ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ମଣିପୁର ଯାଆନ୍ତୁ
ନୂଆଦିଲ୍ଲୀ,୪।୭: ନିକଟରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଥିଲେ ଯେ ଯଦି ଆମେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶକୁ ପଠାଇ ପାରିବା ତେବେ ଆମେ ବହୁତ ଗର୍ବ ଅନୁଭଭବ କରିବୁ। ଏସ ସୋମନାଥଙ୍କ ଏହି ବିବୃତ୍ତିରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା…
ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି…
ବିଶ୍ୱରେ ଅନେକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯେମିତିକି ହାଟରେ ସାଧାରଣତଃ ଫଳ, ପରିବା, ଶସ୍ୟ, ମସଲା ଆଦି ମିଳିଥାଏ। ହେଲେ ଭାରତର ପଡ଼ୋଶୀ ବାଲାଂଦେଶରେ ଟଙ୍କାର ହାଟ ଲାଗିଥାଏ। ଏଠାରେ ଖୋଲାଖୋଲି ଭାବେ ନୋଟ୍ ବିକ୍ରି ହୋଇଥାଏ।…
ଯୁଦ୍ଧ-ଆର୍ଥିକ କଟକଣାର ନାହିଁ କୌଣସି ପ୍ରଭାବ, ଦ୍ରୁତ ଗତିରେ ବଢି ଚାଲିଛି ରୁଷିଆ ଅର୍ଥନୀତି
ନୂଆଦିଲ୍ଲୀ,୪।୭: ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଲଗାଇଥିବା ଆର୍ଥିକ କଟକଣା ସତ୍ତ୍ୱେ ଅର୍ଥନୈତିକ କ୍ଷେତ୍ରରେ ରୁଷିଆର ପ୍ରଦର୍ଶନ ସୁଦୃଢ ରହିଛି। ବିଶ୍ୱ ବ୍ୟାଙ୍କର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଋଷ ବର୍ତ୍ତମାନ ଉଚ୍ଚ ଆୟକାରୀ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ରୁଷିଆ…
ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ
ଉଭୟ ହିନ୍ଦୀ ଏବଂ ବଙ୍ଗାଳୀ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ନାରଙ୍ଗଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତ୍ରୀ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖ୍ରୀଷ୍ଟିଆନ ରୀତିନୀତି…
ମୋଦି-ରାହୁଲଙ୍କ ପରେ ପ୍ରଥମ ଥର ଏମପି ହୋଇଥିବା ଏହି ବ୍ୟକ୍ତିଙ୍କ ଭାଷଣରେ ଦିଓ୍ବାନା ହେଲେ ଜନତା, କାଟିଲେ ସବୁ ରେକର୍ଡ
ନୂଆଦିଲ୍ଲୀ,୪।୭: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନ୍ୟ ହେଭିଓ୍ବେଟ ନେତାଙ୍କ ବକ୍ତବ୍ୟ ମଧ୍ୟ ଭାଇରାଲ ହୋଇଛି। ତେବେ ସବୁଠାରୁ ଅଧିକ ଆଲୋଚନା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ, ଏସପି ନେତା ଅଖିଳେଶ ଯାଦବ, ଟିଏମଏସି…
ରତ୍ନଭଣ୍ଡାର ଖୋଲିବ କି ନାହିଁ ଜଷ୍ଟିସ୍ ଅରିଜିତ୍ ପଶାୟତ ଦେଲେ ଏହି ବଡ଼ ସୂଚନା
ପୁରୀ,୪ା୭: ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ କୁହାଯାଇଥିବା ବେଳେ ଏବେ ରତ୍ନଭଣ୍ଡାର ତଦାରଖ ଜଷ୍ଟିସ୍ ଅରିଜିତ ପଶାୟତ ଏନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ ରହିଛି। ଯେବେ…
ହାଥରସ୍ ଯିବେ ରାହୁଲ ଗାନ୍ଧୀ:ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ
ନୂଆଦିଲ୍ଲୀ,୪।୭: ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ହାଥରସ ଗସ୍ତ କରିବେ। ସେ ଏଠାରେ ଭୋଲେ ବାବାଙ୍କ ସତସଙ୍ଗରେ ଘଟିଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ…
ହାଥରସ୍ ଦୁର୍ଘଟଣା ପରେ ପ୍ରେମାନନ୍ଦ ମହାରାଜ ନେଲେ ବଡ଼ ନିଷ୍ପତ୍ତି
ମଥୁରା,୪।୭: ହାଥରସ୍ରେ ଦଳାଚକଟା ଘଟଣା ପରେ ପ୍ରେମାନନ୍ଦ ମହାରାଜ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସେ ମଥୁରାରେ କରୁଥିବା ରାତ୍ରିକାଳୀନ ପଦଯାତ୍ରାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ଏନେଇ ପ୍ରେମାନନ୍ଦ ମହାରାଜଙ୍କ ପକ୍ଷରୁ ଚିଠି ଜାରି କରି…
ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ; ରିପୋର୍ଟ ମାଗିଲା ଡିଜିସିଏ
ନୂଆଦିଲ୍ଲୀ,୪।୭: ଟି୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ଭାରତୀୟ ଖେଳାଳିମାନେ ଗୁରୁବାର ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ…
ହଠାତ୍ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷା ବଢ଼ାଇଲା ଦିଲ୍ଲୀ ପୋଲିସ, କି ବିପଦ ପଡ଼ିଲା?
ନୂଆଦିଲ୍ଲୀ,୪।୭: ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବିରୋଧୀ ଦଳର ଏହି ନେତାଙ୍କ ଆବାସ ବାହାରେ ସାମରିକ ବାହିନୀର ଏକ ଟିମ୍ ଏବଂ ଦିଲ୍ଲୀ ପୋଲିସର ଅନେକ ଟିମ୍ ନିୟୋଜିତ ହୋଇଛନ୍ତି।…
ପୁଣି ପ୍ରଶଂସକଙ୍କୁ ଖୁସିଖବର ଦେଲେ ଆଲିଆ
ବଲିଉଡ୍ର ଚୁଲ୍ବୁଲି ନାୟିକା ଆଲିଆ ଭଟ୍ଟ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ସେ ଆଜିକାଲି ଅଧିକ ସମୟ ଝିଅ ରାହାକୁ ଦେଉଛନ୍ତି। ଏସବୁ ଭିତରେ ସେ ନିଜ ଫ୍ୟାନ୍ସକୁ ଏକ ଖୁସି ଖବର ଦେଇଛନ୍ତି। ଖୁବଶୀଘ୍ର ୟଶ ରାଜ ଫିଲ୍ମସର…
ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ
ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜନୈକ ଅଭିଯୁକ୍ତ ଏକ କୁରାଢ଼ୀରେ ମହିଳାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାବୁଲି…
Archives


