ଏତିକି ଟଙ୍କାରେ ବିକ୍ରି ହେଲା ବିରାଟ କୋହଲିଙ୍କ ଜର୍ସି: ଧୋନୀ-ରୋହିତଙ୍କ ବ୍ୟାଟ୍ର ଦାମ୍…
ନୂଆଦିଲ୍ଲୀ,୨୪।୮: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବଂ ତାଙ୍କ ସ୍ତ୍ରୀ ଆଥିଆ ଶେଟ୍ଟୀ ନିକଟରେ ‘କ୍ରିକେଟ ଫର୍ ଚାରିଟି’ ନିଲାମର ଆୟୋଜନ କରିଥିଲେ। ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଭିପ୍ଲା ସଂଗଠନକୁ ସାହାଯ୍ୟ କରିବା ପାଇଁ ଏହି…
ବ୍ରିଜ୍ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ
ସମ୍ବଲପୁର,୨୪ା୮: ସମ୍ବଲପୁର ଜିଲାର ଚାଉଁରପୁର ବ୍ରିଜ୍ ଉପରୁ ଜଣେ ଛାତ୍ରୀ ଶନିବାର ମହାନଦୀକୁ ଡେଇଁପଡ଼ିଛନ୍ତି। ଛାତ୍ରୀ ଜଣକ ବ୍ରିଜ୍ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଛନ୍ତି। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ…
ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋହିତ ଶର୍ମା! ପତ୍ନୀ ରିତିକାଙ୍କ ଭିଡିଓ ଦେଖି…
ନୂଆଦିଲ୍ଲୀ,୨୪।୮: ଭାରତର ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ସିଏଟ କ୍ରିକେଟ ପୁରସ୍କାରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଇଭେଣ୍ଟ ସହ ଜଡିତ ଏକ…
ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିଷୟରେ ବଡ଼ ଖୁଲାସା କଲେ ସାଙ୍ଗ, କହିଲେ ସେ ମଦ ପିଇବା ପରେ…
କୋଲକାତା,୨୪।୮: କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସଂପର୍କରେ ସିବିଆଇ ଯାଞ୍ଚରେ ଏପର୍ଯ୍ୟନ୍ତ ଯାହା ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସଞ୍ଜୟ ରୟଙ୍କ ସାଙ୍ଗମାନେ ତାଙ୍କ ବିଷୟରେ ଅନେକ…
ଆଜି ମହାରାଷ୍ଟ୍ର ବନ୍ଦ
ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଠାଣେ ଜିଲା ଅନ୍ତର୍ଗତ ବଦଲାପୁରରେ ଏକ ନର୍ସରି ସ୍କୁଲର ୨ ଶିଶୁକନ୍ୟାଙ୍କୁ ଯୌନ ନିର୍ଯାତନା ଘଟଣାର ପ୍ରତିବାଦରେ ଶନିବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍ଭିଏ) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଶିବସେନା(ୟୁବିଟି) ଅଧ୍ୟକ୍ଷ…
ଟ୍ୟୁଶନରୁ ଫେରିବାବେଳେ ନାବାଳିକାଙ୍କୁ ଗଣବଳାତ୍କାର
ଗୁଆହାଟୀ,୨୪ା୮(ପି.ଟି.): ଆସାମର ନାଗାଁଓ ଜିଲାରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ ୩ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ପରେ ଶୁକ୍ରବାର ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନାବାଳିକାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ…
ହଠାତ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶିଖର ଧାଓ୍ବନ୍
ନୂଆଦିଲ୍ଲୀ,୨୪।୮: ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘରୋଇ ତଥା ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସେ ବିଦାୟ ନେଇଛନ୍ତି। ଏହି ୩୭ ବର୍ଷୀୟ ଖେଳାଳି ୨୦୨୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ତାଙ୍କର…
ଡାକ୍ତର ଛାତ୍ରୀଙ୍କ ମୃତଦେହ ଦେଖି ଲାଗୁଥିଲା…ଚକିତ କଲା ଭଳି ଖୁଲାସା କଲେ ଫରେନ୍ସିକ ବିଶେଷଜ୍ଞ
ନୂଆଦିଲ୍ଲୀ,୨୪।୮: ଆରଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ହେବାର ୧୩ ଦିନ ବିତିଗଲା। କିନ୍ତୁ ସେଠାରେ ଅନେକ ପ୍ରଶ୍ନ ଅଛି, ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏନେଇ ଫରେନ୍ସିକ ବିଶେଷଜ୍ଞ ଡ. ଅରିନ୍ଦମ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ
ଦାରିଙ୍ଗବାଡ଼ି,୨୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ିରେ ବାକି ରହିଥିବା ବିକାଶ କାର୍ଯ୍ୟ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ବିଶେଷକରି…
ଅଭିନେତ୍ରୀଙ୍କ ଉପରେ ଆକ୍ରମଣ: କାନ୍ଦି କାନ୍ଦି ବଖାଣିଲେ ଦୁଃଖ
କୋଲକାତା,୨୪।୮: କୋଲକାତାର ଆାର୍.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏବେ ସେଠାରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ କୋଲକାତାର ସାଉଥ ଆଭେନ୍ୟୁରେ…
ଓଡ଼ିଶାରେ ଛେନା ଜିଲାପିର ଆଦର ସ୍ବତନ୍ତ୍ର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମିଠା ଏମିତି ଏକ ଶବ୍ଦ ଯାହା ଦୁଃଖ ମନରେ ଆନନ୍ଦ ଆଣିଥାଏ। ଯାହାକୁ ମନରେ ଆନନ୍ଦ ଆଣିଥାଏ। ଯାହାକୁ ଖାଇଲେ ମନରେ ଏକ ପ୍ରକାର ଖାଇଲେ ମନରେ ଏକ ପ୍ରକାର ଖୁସିର ଶିହରଣ…
ଛାତ୍ର ସଂସଦ ନିର୍ବାଚନ ଦାବି ତେଜିଲା
ଭୁବନେଶ୍ୱର, ୨୪ା୮(ଅସମାପିକା ସାହୁ): ଏବର୍ଷ ନୁହେଁ, ଆସନ୍ତା ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଇନ ମନ୍ତ୍ରୀ କହିବା ପରେ ରାଜ୍ୟରେ ଛାତ୍ର ସଙ୍ଗଠନଗୁଡ଼ିକ ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବି କରି…
Archives


