Home Left

ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ

ଭୁବନେଶ୍ବର,୫।୭: ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ…

ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି, ସୋନାକ୍ଷୀ ଏବଂ ଜହିର ଖୁବ୍‌ଶୀଘ୍ର…

ଶେଷ ହେବ ରେଲଓ୍ବେର ଓ୍ବେଟିଂ ଟିକେଟ ଟେନସନ! ହୋଲି, ଦିପାବଳୀରେ ସମସ୍ତଙ୍କୁ ମିଳିବ ଟିକେଟ

ନୂଆଦିଲ୍ଲୀ,୫।୭: ପର୍ବ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରେନରେ ଟିକେଟ ପାଇବା। ଦୀର୍ଘ ପ୍ରତୀକ୍ଷା ବା ଓ୍ବେଟିଂ ପ୍ରକ୍ରିୟା ସପ୍ତାହ ପୂର୍ବରୁ ଆରମ୍ଭ ହୁଏ । କିନ୍ତୁ, ରେଳବାଇ ଏପରି ଯୋଜନା କରିଛି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ…

ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଗଭୀର କରିବାରେ…

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା ପୁଅଙ୍କୁ ଶୁକ୍ରବାର ଭାଇଜାଗରୁ ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ…

ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ ଦ୍ବାରା ଧରାପଡି ଗିରଫ ହୋଇଛନ୍ତି। ଜଣେ ଅଭିଯୋଗକାରୀଙ୍କ ଠାରୁ ସରକାରୀ…

ସଞ୍ଜୟ ସିଂଙ୍କୁ ବଡ଼ ଦାୟିତ୍ୱ ଦେଲା ଏଏପି

ନୂଆଦିଲ୍ଲୀ,୫।୭: ଆମ ଆଦମୀ ପାର୍ଟି ଏମ୍‌ପି ସଞ୍ଜୟ ସିଂଙ୍କୁ ରାଜ୍ୟ ସଭାରେ ଏଏପି ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଜେଲରେ ରହିବା ପରେ ସଞ୍ଜୟ ସିଂଙ୍କ ଦଳର ଦାୟିତ୍ୱ ମଧ୍ୟ ରହିଛି। ନିକଟରେ…

ନୀରଜ ଚୋପ୍ରାଙ୍କୁ କ’ଣ ମାଗିଲେ ମୋଦି, କଥା ଦେଲେ ଖେଳାଳି

ନୂଆଦିଲ୍ଲୀ,୫।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଥାବାର୍ତ୍ତା କରିଥିଲେ। ପିଏମ ମୋଦି ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିବାକୁ ଭାରତୀୟ ଆଥଲେଟମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାଭେଲିନ…

ବବି ଦାସଙ୍କ ନାମରେ ଏତଲା

ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କଲା ଭାରତ

ନୂଆଦିଲ୍ଲୀ,୫।୭: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ଏକ ରେକର୍ଡ ପ୍ରତିରକ୍ଷା ଉତ୍ପାଦନ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୧.୨୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଲେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୫।୭: ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀ ହଟିଛନ୍ତି। ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଏବଂ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍‌ ନାୟକଙ୍କ ହଟାଯାଇଛି। ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡା ନିର୍ଦ୍ଦେଶକ…

ବ୍ରିଟେନ ରାଜନୀତିରେ ସତ ହେଲା ଏହି ବ୍ୟକ୍ତିଙ୍କ ଭବିଷ୍ୟବାଣୀ

ଲଣ୍ଡନ,୫।୭: ଭାରତରେ ଗତ ମାସରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଥିଲା। ଏକଜିଟ ପୋଲ ଏବଂ ରାଜନୈତିକ ବିଶ୍ଳେଷକମାନେ ଆଶା କରୁଥିଲେ ଯେ ଭାଜପା ବହୁମତ ପାଇବ, କିନ୍ତୁ ତାହା ହୋଇପାରିଲା ନାହିଁ। ଭାରତର ସମସ୍ତ ସେଫୋଲୋଜିଷ୍ଟଙ୍କ ଭବିଷ୍ୟବାଣୀ ଅସଫଳ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri