Home Left

ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ ):ଦାରିଙ୍ଗବାଡି ଭାଜପା ପକ୍ଷରୁ ଗୁରୁବାର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ମୃତକ ଓ ଗୁରୁତର ପରିବାରକୁ ଭେଟିଛନ୍ତି । ସେମାନଙ୍କ ପରିବାର ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ…

୬୪୦ ହେକ୍ଟର ଜମିରେ ୨ ଲକ୍ଷ ୭୫ ହଜାର ଗଛ ଲଗାଇବାକୁ ନିଆଯିବ ପଦକ୍ଷେପ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର କାର୍ବନ କ୍ରେଡିଟ ପ୍ରୋଜେକ୍ଟର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ଥିମେଟିକ ମ୍ୟାନେଜର ଅନୁରାଗ ଶର୍ମାଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଅନୁଷ୍ଠାନର…

ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡି ଭାଜପାରେ ମିଶିଲେ ୧୮ ଜଣ ସରପଞ୍ଚ, ନାଏବ ସରପଞ୍ଚ, ଏକ୍ସରେ ସୂଚନା ଦେଇ ଧମେନ୍ଦ୍ର ଲେଖିଲେ…

ଭୁବନେଶ୍ୱର,୭।୧୧: ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡିଲେ ରୋଢାଖୋଲ ନିର୍ବାଚନ ମଣ୍ଡଳୀର ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ। ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି।…

ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି: ସିସିଟିଭିରୁ ଜଣାପଡିଲା ସତ

ଛତ୍ରପୁର,୭।୧୧(ଦିଲ୍ଲୀପ ସାମଲ): ପ୍ରତିଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ବହୁ ବସ ରହିଥାଏ। ବୁଧବାର ରାତିରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ ରହିଥିଲା। କିନ୍ତୁ ସେହି ବସ୍‌କୁ କିଏ ଚୋରି କରି ନେଇଯାଇଥିବା ଜଣାପଡିଛି। ଏନେଇ ମାଲିକ ଏ.…

ବୃଦ୍ଧା ମା’ ଉପରେ ମାନସିକ ବିକାର ପୁଅର ବୋଝ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜିକୁ ୨ ବର୍ଷ ହେବ ମାନସିକ ବିକାର ଭେଣ୍ଡିଆ ପୁଅର ବୋଝକୁ ନେଇ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ାର ବିଧବା ବୃଦ୍ଧା ନେପୁର ମାଝି। ସ୍ବାମୀ ଥିବା…

୧୫ ମିନିଟ Vs ୧୫ ସେକେଣ୍ଡ, ମହାରାଷ୍ଟ୍ର ରାଜନୀତିରେ ଟାଇମିଂର ଏଣ୍ଟ୍ରି

ମୁମ୍ବାଇ,୭।୧୧: ମହାରାଷ୍ଟ୍ରରେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ବାତାବରଣ ଗରମ ହେବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ଟାଇମିଂର ଏଣ୍ଟ୍ରି ହୋଇଛି। ଏଆଇଏମଆଇଏମ ନେତା ତଥା ତେଲଙ୍ଗାନା ବିଧାୟକ ଆକବରଉଦ୍ଦିନ ଓୱାଇସି ତାଙ୍କ ବିବୃତ୍ତିରେ ପୁଣି ବିବାଦ ସୃଷ୍ଟି କରିଛନ୍ତି। ମଙ୍ଗଳବାର…

ଚାହୁଁ ଚାହୁଁ ମରିଗଲେ ୭୦୦ ପକ୍ଷୀ!

ଜୟପୁର,୭।୧୧: ରାଜସ୍ଥାନରେ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି କରିଥିବା ମହାମାରୀ ପୁଣି ଥରେ ଫେରି ଆସିଛି। ପ୍ରାୟ ୪ ବର୍ଷ ପରେ ପୁଣି ଥରେ ସାମ୍ଭର ହ୍ରଦରେ ପକ୍ଷୀମାନଙ୍କର ମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଦିନ ମଧ୍ୟରେ ୭ଶହରୁ ଅଧିକ…

ମୁଥ ମରାମରି ହେଲେ ସାଧୁସନ୍ଥ: ପରସ୍ପର ଉପରେ ଚାପୁଡ଼ା ବର୍ଷା

ପ୍ରୟାଗରାଜ,୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାକୁ ନେଇ ବସିଥିବା ଆଖଡା ବୈଠକରେ ମାରପିଟ୍‌ ହୋଇଛି। ସାଧୁ ଓ ସନ୍ଥଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଆଖଡା ସହିତ ଜଡିତ ସାଧୁମାନେ ପରସ୍ପରକୁ ଚାପୁଡ଼ା ମାରିଥିଲେ। କେବଳ ଏତିକି ନୁହେଁ, ସେମାନେ ପରସ୍ପରକୁ…

ବାଲିଯାତ୍ରାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ: ଏଥର ଏମିତି ହେବ…

କଟକ,୭।୧୧(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଗୁରୁବାର ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ,ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ…

ପୋଖରୀରୁ ପଙ୍କ ଉଦ୍ଧାର ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିବ ତାଲା, ବସ୍ତିବାସିନ୍ଦାଙ୍କ ଚେତାବନୀ

ଥୁଆମୂଳ ରାମପୁର,୭ା୧୧(ଦୁର୍ଗା କୀର୍ତ୍ତି): ସରକାରଙ୍କ ତରଫରୁ ସ୍ବଚ୍ଛ ଭାରତ ସୁସ୍ଥ ଜୀବନ ନାରାବାଜି ଦିଆଯାଉଥିବା ବେଳେ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି, ତଥାପି ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନାରେ ଓ ପୁତିଗନ୍ଧମୟ ପାଣି ଭରପୁର…

ପ୍ରକୃତିର କୋପ ନା ଆଶୀର୍ବାଦ! ସୌଦି ଆରବ ମରୁଭୂମିରେ ବରଫର ଚାଦର

ରିୟାଦ,୭।୧୧: ଗରମ ବାଲି ପାଇଁ ପ୍ରସିଦ୍ଧ ସୌଦି ଆରବର ମରୁଭୁମିରେ ଆପଣ କେବେ କଳ୍ପନା କରିଛନ୍ତି କି ହଠାତ୍‌ ପ୍ରବଳ ବର୍ଷା, କୁଆପଥର, ପ୍ରବଳ ଥଣ୍ଡା ଏବଂ ମରୁଭୂମିରେ ତୁଷାରପାତ, ନା! କିନ୍ତଏହା ସତ୍ୟ। ସୌଦି ଆରବର ଏକ ମରୁଭୂମିରେ ଠିକ…

ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା

ମୁମ୍ବାଇ: ହତ୍ୟା ଧମକ ପାଇବା ପରେ ଶାହାରୁଖ ଖାନ ଏହି ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇ ପୋଲିସକୁ ଏକ କଲ ଆସିଥିଲା ଯେଉଁଥିରେ ଶାହାରୁଖଙ୍କୁ ଧମକ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କଲ କରିଥିବା ଲୋକ ରାୟପୁର ବୋଲି ଜଣାପଡିଛି। ସେହି ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?