Home Left

ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷା ହେଲେ କୁମାରୀ ଦାସ

ଖଲ୍ଲିକୋଟ,୨୨ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପାଇଁ ଗୁରୁବାର ଅନୁଷ୍ଠିତ ଉପନିର୍ବାଚନରେ ଚିକିଲି ପଞ୍ଚାୟତ ସମିତି ସଭ୍ୟା କୁମାରୀ ଦାସ ବିଜୟ ଲାଭ କରିଛନ୍ତି। ଖଲ୍ଲିକୋଟ ବ୍ଲକର ୨୮ଟି ପଞ୍ଚାୟତର ସମିତିସଭ୍ୟମାନେ ନିଜ ନିଜ ମତଦାନ କରିଥିଲେ।…

କୋଲକାତା ଘଟଣା: ଦୁର୍ଗା ମୂର୍ତ୍ତି ନିର୍ମାଣ ପାଇଁ ମାଟି ଦେବାକୁ ମନାକଲେ ସୋନାଗାଛିର ଦେହଜୀବୀ! ସତ ଜାଣିଲେ…

କୋଲକାତା,୨୨।୮; କୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି ଲୋମହର୍ଷଣକାରୀ ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହି ଘଟଣାକୁ ବିରୋଧ କରି…

ଆଗକୁ ଆସୁଛି ନୂଆ ସିନେମା ‘ଆଶ୍ରମ’

କୌଣସି କ୍ଷେତ୍ରରେ ସଫଳତା ପାଇବା ସହଜ କଥା ନୁହେଁ। ଏଥିପାଇଁ ଲୋଡା ଏକାଗ୍ରତା, ଚେଷ୍ଟା ଆଉ ପ୍ରଗାଢ଼ ନିଷ୍ଠା। ପାଠପଢ଼ା ସମୟରେ ସେ ନିଜକୁ ନୃତ୍ୟ କଳା ସହ ଜଡିତ ରଖିଥିଲେ। ତଥାପି ସେ ନିଜର ଲକ୍ଷ୍ୟ ହାସଲ କରିବା ସହ…

ଆକ୍ସନ ପାଇଁ ସଜବାଜ ହେଉଛନ୍ତି ସଲ୍ଲୁ

ସଲମାନ ଖାଁ ଓରଫ ସଲ୍ଲୁଙ୍କୁ ନେଇ ଏବେ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ବର୍ତ୍ତମାନ ସେ ଅଭିନୟ କରୁଥିବା ବିଗ୍‌-ବଜେଟ୍‌ ଫିଲ୍ମ ‘ସିକନ୍ଦର’ର ୪୦ଦିନିଆ ଶୁଟିଂ ଆଜିଠାରୁ ଆରମ୍ଭ ହେବ। ହେଲେ ଏହି ସମୟରେ କେବଳ ଆକ୍ସନ…

ନିର୍ଭୟା ଅଭିଯୁକ୍ତଙ୍କ ସପକ୍ଷରେ କେସ୍‌ ଲଢିଥିବା ଓକିଲ ଏବେ ସଞ୍ଜୟ ରୟଙ୍କ କେସ୍‌ ଲଢିବେ! ଏଭଳି ସର୍ତ୍ତ ରଖି ଓକିଲ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତା ଆର.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୟ ରୟଙ୍କ କେସ୍‌ କୌଣସି ଓକିଲ ଳଢିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟର ଓକିଲ ଅଜୟ ପ୍ରକାଶ ସିଂ କୋଲକାତା…

ଫିଟ୍‌ନେସ୍‌ର ରାଜ୍‌ ଖୋଲିଲେ ଜ୍ୟାକ୍‌ଲିନ୍‌

ଏକଦା ଶ୍ରୀଲଙ୍କା ସୁନ୍ଦରୀ ଟାଇଟଲ ବିଜୟିନୀ ଜ୍ୟାକଲିନ୍‌ ଫର୍ନାଡିସ ଏବେ ଅଭିନୟ ସହ ନିଜକୁ ଜଡିତ ରଖିଛନ୍ତି। ଇତିମଧ୍ୟରେ ସେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଆକ୍ଟିଂ କରିସାରିଲେଣି। ତେବେ ନିଜ ଫିଟ୍‌ନେସ ବିଷୟରେ କହିବା ବେଳେ ସେ ଜଣଙ୍କୁ ପ୍ରଶଂସା…

ପୁଷ୍ପା-୨କୁ ନେଇ ଏମିତି କହିଲେ ରଶ୍ମିକା ମନ୍ଦାନା

ରଶ୍ମିକା ମନ୍ଦାନା କେତେ ଆଶା ବାନ୍ଧି ବସିଥିଲେ। ଯାହାହେଉ ଏଥର ସ୍ବାଧୀନତା ଦିବସରେ ‘ପୁଷ୍ପା-୨’ ରିଲିଜ ହେବ। ହେଲେ ପୁଣି ଥରେ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଡିସେମ୍ବର ୬ରେ ଚିତ୍ରଟି ପରଦା ଉପରକୁ ଆସିବ ବୋଲି…

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ…

ଦମନ: ଓଡ଼ିଆ ସିନେମା ପାଇଁ ନୂଆ ସନ୍ଦେଶ

”କୋଭିଡ୍‌ ମହାମାରୀ ପରେ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ନିଚ୍ଛକ…

ହକି ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ନବୀନ, କହିଲେ ହକି ଓଡ଼ିଶାର…

ଭୁବନେଶ୍ୱର, ୨୨।୮: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଖେଳାଳି ଭେଟିଛନ୍ତି। ଏହି ସାକ୍ଷାତକୁ ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ନବୀନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିବା ପରେ ବିଜେତା ଭାରତୀୟ…

କୋଲକାତା ଘଟଣାରେ ମୁହଁ ଖୋଲିଲେ ଅଭିଷେକ ବାନାର୍ଜୀ, ମମତାଙ୍କୁ କହିଲେ ଦୁଃଖର ବିଷୟ…

କୋଲକାତା ,୨୨।୮: କୋଲକାତା ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହି ମାମଲାକୁ ନେଇ ଟିଏମସି ଏମପି ତଥା ପାର୍ଟି ମହାସଚିବ ଅଭିଷେକ ବାନାର୍ଜୀ ମୁହଁ ଖୋଲିଛନ୍ତି। ସୋସିଆଲ ମିଡିଆ…

ଲଣ୍ଡନରୁ ଭାରତ ଫେରିବେ ବିରାଟ-ଅନୁଷ୍କା, ୭ ମାସ ପରେ ଏଭଳି ହିଣ୍ଟ୍‌ ଦେଲେ ଅଭିନେତ୍ରୀ, କହିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ତାରକା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଗତ ୭ ମାସ ଧରି ଲଣ୍ଡନରେ ଅଛନ୍ତି। ପୁଅ ଆକାୟଙ୍କ ଜନ୍ମ ପରେ ଅଭିନେତ୍ରୀ ଝିଅ ଭାମିକାଙ୍କ ସହ ଲଣ୍ଡନରେ ଅଛନ୍ତି। ବିରାଟ କୋହଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri