Home Left

୧୦ ଘଣ୍ଟା ଟ୍ରେନ୍‌ ଯାତ୍ରା କଲେ ମୋଦି

କିଭ୍‌,୨୩।୮: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପରେ ଅଛନ୍ତି। ସେ ଅଗଷ୍ଟ ୨୧ ଏବଂ ୨୨ରେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ରାଜଧାନୀ ୱାର୍ସରେ ଥିଲେ। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଟ୍ରେନରେ ୧୦ ଘଣ୍ଟାର ଯାତ୍ରା ପରେ…

ଦିଲ୍ଲୀ ପୋଲିସ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୩।୮: ଭାରତୀୟ ରେସଲର ଭିନେଶ ଫୋଗଟ ଦିଲ୍ଲୀ ପୋଲିସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭିନେଶ ଫୋଗଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କୋର୍ଟରେ ବ୍ରିଜଭୂଷଣଙ୍କ ବିରୋଧରେ ସାକ୍ଷ୍ୟ ଦେଉଥିବା ମହିଳା ରେସଲରଙ୍କ ସୁରକ୍ଷାକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି।…

ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ

ଭୁବନେଶ୍ୱର, ୨୩।୮(ସୁନିତ୍‌ ମିଶ୍ର):ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହଲ୍ଲାକରି ଗୃହତ୍ୟାଗ କରିଥିଲେ। ହେଲେ ଶାସକ ଦଳ ସଦସ୍ୟମାନେ ବିନା ବିରୋଧୀରେ ଖର୍ଚ୍ଚଦାବି ଆଲୋଚନା କରିବା ସହ ମନ୍ତ୍ରୀ…

ବରୁଣେଶ୍ୱର ପୀଠ କାର୍ଯ୍ୟ ବିଳମ୍ବ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ପ୍ରୀତିପୁର,୨୩ା୮(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ରର ରୂପାନ୍ତରୀକରଣ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପୀଠର ବିକାଶ ପାଇଁ ତତ୍କାଳୀନ ସରକାର ଘୋଷଣା କରିବା ପରେ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଥିଲା। ପୂର୍ତ୍ତ…

ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୩।୮: ନୀରଜ ଚୋପ୍ରା ପୁଣି ଥରେ କମାଲ କରିଦେଇଛନ୍ତି। ସେ ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୁସାନେ ଡାଇମଣ୍ଡ ଲିଗରେ ସେ ଜାଭେଲିନରେ ୮୯. ୪୯ ମିଟର…

କୋଲକାତା ବଳାତ୍କାର ମାମଲାରେ ନୂଆ ଟ୍ବିଷ୍ଟ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବୟାନ ଉପରେ ସିବିଆଇର ସନ୍ଦେହ, ଖୋଲିବ ନୂଆ ରାଜ୍‌

ନୂଆଦିଲ୍ଲୀ,୨୩।୮: କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ସିବିଆଇ ତଦନ୍ତ ଚଳାଇଛି। ସିବିଆଇ ଗୁରୁବାର ଆର୍‌.ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିଆଲଦହ କୋର୍ଟରେ ହାଜର କରାଇଥିଲା। ଯାହା ପରେ କୋର୍ଟ ସନ୍ଦୀପ ଘୋଷଙ୍କ ପଲିଗ୍ରାଫି…

ଗଞ୍ଜାମର ଦେଶୀ ମଦ ରାଜଧାନୀରେ ଜବତ

ଭୁବନେଶ୍ୱର,୨୩ା୮(ସୂର୍ଯ୍ୟକାନ୍ତ ବେହେରା):ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଇତିମଧ୍ୟରେ ଅବକାରୀ ବିଭାଗ…

ସିମ୍‌ବକ୍ସ ନେଟ୍‌ୱର୍କ:ଢାକାରୁ ସ୍ମାର୍ଟ ସୁଇଚ୍‌ରେ କରୁଥିଲେ ଅପରେଟ୍‌

ଭୁବନେଶ୍ୱର,୨୩ା୮(ସତ୍ୟଜିତ୍‌ ରାଉତ):ସିମ୍‌ବକ୍ସ ନେଟ୍‌ୱର୍କ ମାମଲାରେ କମିଶନରେଟ୍‌ ପୋଲିସ ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ରିମାଣ୍ଡରେ ଆଣି ଜେରା କରିବାବେଳେ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ମାଷ୍ଟରମାଇଣ୍ଡ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ଙ୍କ ଫଟୋ ମିଳିଥିବାବେଳେ ତାଙ୍କ ବିଷୟରେ ମଧ୍ୟ ପୋଲିସ ଅଧିକ…

ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଅଛନ୍ତି। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ଆଜି ସେ ଟ୍ରେନରେ ୧୦ ଘଣ୍ଟା ଯାତ୍ରା କରି ୟୁକ୍ରେନରେ ପହଞ୍ଚିବେ। ଶୁକ୍ରବାର ସକାଳେ ମୋଦି ୟୁକ୍ରେନର ରାଜଧାନୀ କଭରେ…

ବ୍ରାଉନସୁଗାର ଜବତ, ୨ ମହିଳାଙ୍କ ସମେତ ୩ ଗିରଫ

ସୋହେଲା,୨୩ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଲାଲ ମନ୍ଦିର ଛକ ପାଖ ଉପରପଡ଼ାରେ ବେଆଇନ ନିଶା କାରବାର ଏବଂ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବହୁଦିନରୁ ଅଭିଯୋଗ ହେଉଥିଲା। ତେବେ ଗୁରୁବାର ସୋହେଲା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ପିସିସି ସଭାପତି ଚୟନକୁ ଲାଗିବ ୨ ମାସ

ଭୁବନେଶ୍ୱର,୨୩।୮(ସୁନୀତ ମିଶ୍ର): ପିସିସି ସଭାପତି ଚୟନ ଆସନ୍ତା ୨ ମାସ ମଧ୍ୟରେ କରାଯିବ। ଦିଲ୍ଲୀରୁ କେତେଜଣ ନେତା ଆସି ଦଳର କେତେଜଣ ନେତାଙ୍କ ସହ ଆଲୋଚନାକରି ମତାମତ ନେବେ। ଏହା ସହ ବିଭିନ୍ନ ଉପାୟରେ ସର୍ଭେ କରାଯାଇ କାହାକୁ ସଭାପତି କଲେ…

ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ

କାଏମା,୨୩ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ନୂଆଗଁା ମୌଜାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ତହସିଲ ପକ୍ଷରୁ ନାକପୋଲ ରାଜସ୍ବ ନିରୀକ୍ଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri