙ୍କୁ ରାସ୍ତାରେ ଅଟକାଇଲା ବାଘ
ଭୁବନେଶ୍ୱର,୧୨।୨: ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଅଟକାଇଦେଲା କଳାବାଘ। ଯାହା ଫଳରେ ପର୍ଯ୍ୟଟକମାନେ ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଥିଲେ। ସୂଚନାଯୋଗ୍ୟ, ରବିବାର ମଧୁବନ ବାସିନ୍ଦା ଜୟନ୍ତ ଦାସଙ୍କ ପରିବାର ଶିମିଳିପାଳ ପରିଭ୍ରମଣରେ ଯାଇଥିଲେ। ଜୟନ୍ତଙ୍କ ପୂରା ପରିବାର ଏକ…
୩୦ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ୩ ବେପାରୀ ଫେରାର
ବାରିପଦା,୧୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦେଇ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଯଶିପୁର ପୋଲିସ ୩୦ଲକ୍ଷ ଟଙ୍କା ମୂଲ୍ୟର ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇଭର୍ତ୍ତି ଏକ କାର୍ ଜବତ କରଛି। ସୂଚନାଯୋଗ୍ୟ, ଟଙ୍ଗାବିଲା ନିକଟରେ ଯଶିପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ…
ଡାକ୍ତର କପଲଙ୍କ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ପଡ଼ିଲା ମହଙ୍ଗା, ଚାକିରିରୁ ହେଲେ ବିଦା, ଜାଣନ୍ତୁ ପ୍ରକୃତ ଘଟଣା
ଲୋକଙ୍କ ଜୀବନରେ ବିବାହ ଏକ ବିଶେଷ ଦିନ। ଲୋକମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ କିଛି ଆପଣାଉଛନ୍ତି। ଆଜିକାଲି ବିବାହିତ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ନୂଆ କ୍ରେଜ ଦେଖାଯାଉଛି। ଯାହା ହେଉଛି ବିବାହ ପୂର୍ବରୁ ଫଟୋଶୁଟ୍…
୨୪ ଘଣ୍ଟା ହେଲାଣି: ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି
ରାୟଗଡ଼ା,୧୨।୨(ରଞ୍ଜନ ପଣ୍ଡା): ରାୟଗଡ଼ା ସଦର ବ୍ଲକ ଅଧୀନ କୋତାପେଟା ପଞ୍ଚାୟତ ସିଲଟିଗୁଡ଼ା ଡ୍ୟାମରେ ରବିବାର ଇଞ୍ଜିନିୟରିଂ ଛାତ୍ର ଜି.ଚୈତନ୍ୟ କୁମାର(୧୭) ବୁଡି ନିଖୋଜ ହୋଇଯାଇଛନ୍ତି। ନିଖୋଜ ହେବାର ୨୪ ଘଣ୍ଟା ପରେ ମଧ୍ୟ ସୋମବାର ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ।…
ପ୍ରେମିକାଙ୍କୁ କ୍ୟାଡ୍ବେରୀ ଡେରି ମିଲ୍କ ଦେଉଥିଲେ ଜାଣନ୍ତୁ….
କ୍ୟାଡ୍ବେରୀ ଡେରି ମିଲ୍କ ଖାଉଥିଲେ ସାବଧାନ । ଭାଲେଣ୍ଟାଇନ୍ସ ସପ୍ତାହ ଚାଲିଥିବା ବେଳେ ନିକଟରେ ଚକୋଲେଟ୍ ଡେ ଫେବୃଆରୀ ୯ ତାରିଖରେ ଶେଷ ହୋଇଛି। ତେବେ ଏହି ଦିନରେ ଅନେକ ପ୍ରେମୀଯୁଗଳ ତାଙ୍କ ପ୍ରେମିକା ପ୍ରେମିକଙ୍କୁ ଚକୋଲେଟ୍ ଦେଇଥିବେ। ଏହା ସହ…
IND vs ENG: ୩ୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା, ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି
ନୂଆଦିଲ୍ଲୀ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୧୫ ଫେବୃଆରୀରୁ ଖେଳାଯିବ। ରାଜକୋଟରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ଏହି ପରୀକ୍ଷା ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଟିମ ଇଣ୍ଡିଆର ଉଇକେଟ୍…
ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବଦଳିବ ନାହିଁ: ଆରବିଆଇ ଗଭର୍ନର
ମୁମ୍ବାଇ,୧୨।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ କରିଛନ୍ତି ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ନାହିଁ। ଆରବିଆଇ ଗଭର୍ନର କହିଛନ୍ତି , ଆମେ ସବୁବେଳେ ଫିଣ୍ଟେକ କ୍ଷେତ୍ରରେ…
ପ୍ୟାନ୍ କାର୍ଡ ମାଧ୍ୟମରେ ଖାଲି ହେଇଯାଉଛି ବ୍ୟାଙ୍କ ଆକାଉଣ୍ଟ, ଭୁଲରେ କରନ୍ତୁନି ଏହି କାମ
ନୂଆଦିଲ୍ଲୀ,୧୨।୨: ଆୟକର ବିଭାଗ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ପ୍ୟାନ୍ ନମ୍ବର ଜାରି କରାଯାଇଛି। ଏହାର ସାହାଯ୍ୟରେ, ଉପଭୋକ୍ତା ସୂଚନା ପ୍ରାପ୍ତ ହୁଏ। ଏହି କାରଣରୁ ଆପଣ ଏହି ସମ୍ବନ୍ଧୀୟ ସୂଚନା ବାଣ୍ଟିବାବେଳେ ଆପଣ ବହୁତ ସତର୍କ ହେବା ଉଚିତ୍। ଏହିପରି…
ମା’ର ଆଖି ଆଗରେ ଝିଅକୁ ଚାପି ଦେଲା ବସ୍,
ଭୁବନେଶ୍ବର ୧୨।୨: ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍। ଏଭଳି ଅଭାବନୀୟ ଘଟଣାଘଟିଛି ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ। ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ମା-ଝିଅ ରାସ୍ତା ପାର ହେଉଥିବା…
Archives


