ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ସିବିଆଇ ରାଡାରରେ ୨୫ଜଣ, ଖୋଲିବ ମୃତ୍ୟୁ ରହସ୍ୟ
କୋଲକାତା ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ହୋଇଥିବା ଲିଫାପାରେ ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ…
ରାଜନୀତିରେ ବିଜୟଙ୍କ ଏଣ୍ଟ୍ରି, ଦଳ ଘୋଷଣା କରିବା ପରେ ଏବେ ଦଳର ପତାକା କଲେ ଉନ୍ମୋଚନ
ନୂଆଦିଲ୍ଲୀ,୨୨।୮: ତାମିଲ ମେଗାଷ୍ଟାର ବିଜୟ ଥାଲାପଥି ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଫେବୃଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରିକାଝାଗାମ’ (ଟିଭିକେ) ଗଠନ ପାଇଁ ଘୋଷଣା କରିଥିଲେ। ଗୁରୁବାର ସେ ଏହାକୁ ଆହୁରି ଆଗକୁ ନେଇଛନ୍ତି ଏବଂ…
ଶ୍ରୀନଗରରେ ଡେରା ପକାଇଛନ୍ତି ରାହୁଲ ଗାନ୍ଧୀ
ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ମଞ୍ଚରେ ନିଜର ଦୃଢ ଉପସ୍ଥିତି ଜାହିର କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାଜପା ଦ୍ୱାରା…
ମହିଳାଙ୍କ ସୁରକ୍ଷା ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମମତା ସରକାର, ହେଲେ ବି କମୁନି ନିର୍ଯାତନା
କୋଲକାତା,୨୨।୮: କୋଲକାତା ଡାକ୍ତର ମଳାତ୍କାର ଓ ହତ୍ୟା ମାମଲାରେ ଦେଶ ଉଠୁଛି ପଡୁଛି। ବଳାତ୍କାର ମାମଲାରେ ତଦନ୍ତ ଯେତିକି ହେଉଛି, ହସ୍ପିଟାଲର କଳା ଇତିହାସର ଚିଠା ସେତିକି ଲମ୍ବି ଲମ୍ବି ଯାଉଛି। ଏହି ଘଟଣାକୁ ନେଇ ମମତା ସରକାରଙ୍କ ଉପରକୁ ପ୍ରଶ୍ନ…
ସଞ୍ଜୟ ଜଣେ ଯୌନପିପାସୁ: ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା
କୋଲକାତା,୨୨।୮: କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ପକାଇଛି। ଏହି ପ୍ରସଙ୍ଗରେ ସାରା ଦେଶରେ ପ୍ରଦର୍ଶନ କରାଯାଉଛି। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ…
ପଦାରେ ପଡିଲା ଭିତିରି କଥା, କୋଲକାତା ଘଟଣାରେ ମମତାଙ୍କ ଠାରୁ ଦୂରେଇ ଯାଉଛନ୍ତି କି ଅଭିଷେକ ବାନାର୍ଜୀ
କୋଲକାତା,୨୨।୮: ଆରଜି କର ମେଡିକାଲରେ ଟେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ଉର୍ତ୍ସନା କରିଛନ୍ତି। ଏହାରି ଭିତରେ ତୃଣମୂଳ କଂଗ୍ରେସ ମଧ୍ୟରେ ଏକ ବଡ଼…
ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ୍ରୁ ମିଳିଲା ବିଡ଼ାବିଡ଼ା ଟଙ୍କା, ଭିଡିଓ ଦେଖିଲେ…
ଢେଙ୍କାନାଳ,୨୨ା୮: ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଗୁରୁବାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ଭିଜିଲାନ୍ସକୁ ଦେଖି…
କୋହଲି କି ବୁମ୍ରା ନୁହେଁ, ଟି-୨୦ ବିଶ୍ୱକପ୍ ଜିତିବା ଶ୍ରେୟ ଏହି ୩ ଜଣଙ୍କୁ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ଭାରତ ଚଳିତବର୍ଷ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏଥିରେ ଜଶପ୍ରୀତ୍ ବୁମ୍ରାଙ୍କ ସମେତ ବିରାଟ କୋହଲିଙ୍କ ଅବଦାନ ରହିଥିଲା। ତେବେ ରୋହିତ ଶର୍ମା କହିଛନ୍ତି, ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ଚୟନ…
୪ ମାସ ତଳେ କରିଥିଲେ ବିବାହ, ଆଜି ମିଳିଲା ମହିଳାଙ୍କ କଟା ମୁଣ୍ଡ
ସୁନ୍ଦରଗଡ,୨୨।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା କଲେଜ ପଛପାଖ ଦେଇ ଯାଇଥିବା ସରଡେଗା-ଝାରସୁଗୁଡା ରେଳପଥ ଧାରଣାରୁ ଗୁରୁବାର ସକାଳେ ଜଣେ ବିବାହିତା ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଖୋଜାଖୋଜି ପରେ କିଛି ଦୂରରୁ ବିଖଣ୍ଡିତ…
ଏବେ କ’ଣ କରିବେ ଶେଖ ହାସିନା? ୟୁନୁସ୍ ସରକାର ନେଲେ ବଡ଼ ନିଷ୍ପତ୍ତି, ବାତିଲ କଲେ…
ଢାକା,୨୨।୮: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିଦେଇଛନ୍ତି। ଏହା ସହିତ ତାଙ୍କର ଅନ୍ୟ ସହଯୋଗୀମାନଙ୍କର କୂଟନୈତିକ ପାସପୋର୍ଟ ମଧ୍ୟ ବାତିଲ କରାଯାଇଛି। କୂଟନୈତିକ ପାସପୋର୍ଟ ବାତିଲ ହେବା ପରେ ଶେଖ ହାସିନାଙ୍କ ପାଇଁ…
ଘର ଭାଙ୍ଗିଲେ ହାତୀପଲ, ଧାନ-ମକା ଫସଲ ଦଳିଚକଟି କଲେ ନଷ୍ଟ
ପାଟଣା,୨୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଈ ଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍ ମାନପୁର ଗ୍ରାମରେ ବୁଧବାର ରାତିରେ ୧୭ ଟିକିଆ ହାତୀପଲ ୨ଘର ଭାଙ୍ଗିବା ସହ ବ୍ୟାପକ ଧାନ ଓ ମକା ଫସଲ ଉଜାଡ଼ି ଦେଇଛନ୍ତି। ମାନପୁର…
ମଦ ମୃତ୍ୟୁ ଘଟଣାରେ ୨ ଅଧିକାରୀଙ୍କୁ ବଦଳି କଲେ ସରକାର
ଭୁବନେଶ୍ୱର,୨୨।୮: ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଆକ୍ସନ ମୋଡରେ ଅଛନ୍ତି। ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ନିଲମ୍ବନ ହୋଇଥିବା ବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ…
Archives


