Home Left

ବିଜେଡି କରିବ ଅଲଗା ପ୍ରଶିକ୍ଷଣ ଶିବିର: ଏମିତି କହିଲେ ପ୍ରତାପ ଦେବ୍‌ 

ଭୁବନେଶ୍ୱର,୧୭।୮: ଭାଜପା ପରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର। ଆସନ୍ତା ୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ଏହି  ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭା ନୀତି ନିୟମ ଉପରେ ଜ୍ଞାନ ଥିବା ବ୍ୟକ୍ତି ପ୍ରଶିକ୍ଷଣ ଦେବେ। ଏଥିରେ ଯେଉଁମାନେ ନୂଆ ଭାବେ…

ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାରର ପ୍ରତିବାଦ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ବନ୍ଦ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୋଲକାତାର ଆରଜି କର ମେଡିକାଲ କଲେଜ ଡାକ୍ତରୀ ଦ୍ବିତୀୟ ବର୍ଷ ପିଜି ଛାତ୍ରୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ଘଟଣା ପ୍ରତିବାଦରେ ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ତଥା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା…

‘କିମ ଜୋଙ୍ଗ ଉନ୍‌ ବି ମମତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ’, ଏମିତି କାହିଁକି କହିଲା ଭାଜପା

ନୂଆଦିଲ୍ଲୀ,୧୭।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟାକାଣ୍ଡ ପ୍ରସଙ୍ଗରେ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତା ବାନାର୍ଜୀଙ୍କୁ ଭାଜପା ଜୋରଦାର ଆକ୍ରମଣ କରିଛି। ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଭାଜପା ମୁଖପାତ୍ର ଶାହଜାଦ ପୁନାୱାଲା…

ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପ୍ରତିବାଦରେ ସବୁ ଅଚଳ କରିଦେଲେ ଭୀମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଛାତ୍ର

ବଲାଙ୍ଗୀର,୧୭ା୮(ସୁନୀଲ କୁମାର ମହାନ୍ତି): କୋଲକାତାର ଏକ ଡାକ୍ତରଖାନାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଶନିବାର ବଲାଙ୍ଗୀର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ରୀଛାତ୍ର ହସ୍ପିଟାଲ ପରିସରରେ ଧାରଣା ଦେବା ସହ ଓପିଡି, ଅସ୍ତ୍ରୋପଚାର କକ୍ଷ,…

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ପ୍ରଦୀପଙ୍କ ଘର, ଅଫିସ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏହି…

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀ ଦେଲେ ଖୁସି ଖବର, ପୁଣି ମିଳିବ ଗହମ !

ଭୁବନେଶ଼୍ବର, ୧୭।୦୮: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର । ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ମିଳୁଥିବା…

ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍‌ ସରକାର କହିଲେ ଏବେ…

ଢାକା,୧୭।୮: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି।…

କାର୍ଗୋ ବିମାନରୁ ଲିକ ହେଲା ରେଡିଓ ଆକ୍ଟିଭ ମେଟେରିୟାଲ: ୨ ଜଣ ବେହୋସ

ଲକ୍ଷ୍ନୌ,୧୭।୮: ଲକ୍ଷ୍ନୌ ବିମାନବନ୍ଦରର କାର୍ଗୋରେ ରେଡିଓଆକ୍ଟିଭ ସାମଗ୍ରୀ ଲିକ ହେବାପରେ ଏକ ଭୟର ବାତାବରଣ ଦେଖାଦେଇଥିଲା। ଏହି ଲିକ୍‌ କାରଣରୁ ଦୁଇଜଣ କାର୍ଗୋ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। ସିଏସଏଫ ଘଟଣାସ୍ଥଳରେ ପହଞ୍ଚିଛି। ଏନଡିଆରଏଫ ଦଳକୁ ମଧ୍ୟ ଡକାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ…

କାର୍ଯ୍ୟଭାର ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି

ପୁରୀ,୧୭ା୮: ନୂଆ ପୋଲିସ ଡିଜି ଭାବେ ଓ୍ବାଇ ବି ଖୁରାନିଆ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ତାଙ୍କୁ…

ଜିଏସ୍‌ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ, ଜାରି ରହିିଛି ଚଢାଉ

ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍‌ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ରେଡ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା, ଭୁବନେଶ୍ବର, କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା ମିଳିଛି।…

ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ

ନୂଆଦିଲ୍ଲୀ,୧୭।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଶନିବାର ସକାଳେ ସ୍ବଦେଶ ଫେରିଛନ୍ତି। ପ୍ୟାରିସରୁ ଫେରିଥିବା ଭିନେଶଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଉତ୍ସାହର ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ସମର୍ଥନ କରିବାକୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଆସିଥିଲେ। ଏହି ସମୟରେ ସାକ୍ଷୀ ମଲିକ…

ଦିନେ ଥିଲେ ଟିମ୍‌ର କ୍ୟାପ୍ଟେନ୍‌, ହେଲେ ଆଜି ସବୁ ଫର୍ମାଟ୍‌ରୁ ବ୍ୟାନ୍‌ କଲା କ୍ରିକେଟ୍‌ ବୋର୍ଡ

ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍‌ କିପର ଭାବେ ଜଣାଶୁଣା ନିରୋଶନ ଡିକ୍‌ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍‌ ୨୦୨୪ରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri