ଭାରତ ବନ୍ଦର ପ୍ରଭାବ, ଏହିସବୁ ଜିଲାରେ ସ୍କୁଲ ଛୁଟି
ଜୟପୁର, ୨୧।୦୮: ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ ପୁଣି କ୍ୟାଟେଗୋରୀ କରିବାକୁ ବିରୋଧ କରି ସାରାଦେଶରେ ବନ୍ଦ ପାଳନ ଜାରି ରହିଛି । ରାଜସ୍ଥାନର ଅନେକ ଜିଲ୍ଲାର ଜିଲ୍ଲା ପ୍ରଶାସନ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ…
ନିଜ ପାଇଁ ବଡ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର!
ପାଟନା,୨୧।୮: ଜନ ସୁରଜର ସୂତ୍ରଧର ତଥା ନିର୍ବାଚନ ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିଜ ପାଇଁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଅତ୍ୟନ୍ତ ଉତ୍ସାହର ସହିତ ୨୦୨୫ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି କିନ୍ତୁ…
ଆଜି ନାମାଙ୍କନ ଭରିବେ ମମତା: ତାଙ୍କ ରାଜ୍ୟ ସଭାକୁ ଯିବା ଏକ ପ୍ରକାର…
ଭୁବନେଶ୍ୱର,୨୧।୮: ଭାଜପା ମମତା ମହନ୍ତଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି। ମମତା ଆଜି ନାମାଙ୍କନ ଭରିବେ । ତେବେ ଭାଜପା ପାଖରେ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ଏକପ୍ରକାର ରାଜ୍ୟ ସଭାକୁ ଯିବା ନିଶ୍ଚିତ ହୋଇସାରିଛି। ତେବେ…
ଏଠି ପୁରୁଷଙ୍କୁ ବଳାତ୍କାର କରନ୍ତି ମହିଳା!
କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସାରା ଭାରତରେ ସ୍ବର ଉତ୍ତୋଳନ କରାଯାଉଛି। ଏମିତି ଏକ ଜାଗା ଅଛି ଯେଉଁଠାରେ ନାରୀମାନଙ୍କର ଶୈଳୀ ସଂପୂର୍ଣ୍ଣ ଭାବେ ଶାସନ କରେ। ଏଠାରେ, ଯଦି ଜଣେ ମହିଳା…
ଦାରିଙ୍ଗବାଡିରେ ଭାରତ ବନ୍ଦ ପ୍ରଭାବ : ଚାରିଛକରେ ବିକ୍ଷୋଭ
ଦାରିଙ୍ଗବାଡି,୨୧।୮(ଅରୁଣ ସାହୁ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡି ପ୍ରଭାବିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡିମୋଟର ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଭାରତ ବନ୍ଦ ଡାକରାରେ ସ୍ଥାନୀୟ ରାଷ୍ଟ୍ରୀୟ ଆଦିବାସୀ ଏକତା…
ବିଷାକ୍ତ ମଦ ପିଇ ୨୩ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଚିକିଟି,୨୧।୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦ ପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ…
ଭଦ୍ରକରେ ଭାରତ ବନ୍ଦ ପ୍ରଭାବ: ଗାଡି ଚଳାଚଳ ବନ୍ଦ
ଭଦ୍ରକ, ୨୧।୮(ସନାତନ ରାଉତ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଭଦ୍ରକ ସହର ବନ୍ତ ଛକଠାରେ ଦଳିତ ସଂଗଠନ ପକ୍ଷରୁ ପ୍ରତିବାଦ…
ଠିକ କରୁ ନାହିଁ ଭାରତ, ଶୀଘ୍ର ଫେରାଉ ହାସିନାଙ୍କୁ
ଢାକା,୨୧।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ସରକାର ବଦଳି ଯାଇଛନ୍ତି। ସଂରକ୍ଷଣ ଝଡ଼ରେ ଶେଖ ହାସିନା ନିଜ ପଦ ହରାଇଲେ। ତାଙ୍କୁ ବାଂଲାଦେଶ ଛାଡି ପଳାଇବାକୁ ପଡିଲା। ବର୍ତ୍ତମାନ ସେ ଭାରତରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଭାରତରେ ମଧ୍ୟ ତାଙ୍କର ଅସୁବିଧା…
ଏଆର୍ସିଏସ୍ଙ୍କୁ ଭେଟିଲେ ଚାଷୀ
ରାଜକନିକା,୨୧।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକରେ ଥିବା କଟକ ସେଣ୍ଟ୍ରାଲ କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିଃ ଶାଖା ଅଧୀନରେ ୧୬ଟି ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପାକ୍ସ) ଅବସ୍ଥାପିତ। ସମସ୍ତ ସମବାୟ ସମିତିରେ ଚାଷୀଙ୍କ ଟଙ୍କା ହେର୍ଫେର…
ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ: ଘଣ୍ଟାଏ ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ
ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଅଖିଳ ଭାରତୀୟ ଏସସି-ଏସଟି ମିଳିତ ସମନ୍ବୟ ସମିତି ଆହ୍ବାନରେ ସଂରକ୍ଷଣ ବଚାଓ ସଂଘର୍ଷ କମିଟି, ଭୀମ ଆର୍ମି ସମେତ ବିଭିନ୍ନ ଦଳିତ ସଂଗଠନ ବୁଧବାର ୧୨ ଘଣ୍ଟା ଭାରତ ବନ୍ଦ…
‘ଆମେରିକାର ଐତିହାସିକ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି କମଲା ହାରିସ୍’, ଭାବପ୍ରବଣ ହୋଇ ବାଇଡେନ କହିଲେ…
ଓ୍ବାଶିଂଟନ,୨୧।୮: ଆମେରିକାର ଡେମୋକ୍ରାଟିକ ପାର୍ଟିର ଚାରି ଦିନିଆ ନ୍ୟାଶନାଲ କନଭେନ୍ଶନ ଚାଲିଛି । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଉଦ୍ବୋଧନ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, ଡେମୋକ୍ରାଟିକ ପାର୍ଟିର ଦାୟିତ୍ୱ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଦିଆଯାଇଛି।…
ଗଞ୍ଜାମରେ ପଡିଲାନି ଭାରତ ବନ୍ଦ ପ୍ରଭାବ
ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ): ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ଜନଜାତି(ଏସ୍ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣଙ୍କୁ ନେଇ ଅଗଷ୍ଟ ୨୧ ଅର୍ଥାତ୍ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗଞ୍ଜାମ ସହରରେ ଭାରତ ବନ୍ଦର ପ୍ରଭାବ ପଡି ନ ଥିବା ପରିଲକ୍ଷିତ ହୋଇଛି…
Archives


