Home Left

ମମତା ବନାର୍ଜୀଙ୍କୁ ଦେଖି କିମ୍‌ ଜୋଙ୍ଗ୍‌ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?

ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍‌ଜି ମେଡିକାଲ୍‌ କଲେଜ୍‌ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍‌ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌…

ଅଧାରେ ଅଟକି ଯାଇଥିଲା ଜାତୀୟ ପତାକା, ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ିଆସି…

ସ୍ବାଧୀନତା ଦିବସର ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ୭୮ତମ ସ୍ବାଧୀନତା ଦିବସ ପାଳନ ହୋଇଥିବା ବେଳେ ଏକ ପକ୍ଷୀ ପତାକା ଉତ୍ତୋଳନ କରୁଥିବା ଭିଡ଼ିଓ ଦେଖିବାକୁ ମିଳୁଛି। ଏହି ଭିଡିଓ କେରଳରୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି…

ଭାରତରେ କରୋନା ପରି ବ୍ୟାପିବ କି ମଙ୍କିପକ୍ସ? କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୮: କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍‌ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗର ବିପଦ ଆଶଙ୍କା ଏବେ ଭାରତର…

ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ

ସମ୍ବଲପୁର,୧୭।୮: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି।…

ପୋର୍ଟ, ଆଇଆରଇଏଲରେ ସ୍ଥାନୀୟ ଚାଳକଙ୍କୁ ଉପେକ୍ଷା: ଡ୍ରାଇଭର ସଙ୍ଘର ୬ ଦଫା ଦାବି

ଛତ୍ରପୁର,୧୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଥିବା ଗୋପାଳପୁର ପୋର୍ଟ ଓ ଆଇଆରଇଏଲ ପ୍ଲାଣ୍ଟରେ ସ୍ଥାନୀୟ ଚାଳକମାନଙ୍କୁ ନିଯୁକ୍ତି ଦେବାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏକ ବୈଠକରେ ମା’ ବିରସିଂ ଚାଳକ…

ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍‌ମାରି ପିଟିପିଟି ମାରିଦେଲେ

ସୁଲତାନପୁର, ୧୭।୦୮: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ଦିନ ଦ଼୍ବିପ୍ରହରରେ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଇଞ୍ଜିନିୟରଙ୍କ ଡ୍ରାଇଭର…

ବିଧାୟକଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମକୁ ବିଜେଡି-କଂଗ୍ରେସର ମନା: ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ

ଭୁବନେଶ୍ୱର,୧୭।୮: ଶନିବାର ଓ ରବିବାର ଦୁଇ ଦିନ ଧରି ବିଧାନସଭା ପରିସରରେ ବିଧାୟକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ସାମିଲ ହୋଇ ଅଭିଜ୍ଞତା ବାଣ୍ଟିବେ।…

ଇଶାରାରେ ଏମିତି କହିଦେଲେ ବସୁନ୍ଧରା ରାଜେ: ଭାଜପାରେ ହଲଚଲ

ଜୟପୁର,୧୭।୮:ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ପୁଣି ଥରେ ଇଶାରାରେ ଏକ ବଡ଼ କଥା କହିଛନ୍ତି। ରାଜେ ଦୁଇଟି ଧାଡିରେ ନିଜର ମତ ପ୍ରକାଶ କରିଥିଲେ। ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯନ୍ତ୍ରଣା କିମ୍ବା କାହାକୁ ଦିଆଯାଇଥିବା ପରାମର୍ଶ ଭାବରେ ବିବେଚନା କରାଯାଇପାରେ।…

ନ୍ୟାୟ, ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର

ଛତ୍ରପୁର,୧୭ା୮(ସନ୍ତୋଷ ପାଢ଼ୀ): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଓ ମେଡିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି । ଏନେଇ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବିଦ୍ୟାଳୟକୁ ଏସବୁ ଜିତିଷ ଆଣିପାରିବେନି ଛାତ୍ରଛାତ୍ରୀ

ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁରର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଝଗଡା ପରେ ଆରମ୍ଭ ହୋଇଥିବା ହିଂସା ପରେ ଭଜନ ଲାଲ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଉଦୟପୁର ହିଂସା ପରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର ସାରା…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଲେ ଏମପି: ପଚାରି ବୁଝିଲେ ସମସ୍ୟା

ରାଇକିଆ,୧୭।୮-(ପ୍ରଦୀପ ବେହେରା): କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀଙ୍କ ରାଇକିଆ ଗସ୍ତ ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିବୁଝିଛନ୍ତ। ଇନଡୋରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।ଏହି ଅବସରରେ ମେଡିକାଲର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ…

ବୈଜୟନ୍ତଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି

ନୂଆଦିଲ୍ଲୀ,୧୭।୮: ଭାଜପା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି  ଓମ୍‌ ବିର୍ଲା। ବୈଜୟନ୍ତ ପଣ୍ଡା ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। କମିଟିରେ ଲୋକ ସଭାରୁ ୧୫, ରାଜ୍ୟ ସଭାରୁ ୭ ସଦସ୍ୟଙ୍କୁ ଚୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri