ଓଡିଶା ଟ୍ୟାଲେଣ୍ଟ ହଣ୍ଟ ଜିତି ଗଞ୍ଜାମ ପାଇଁ ଗୌରବ ଆଣିଲେ ଆକାଂକ୍ଷା
ଗଞ୍ଜାମ,୨୨।୮(ବିଦ୍ୟାଧର ସାହୁ): ଓଡିଶା ଟେଲେଣ୍ଟ ହଣ୍ଟ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି ଗଞ୍ଜାମର କୁନି ବିସ୍ମୟୀ ଝିଅ ଆକାଂକ୍ଷା ପଣ୍ଡା। ଗଞ୍ଜାମ ସହର ସାନବଜ଼ାର ପ୍ରଫୁଲ କୁମାର ପଣ୍ଡା ଓ…
କିଏ ଗୋବିନ୍ଦ ମୋହନ? ଯିଏ ଏବେ ସମ୍ଭାଳିବେ କେନ୍ଦ୍ର ଗୃହ ସଚିବ କାର୍ଯ୍ୟଭାର
ନୂଆଦିଲ୍ଲୀ,୨୨।୮: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ବରିଷ୍ଠ ଅଧିକାରୀ ଗୋବିନ୍ଦ ମୋହନ ଗୁରୁବାର କେନ୍ଦ୍ର ଗୃହ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନ ନେବେ, ଯାହଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ପଦବୀରେ…
ଭାରତ ଯାହା କରେ, ତାହା ରେକର୍ଡ ହୋଇଯାଏ: ପୋଲାଣ୍ଡରେ କାହିଁକି ଏମିତି କହିଲେ ମୋଦି
ଓ୍ବାର୍ସ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି। ସେ ୨୧ ଏବଂ ୨୨ ଅଗଷ୍ଟରେ ପୋଲାଣ୍ଡରେ ରହିବେ ଏବଂ ଏହା ପରେ ୨୩ ଅଗଷ୍ଟରେ ୟୁକ୍ରେନ ଯିବେ। ମୋଦି ପୋଲାଣ୍ଡର ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି।…
ଏନଡିଏରେ ଫାଟ! ମୋଦିଙ୍କ ହନୁମାନ ଏବେ ବିରୋଧୀ ଦଳକୁ କରୁଛନ୍ତି ସମର୍ଥନ, କରୁଛନ୍ତି କି ନୂଆ ଷ୍ଟ୍ରାଟେଜି
ନୂଆଦିଲ୍ଲୀ,୨୨।୮: ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଚିରାଗ ପାସୱାନ ପ୍ରଧାନମନ୍ତ୍ରୀଙ୍କ ସଙ୍କଟମୋଚକ ଭାବେ ଉଭା ହୋଇଥିଲେ। ସେ ନିଜେ ଏହା ମଧ୍ୟ କହିଛନ୍ତି ଯେ ସେ ହେଉଛନ୍ତି ମୋଦିଙ୍କ ହନୁମାନ। ତେବେ, ପୁସ୍ତକ କି ମନରେ ହେଉ ହନୁମାନଜୀ…
ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉ
ଭୁବନେଶ୍ୱର, ୨୨ା୮(ଅସମାପିକା ସାହୁ): ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କରିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଶିକ୍ଷା କ୍ୟାଲେଣ୍ଡରରେ ସରକାର ଛାତ୍ର ସଂସଦ ନିର୍ବାଚନକୁ ସାମିଲ କରି ଏବର୍ଷ ନିର୍ବାଚନ…
ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବୁଡ଼ିଗଲେ
ବ୍ର୍ରହ୍ମବରଦା,୨୨।୮(ଯଯାତି କେଶରୀ ବେହେରା):ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ୩ ଯୁବକ ବୁଧବାର ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜଣେ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ଗ୍ରାମର ସେକ୍ ମୁକ୍ତାର ମହମ୍ମଦଙ୍କ ପୁଅ ସେକ୍ ଜଲାଲ…
ଖର୍ଚ୍ଚଦାବି ଆଲୋଚନା: ଶାସକ-ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ଭାଜପା ଦଳିତ, ଆଦିବାସୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ବିରୋଧୀ। ଓଡ଼ିଶାରେ ଭାଜପା ସରକାର ପେସା ଆଇନ କେବେ ଲାଗୁକରିବେ ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀ କୁହନ୍ତୁ। ସାରା ଦେଶରେ ଭାଜପାର ମୁଖା ବର୍ତ୍ତମାନ ଖୋଲିଗଲାଣି। ଓଡ଼ିଶାରେ ଓଡ଼ିଆ ସଂସ୍କୃତିର…
୫୦୦ ଆଦିବାସୀ ଗାଁକୁ ଆଦର୍ଶ ଗ୍ରାମ କରାଯିବ: ମନ୍ତ୍ରୀ ନିତ୍ୟାନନ୍ଦ
ଭୁବନେଶ୍ୱର, ୨୨।୮(ସୁନିତ୍ ମିଶ୍ର): ଆସନ୍ତା ୫ ବର୍ଷରେ ୫ ଶହ ଆଦିବାସୀ ଗ୍ରାମକୁ ଆଦର୍ଶ ଆଦିବାସୀ ଗ୍ରାମରେ ପରିଣତ କରାଯିବ। ସେହିପରି ଆଦିବାସୀ ବହୁଳ ଜିଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ…
ଡୋପିଂରେ ବିଫଳ ସତ୍ତ୍ୱେ ବାସନ୍ଦ ହେଲେନି
ମାଞ୍ଚେଷ୍ଟର,୨୨ା୮(ପି.ଟି.): ଇଟାଲୀର ଟେନିସ୍ ଖେଳାଳି ଜାନିକ ସିନର ଦୁଇ ଥର ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ହେଁ ତାଙ୍କୁ ବାସନ୍ଦ କରାଯାଇ ନାହିଁ। ଏହାକୁ ନେଇ ସମଗ୍ର ବିଶ୍ୱର ଖେଳାଳି ମାନଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇଥର ଡୋପ…
ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ-ଭିଡିଓ ଭାଇରାଲ କରୁଥିଲେ ସ୍ବାମୀ: ଧରିଲା ପୋଲିସ
ରସୁଲପୁର,୨୨ା୮(ରଂଜିତ ରାଉତ):କୁଆଖିଆ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରତାରଣା କରାଯିବା ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ…
ଫୋଡେନ୍, ଖାଡିଜା ଶ୍ରେଷ୍ଠ ଖେଳାଳି
ମାଞ୍ଚେଷ୍ଟର,୨୨ା୮(ପି.ଟି.): ପ୍ରଫେଶନାଲ ଫୁଟବଲର୍ସ ଆସୋସିଏଶନ (ପିଏଫ୍ଏ) ପକ୍ଷରୁ ବୁଧବାର ଇଂଲିଶ ସକ୍କରର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ମାଞ୍ଚେଷ୍ଟର ସିଟି ପକ୍ଷରୁ ଖେଳୁଥିବା ଫିଲ ଫୋଡେନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଖାଡିଜା ଶ’ଙ୍କୁ ସମ୍ମାନିତ କରାଯାଇଛି। ଫୋଡେନ୍…
ମଦ ମୃତ୍ୟୁର ଅନୁଧ୍ୟାନ କରିବ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ଭୁବନେଶ୍ୱର,୨୨।୮(ଅନିଲ ଦାସ): ଭାଜପା ସରକାର ଦାୟିତ୍ୱ ନେବାର ୧୦୦ ଦିନ ନ ପୂରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟିଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ…
Archives


