ପିଲାଙ୍କ ପାଇଁ ଆସିଲା ଖୁସିଖବର: ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେବେଠୁ ହେବ ଲାଗୁ
ଭୁବନେଶ୍ୱର,୫।୭: ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସିଖବର। ଏଣିକି ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ । ଅପହଞ୍ଚ ଅଞ୍ଚଳରେ ପିଲାଙ୍କ ଶିକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି। ସ୍କୁଲ ଦୂରରେ ଥିବାରୁ ସମସ୍ୟାର ସମ୍ମୁଖୀନ…
ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ
ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସଇଁତଳା ମେଡିକାଲ ଇନ୍ଚାର୍ଜଙ୍କ ପକ୍ଷରୁ ଏହି…
ଅଧା ରାତିରେ ଦଳ ବଦଳାଇଲେ ୬ ବିଧାୟକ, କଂଗ୍ରେସ କରୁଛି…
ହାଇଦ୍ରାବାଦ,୫।୭: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକଙ୍କ ଦଳ ଛାଡି କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ତେଲଙ୍ଗାନାରେ ଶାସକ ଦଳରେ ବିଆରଏସର ୬ ଜଣ ଏମଏଲସି ଯୋଗ ଦେଇଥିଲେ। ଏହି ସମସ୍ତ ୬ ଏମଏଲସି…
ମୁଁ ଆତଙ୍କବାଦୀ ନୁହେଁ…ହାଇକୋର୍ଟରେ କାହିଁକି ଏମିତି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ,୫।୭: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଆବେଦନରେ କେଜ୍ରିୱାଲଙ୍କ ଗିରଫଦାରୀକୁ ମଧ୍ୟ ସିବିଆଇ ଚ୍ୟାଲେଞ୍ଜ କରିଥିଲା। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ସିବିଆଇକୁ…
ରତ୍ନଭଣ୍ଡାର ପ୍ରସଙ୍ଗ: ପ୍ରମିଳାଙ୍କୁ ଏମିତି କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ…
ଭୁବନେଶ୍ୱର,୫।୭: ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ଗଠିତ କମିଟି ଭଙ୍ଗାଯାଇ ରାଜ୍ୟ ସରକାର ୧୬ ଜଣିଆ ନୂତନ କମିଟି ଗଠନ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ମନ୍ଦ…
ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ: ରାଗିଯାଇ ଏମିତି କହିଲେ ପ୍ରମିଳା
ଭୁବନେଶ୍ୱର,୫।୭: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା, ଅଳଙ୍କାର ଗୁଡ଼ିକର ଗଣନା ପାଇଁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ଗଠିତ କମିଟି ଭଙ୍ଗାଯାଇ ରାଜ୍ୟ ସରକାର…
ସୁନକ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ସିଟ୍ ଅଛି, କାହିଁକି ଏମିତି କହି ମଜା ଉଡ଼ାଇଲା ଏୟାରଲାଇନ୍ ଜାଣନ୍ତୁ…
ଲଣ୍ଡନ,୫ା୭: ବ୍ରିଟେନ ସାଧାରଣ ନିର୍ବାଚନରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନରେ ଲେବର ପାର୍ଟି ବହୁମତ ହାସଲ କରିଛି ଏବଂ ବର୍ତ୍ତମାନ କିର୍ ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଏହି ସମୟରେ ସୁନକଙ୍କ ପରାଜୟକୁ ନେଇ…
ଖୁବ୍ଶୀଘ୍ର ବ୍ଲୁ-ଜର୍ସିରେ ନଜର ଆସିବେ ଜୁନିଅର୍ ଦ୍ରାବିଡ
ନୂଆଦିଲ୍ଲୀ,୫।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ଜିତିଛି। ଏହି ବିଜୟ ପାଇଁ ପୁରା ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ ଇଣ୍ଡିଆର ଏହି ବିଜୟର ହିରୋ ମଧ୍ୟ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଥିଲେ, ଯିଏ ଦଳର ଖେଳାଳିଙ୍କୁ ଉଚ୍ଚକୋଟୀର…
ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ…
ନୂଆଦିଲ୍ଲୀ, ୫।୭: ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସ। ଭାରତର ୨୮ ଜଣିଆ ଆଥ୍ଲେଟିକ୍ସ ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିବ। ଡିଫେଣ୍ଡିଂ ଚାମ୍ପିୟନ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ।…
ଅଗ୍ନିବୀରଙ୍କ ଆତ୍ମହତ୍ୟା
ଆଗ୍ରା,୫।୭: ଆଗ୍ରା ବାୟୁସେନା ଷ୍ଟେଶନ କମ୍ପ୍ଲେକ୍ସରେ ପୋଷ୍ଟ ହୋଇଥିବା ଅଗ୍ନିବୀର ଶ୍ରୀକାନ୍ତ ଚୌଧୁରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ବୁଧବାର ସକାଳ ୭ଟାରେ ବାୟୁସେନା ଷ୍ଟେଶନରୁ…
ମଲ୍ରେ ଲାଗିଲା ନିଆଁ
ଲକ୍ଷ୍ନୌ,୫ା୭: ଶୁକ୍ରବାର ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗରର ସେକ୍ଟର ୩୪ରେ ଥିବା ଲଜିକ୍ସ ମଲ୍ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନାନୁଯାୟୀ, ଏକ ପୋଷାକ ଶୋ’ ରୁମ୍ରେ ନିଆଁ ଲାଗିଯାଇଥିଲା। ମଲ୍କୁ…
ବ୍ରିଟେନରେ ବଦଳିଲା ସରକାର; ଜାଣନ୍ତୁ ଭାରତ ସହିତ ସମ୍ପର୍କରେ ଏହାର କ’ଣ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୫।୭: ବ୍ରିଟେନ୍ରେ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ୧୪ ବର୍ଷ ପରେ କ୍ଷମତାକୁ ଫେରିଛି ଲେବର ପାର୍ଟି। ଦଳର ନେତା କିର୍ ଷ୍ଟାର୍ମର ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପୂର୍ବ ସରକାରରେ ଦୁଇ ଦେଶ ତଥା ପ୍ରଧାନମନ୍ତ୍ରୀ ଋଷି ସୁନକ…
Archives


