ନୂଆ ଆଶା ଦେଖାଇଛି ଲେମନ ଗ୍ରାସ ଚାଷ

ରାଇକିଆ,୯।୧(ପ୍ରଦୀପ ବେହେରା): ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ। ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପରିକ ଭାବେ ଫୁଲକୋବି ଚାଷ କରିଆସୁଥିବା ଚାଷୀମାନେ ପ୍ରଥମ ଥର ପାଇଁ ଏହି ଚାଷ କରିଛନ୍ତି । ରାଇକିଆ ବ୍ଲକ ର ଗମାଣ୍ଡି ଗ୍ରାମର କିଛି ଚାଷୀ ସଂଗଠିତ ହୋଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜର ଜମିରେ ୫ ମାସରୁ ଉଦ୍ଧର୍‌ବ ହେବ ପ୍ରାୟ ୧୦ ଏକର ଜମିରେ ସମ୍ପୂର୍ଣ୍ଣ ଜୈବିକ ଭାବେ ଲେମନ ଗ୍ରାସ ଚାଷ ଚାଷ କରିଛନ୍ତି । ଅମଳ ପରେ ଲେମନ ଗ୍ରାସ କାଟି ତୈଳ ଉତ୍ପାଦନ କେନ୍ଦ୍ରକୁ ପଠାଯାଉଛି । ଏହି ଲେମନ ଗ୍ରାସ ପ୍ଲାଣ୍ଟ ରାଜ୍ୟ ବାହାରୁ ଚାଷୀମାନେ ଆଣି ଚାଷ କରିଥିଲେ। ରାଇକିଆ ଅଞ୍ଚଳରେ ଏକ ତୈଳ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଗଲେ ଚାଷୀମାନେ ଏହି ଅର୍ଥ ଆଦାୟକାରୀ ଚାଷରୁ ଲାଭବାନ ହୋଇ ପାରିବେ ବୋଲି ଗ୍ରାମର ଚାଷୀ ସଂଘ ସଭାପତି ମସେଷ ଦିଗାଳ ମତ ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଉଳିଗଲା TMCର ବଡ଼ ଆଶା, ସନ୍ଧ୍ୟା ୫ଟାରେ ଭାଜପା ମୁଖ୍ୟାଳୟ ଯିବେ ମୋଦି

ନୂଆଦିଲ୍ଲୀ,୪।୫: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରୁଛି। ଆସାମରେ ଭାଜପା ସରକାର କ୍ଷମତାକୁ ଫେରିବାକୁ ଯାଉଥିବା ବେଳେ, ବଙ୍ଗଳାରେ ମମତା ବାନାର୍ଜୀଙ୍କ…

କୋଳି ତୋଳିବାକୁ ଜଙ୍ଗଲକୁ ଯାଇଥିଲେ ଯୁବତୀ, ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଗଲେ, ଆଉ ତା’ପରେ…

ପାଟଣା,୪ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସଡ଼ଙ୍ଗ ବାହାଳି ଗ୍ରାମରେ ସୋମବାର ସକାଳୁ ଭାଲୁ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ…

ଆମେରିକାକୁ ୩୦ ଦିନର ଅଲ୍ଟିମେଟମ ଦେଲା ଇରାନ!

ତେହରାନ,୪।୫: ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ କରିବା ଏବଂ ଅତ୍ୟନ୍ତ ରଣନୈତିକ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ପୁନଃ ଖୋଲିବା ପାଇଁ ଇରାନ ଆମେରିକାକୁ ଏକ 14-ସୂତ୍ରୀ…

ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଧିକାରୀଙ୍କ ସହ ଆଲୋଚନା କରି…

ଧାମନଗର,୪ା୫(ସନ୍ତୋଷ କୁମାର ମହାପାତ୍ର): ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ…

ପରାଜୟ ସ୍ୱୀକାର କଲେ କି ପିନାରାଇ ବିଜୟନ? ସୋସିଆଲ ମିଡିଆରେ ବାୟୋ ପରିବର୍ତ୍ତନକୁ ନେଇ ପ୍ରଶ୍ନବାଚୀ

ଥିରୁଭାନନ୍ତପୁରମ,୪।୫: କେରଳ ବିଧାନସଭା ନିର୍ବାଚନ ଫଳାଫଳର ଆନୁଷ୍ଠାନିକ ଘୋଷଣା ପୂର୍ବରୁ, ରାଜ୍ୟ ରାଜନୀତିରେ ଏକ ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଖ୍ୟମନ୍ତ୍ରୀ ପିନାରାଇ…

୩ଦିନ ବର୍ଷା-ପବନ-କୁଆପଥର ମାଡ଼, ଆଜି ୧୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫(ବନ୍ଦନା ସେଠୀ): ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କିଛିଦିନ ହେବ ବର୍ଷା ହେଉଥିବାବେଳେ ରବିବାର ମେଘୁଆ ପାଗ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ…

ଜଙ୍ଗଲରୁ ୩ ବନ୍ଧୁକ ଜବତ କରି ଶିକାରୀଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ…

ପଶ୍ଚିମବଙ୍ଗ-ଆସାମ ସମେତ ୪ ରାଜ୍ୟରେ କଂଗ୍ରେସ ପାଲଟିଲା ‘ଜିରୋ’, ଗୋଟିଏ ରାଜ୍ୟରେ ‘ହିରୋ’, ଜାଣନ୍ତୁ…

ନୂଆଦିଲ୍ଲୀ,୪।୫: ୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ସୂଚାଇ ଦେଉଛି ଯେ କଂଗ୍ରେସ ଦଳ ବହୁମତ ହାସଲ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri