Home Left

ନିଜଠାରୁ ୩୪ ବର୍ଷ ବଡ଼ ଅଭିନେତାଙ୍କ ସହ ବୋଲ୍ଡ ହେଲେ ଉର୍ବଶୀ, ମୁହଁ ଲୁଚାଇଲେ…

ହାଇଦ୍ରାବାଦ: ପୁଣି ଖବରରେ ଅଭିନେତ୍ରୀ ଉର୍ବଶୀ ରୌତେଲା । ନିଜଠାରୁ ୩୪ ବର୍ଷ ବଡ଼ ଅଭିନେତାଙ୍କ ସହ ତାଙ୍କ ବୋଲ୍ଡ ନୃତ୍ୟକୁ ହଜମ କରିପାରୁ ନାହାନ୍ତି ପ୍ରଶଂସକ। ଅନେକ ଏହାକୁ ନେଇ ତାଙ୍କୁ ଟ୍ରୋଲ କରୁଛନ୍ତି। ଦକ୍ଷିଣ ଭାରତୀୟ ଷ୍ଟାର ନନ୍ଦମୁରୀ…

ଫସଲ କ୍ଷତି ହୋଇଥିଲେ ଏହି ଚାଷୀଙ୍କୁ ମିଳିବନି ଟଙ୍କା, ଏହି ଦିନ ଆସିବ ବାକି ଅନ୍ୟଙ୍କ ଖାତାକୁ

ଭୁବନେଶ୍ୱର,୩।୧: ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ଆଖିଲେ ଲୁହ । ଅମଳ ବେଳେ ଦାଉ ସାଝିଛି ବର୍ଷା। ହେଲେ ବର୍ତ୍ତମାନ ଏହି କ୍ଷତିର ଭରଣ କରିବେ ସରକାର । ଚାଷୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଅଦିନିଆ ବର୍ଷାଜନିତ…

କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି ଚେତା ହରାଇବା ସ୍ଥିତି ଉପୁଜିଥିଲା। ଶେଷରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ବିଗ ବ୍ୟାସ୍‌ ଲିଗ୍‌ର…

ଆଳୁ ଉପରେ ତାଙ୍କର ଅଧିକାର ଅଛି: ଜିନ୍ନତ କ’ଣ ପଶ୍ଚିମବଙ୍ଗ ଆଳୁ? କାହିଁକି ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର,୩।୧: ବାଘୁଣୀ ଜିନ୍ନତ୍‌ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କଟାକ୍ଷ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ ଜିନ୍ନତ୍‌କୁ ଫେରାଇବା ପାଇଁ NTCA ଓ ରାଜ୍ୟର ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଜିନ୍ନତ୍‌ କ’ଣ ଆଳୁ…

ରୋହିତଙ୍କ ପାଇଁ ପନ୍ତଙ୍କ ଆଖିରେ ଲୁହ, କହିଲେ-ଆମେ ତାଙ୍କୁ ଲିଡ୍‌ର ଭାବେ…

ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଖେଳୁଛି ଦଳ। ଏବେ ରୋହିତଙ୍କୁ ଦଳରୁ ବାଦ୍‌ ପଡ଼ିବାକୁ ନେଇ ଋଷଭ ପନ୍ତଙ୍କ ବୟାନ ସାମ୍ନାକୁ…

ସିଡନୀ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଖେଳାଳି…

ସିଡନୀ,୩।୧: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କ୍ରମାଗତ ଭାବେ ଖରାପ ଫର୍ମ ଏବଂ ଅଧିନାୟକତ୍ୱକୁ ନେଇ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ନିଜକୁ ସିଡନୀ ଟେଷ୍ଟରୁ ଡ୍ରପ୍‌ କରିଛନ୍ତି। ଏହି ଟେଷ୍ଟ ପରେ ରୋହିତ ଟେଷ୍ଟ କ୍ରିକେଟରୁ ଅବସର…

ମଣ୍ଡିରେ ଚାଷୀ ଠକେଇର ଶିକାର ହେଲେ ହେବ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୩ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ମଣ୍ଡିରେ ଶୁକ୍ରବାର ଧାନକିଣା ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଆମ…

ଡାଇଭ୍‌ ମାରି ବଲ୍‌ ରୋକିବା ବେଳେ ଭାଙ୍ଗିଲା ଗୋଡ଼! ମଇଦାନରୁ ହ୍ବିଇଲ୍‌ ଚେୟାରରେ ଡାକ୍ତରଖାନା ଗଲେ…

କେପଟାଉନ୍‌,୩।୧: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦୁଃଖଦ ଘଟଣା ଘଟିଛି। ଫିଲ୍ଡିଂ ସମୟରେ ସାଇମ୍‌ ଆୟୁବ୍‌ ଆହତ ହୋଇଛନ୍ତି। ପାକିସ୍ତାନ ବୋଲିଂର ସପ୍ତମ ଓଭରରେ ଏହି ଦୁର୍ଘଟଣା ଘଟିଛି। କ୍ରିକେଟର ଅବ୍ବାସଙ୍କ ବଲ୍‌କୁ…

ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ

ନୟାଗଡ,୩।୧: ନୟାଗଡ଼ ଜିଲାର ଜଙ୍ଗଲରେ ଛୁଆ ସହିତ ଏକ ବିରଳ ମେଲାନିଷ୍ଟିକ୍ କଳା କଲରାପତରିଆ ଦେଖିବାକୁ ମିଳିଛି। ବାଘଟି ପାଟିରେ ଏକ ଛୁଆ ନେଇ ଯାଉଥିବା କ୍ୟାମେରାରେ ଠାବ ହୋଇଛି। ନୟାଗଡ଼ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ଏକ ମେଲାନିଷ୍ଟିକ୍ କଳା…

‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’

ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍‌ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଭବନ ତଳେ ଏକ ଶିବଲିଙ୍ଗ ରହିଥିବା ସେ ସ୍ବପ୍ନରେ ଦେଖିଛନ୍ତି। ସରକାର ସେହି…

ବିସ୍ଫୋରକ ବୟାନ ଦେଲେ ପ୍ରଭାତ: କହିଲେ ଯିଏ ମୋ ଗୋଡ଼ ଟାଣିଛନ୍ତି ତାଙ୍କ କଥା ଗୋଟିଗୋଟି କି ….

କଟକ,୩।୧: କଟକରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ ସେଠାରେ ପ୍ରଭାତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,କିଛି ଲୋକ ମୋ ଗୋଡ଼ ଟାଣିଛନ୍ତି। ଯେଉଁମାନେ ମୋ ଗୋଡ଼ ଟାଣିଛନ୍ତି ସେମାନଙ୍କ କଥା ଜଗନ୍ନାଥ ବୁଝିବେ। ରାମାୟଣରେ…

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ଭାଇଚାରା, ଶାନ୍ତି ସଦ୍‌ଭାବନା ପାଇଁ ନିଆରା ପ୍ରୟାସ

ଦାରିଙ୍ଗବାଡି,୩।୧ (ଅରୁଣ ସାହୁ ): କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ନୂତନ ବର୍ଷରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ସାଂସ୍କୃତିକ କାର୍ଯ୍ୟକ୍ରମ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମକରେ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?