Home Left

ପୀଡ଼ିତଙ୍କୁ ଭେଟିଲେ ରାହୁଲ୍‌, ମୁଖ୍ୟମନ୍ତ୍ରୀଙ୍କୁ କ୍ଷତିପୂରଣ ଦେବାକୁ କଲେ ଦାବି

ନୂଆଦିଲ୍ଲୀ, ୫।୭: କଂଗ୍ରେସ ନେତା ତଥା ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ପରେ ଏବେ ଲୋକଙ୍କ ସମସ୍ୟା ବୁଝିବା ନେଇ ଚର୍ଚ୍ଚାରେ ରହିଛନ୍ତି। ସରକାର ଗଠନ କରିନପାରିଲେ ମଧ୍ୟ କଂଗ୍ରେସ ହାତରେ ୯୯ ଏମ୍‌ପି ଆସନ…

ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ

ନୂଆଦିଲ୍ଲୀ,୫।୭:ଟି -୨୦ ବିଶ୍ୱକପର ବିଶ୍ୱ ବିଜେତା ଦଳ ଟିମ୍‌ ଇଣ୍ଡିଆ ସ୍ବଦେଶକୁ ପେରିଛନ୍ତି। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ରାତିରେ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଟିମ ଇଣ୍ଡିଆ ଖେଳାଳିମାନେ ୱାଙ୍ଖଡେ…

ସୀମାରୁ ମିଳିଲା ୧୦ କେଜି ସୁନା, ୧୧.୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୫।୭: ଭାରତ ଏବଂ ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି । ବିଏସ୍‌ଏଫ୍‌ ଏବଂ ଡି ଆର୍‌ଆଇ ମିଳିତ ଭାବେ ଏକ ଅପରେସନ୍‌ କରିଥିବା ବେଳେ ସୁରକ୍ଷାବଳ ହାତରେ ଲାଗିଛି ୯.୬ କୋଜିର ସୁନା ଏବଂ ୧୧.୫…

ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ

ଭୁବନେଶ୍ବର,୫।୭: ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ…

ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି, ସୋନାକ୍ଷୀ ଏବଂ ଜହିର ଖୁବ୍‌ଶୀଘ୍ର…

ଶେଷ ହେବ ରେଲଓ୍ବେର ଓ୍ବେଟିଂ ଟିକେଟ ଟେନସନ! ହୋଲି, ଦିପାବଳୀରେ ସମସ୍ତଙ୍କୁ ମିଳିବ ଟିକେଟ

ନୂଆଦିଲ୍ଲୀ,୫।୭: ପର୍ବ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରେନରେ ଟିକେଟ ପାଇବା। ଦୀର୍ଘ ପ୍ରତୀକ୍ଷା ବା ଓ୍ବେଟିଂ ପ୍ରକ୍ରିୟା ସପ୍ତାହ ପୂର୍ବରୁ ଆରମ୍ଭ ହୁଏ । କିନ୍ତୁ, ରେଳବାଇ ଏପରି ଯୋଜନା କରିଛି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ…

ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଗଭୀର କରିବାରେ…

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା ପୁଅଙ୍କୁ ଶୁକ୍ରବାର ଭାଇଜାଗରୁ ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ…

ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ ଦ୍ବାରା ଧରାପଡି ଗିରଫ ହୋଇଛନ୍ତି। ଜଣେ ଅଭିଯୋଗକାରୀଙ୍କ ଠାରୁ ସରକାରୀ…

ସଞ୍ଜୟ ସିଂଙ୍କୁ ବଡ଼ ଦାୟିତ୍ୱ ଦେଲା ଏଏପି

ନୂଆଦିଲ୍ଲୀ,୫।୭: ଆମ ଆଦମୀ ପାର୍ଟି ଏମ୍‌ପି ସଞ୍ଜୟ ସିଂଙ୍କୁ ରାଜ୍ୟ ସଭାରେ ଏଏପି ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଜେଲରେ ରହିବା ପରେ ସଞ୍ଜୟ ସିଂଙ୍କ ଦଳର ଦାୟିତ୍ୱ ମଧ୍ୟ ରହିଛି। ନିକଟରେ…

ନୀରଜ ଚୋପ୍ରାଙ୍କୁ କ’ଣ ମାଗିଲେ ମୋଦି, କଥା ଦେଲେ ଖେଳାଳି

ନୂଆଦିଲ୍ଲୀ,୫।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଥାବାର୍ତ୍ତା କରିଥିଲେ। ପିଏମ ମୋଦି ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିବାକୁ ଭାରତୀୟ ଆଥଲେଟମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାଭେଲିନ…

ବବି ଦାସଙ୍କ ନାମରେ ଏତଲା

ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri