କାରଖାନା ଶ୍ରମିକଙ୍କ ଦରମା ୨୦ହଜାରରୁ କମ୍
ଭୁବନେଶ୍ୱର, ୧୮।୮ (ଅନୁରାଧା ମହାରଣା): ଭାରତର ବିଭିନ୍ନ କାରଖାନା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ପ୍ରଦାନ କରୁଥିବା ଅଧିକାଂଶ ଶ୍ରମିକ (ବ୍ଲୁ-କଲର) ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଦରମା ପାଇଥା’ନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରମିକଙ୍କ ଏକ…
ଗ୍ରହମାନଙ୍କ ନିକ୍ ନେମ୍
ଗ୍ରହମାନଙ୍କର ବିଭିନ୍ନ ରଙ୍ଗ ଓ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟକୁ ଆଖି ଆଗରେ ରଖି ବିଭିନ୍ନ ନିକ୍ ନେମ୍ ବା ଡାକନାମ ରଖାଯାଇଛି। ଜାଣିବା କେତେକ ଗ୍ରହ ମାନଙ୍କ ନିକ୍ ନେମ୍ ସମ୍ପର୍କରେ… ବ୍ଲୁ ପ୍ଲାନେଟ୍: ପୃଥିବୀପୃଷ୍ଠରେ ୭୦%ରୁ…
ସିଂହଦ୍ୱାର ସମ୍ମୁଖରେ ଭାସିଲା ପେଯ ନଳା ପାଣି
ପୁରୀ,୧୮ା୮(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶନିବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣି ଭାସିଥିଲା, ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ…
ହଟ୍ଟଗୋଳ କରନି, କ୍ୟାରିୟରକୁ ଦେଖ: ରିଜିଜୁ
ଭୁବନେଶ୍ୱର,୧୮।୮(ଅନିଲଦାସ): ଦୁଇ ମିନିଟ୍ ଗୃହରେ ହଙ୍ଗାମା କରି ଖବରର ସିରୋନାମା ନ ପାଲଟି ଲମ୍ବା କ୍ୟାରିୟର ପାଇଁ ଧ୍ୟାନଦେବାକୁ ବିଧାୟକମାନଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ମନ୍ତ୍ରୀ କିରେନ୍ ରିଜିଜୁ ପରାମର୍ଶ ଦେଇଛନ୍ତି। ବିଧାନସଭା ପରିସରରେ ନବନିର୍ବାଚିତ ବିଧାୟକମାନଙ୍କ ନିମନ୍ତେ…
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀଙ୍କ ପରଲୋକ
ଭୁବନେଶ୍ୱର,୧୮ା୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ…
‘ସାଙ୍ଗମାନେ କେବେବି ଅନଲାଇନ୍ ଗେମ ଖେଳିବନି’, ଶେଷ ମେସେଜ୍ ଦେଇ ଜୀବନ ହାରିଲେ ଯୁବକ
ବାଲେଶ୍ୱର(ବାଞ୍ଛାନିଧି ଦେ)/ରେମୁଣା (ରବୀନ୍ଦ୍ର ମହାକୁଡ଼), ୧୮।୮: ସାଙ୍ଗମାନେ କେବେବି ଗେମ ଖେଳିବନି, ଜମା ବି ସେ ଭୁଲ୍ କରିବନି। ମୁଁ ଜାଣି ନ ଥିଲି ଗେମ ଖେଳି ଚକ୍ରବ୍ୟୁହରେ ପଡ଼ିଯିବି ବୋଲି। ଗେମ ହେଉଛି ମାୟାବିନୀ। ଟିକେ ଟିକେ ଖୁସି ଦେଇ…
ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର
ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ ପୂର୍ବରୁ ଆସିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ସହ ଏହାର ଜେରକ୍ସ…
ଏଇ ଭାରତରେ
ନୂତନତ୍ୱର ସନ୍ଧାନ ବହୁ ସମୟରେ ବ୍ୟକ୍ତିଙ୍କୁ ନୂତନ ସ୍ତରରେ ପହଞ୍ଚାଇ ଦେଇଥାଏ, ଯାହା ଘଟିଛି ସୋନାଲ ଓ ବୈଭବଙ୍କ ଜୀବନରେ। ଏହି ଦୁଇଜଣ କୁରୁକ୍ଷେତ୍ର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏନ୍ଆଇଟି)ରୁ ଡିଗ୍ରୀ ହାସଲ କରିବା ପରେ ଏବେ ପ୍ଲାଷ୍ଟିିକ ବର୍ଜ୍ୟ ବ୍ୟବହାର…
ସ୍ବାସ୍ଥ୍ୟସେବା ବ୍ୟାହତ
କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ୍ (ଆଇଏମ୍ଏ) ପକ୍ଷରୁ ଶନିବାର ସକାଳ ୬ଟାରୁ ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏଥିରେ କୋଲକାତା,…
ଉଦାରବାଦୀ ପ୍ରଧାନମନ୍ତ୍ରୀ
ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଥାଇଲାଣ୍ଡରେ ବିଗତ କିଛି ବର୍ଷ ହେବ ରାଜନୈତିକ ସଙ୍କଟ ଲାଗିରହିଛି। ଦୁଇ ଦିନ ତଳେ ଏକ ଲାଞ୍ଚ ମାମଲାରେ ଦେଶର ଏକ କୋର୍ଟ ପ୍ରଧାନମନ୍ତ୍ରୀ ଥିବା ସ୍ରେଟ୍ଥା ଥାଭିସିନ୍ଙ୍କୁ ପଦବୀରୁ ହଟାଇଦେଇଥିଲେ। ଫଳରେ ୧୬ ଅଗଷ୍ଟରେ ୩୭…
ପ୍ରେମ ପରୀକ୍ଷାର ଖେଳ
ଥିଲେ ଜଣେ ପ୍ରେମିକ ପୁରୁଷ। ପ୍ରେମ ହିଁ ଥିଲା ତାଙ୍କ ସମର୍ଥ ପୁରୁଷାକାରର ପ୍ରଥମ ପରିଚୟ। ସେଇ ପ୍ରେମ ମଧ୍ୟ ଥିଲା ତାଙ୍କ ସାଧନାର ଶେଷ ସିଦ୍ଧାନ୍ତ। ସେ ସବୁବେଳେ କହୁଥିଲେ- ”ପ୍ରେମରେ ମୋ ଜୀବନ। ପ୍ରେମରେ ହିଁ ମୋ ନିର୍ବାଣ।“…
ଆଇନ ପରିବର୍ତ୍ତନର ପ୍ରୟାସ
ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ ଅଭିଭାଷଣରେ କହିଥିଲେ ଯେ, ତାଙ୍କ ସରକାର ଭାରତର ପର୍ସନାଲ ଲ’ ବା ବ୍ୟକ୍ତଗତ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବ। ସେ ମଧ୍ୟ କହିଥିଲେ, ଏକ କମ୍ୟୁନାଲ ସିଭିଲ କୋଡ୍( ସାମ୍ପ୍ରଦାୟିକ ନାଗରିକ ସଂହିତା)ରେ ୭୫…
Archives


