Home Left

ଅକ୍ଟୋବରରେ ନୂଆ ଏମ୍‌ପିସି ସଦସ୍ୟ ଚୟନ

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା) : ଅକ୍ଟୋବର ସୁଦ୍ଧା ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି)ରେ ନୂତନ ବାହ୍ୟ ସଦସ୍ୟ ନିଯୁକ୍ତ କରିବେ। ସୁଧ ହାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଏହି ନିଯୁକ୍ତି ହେବ ବୋଲ ସୂଚନା ରହିଛି।…

ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ହୋଟେଲ ନ୍ୟୁ ମାରିୟନଠାରେ ଏକ ୯ ଦିନିଆ ସିଲ୍କ ଇଣ୍ଡିଆ ସ୍ବତନ୍ତ୍ର ପ୍ରଦଶର୍ନୀର ଆୟୋଜନ କରାଯାଇଛି। ଏପରିକି ଶୁକ୍ରବାର ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଆଣ୍ଡ ସେଲ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ…

ମୋଦି ଚାହିଁଲେ ପୁଟିନଙ୍କୁ ରୋକିପାରିବେ: ସ୍ବୀକାର କଲେ ଜେଲେନସ୍କି

କିଭ୍‌,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ୟୁକ୍ରେନ ଗସ୍ତ ପରେ ଫେରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହା ପରେ ଜେଲେନସ୍କି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଭାରତ ଏହାର…

ନୂତନ ୟୁପିଆଇ ସର୍ଭିସ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବର୍ତ୍ତମାନ ବଜାରରେ ଏକ ନୂତନ କ୍ରେଡିଟ୍‌-ଫାଷ୍ଟ ୟୁପିଆଇ ସର୍ଭିସ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଛି। ଏପରିକି ସୁପର୍‌ ଡଟ୍‌ ମନି ପକ୍ଷରୁ ଏକ ସଫଳ ବିଟା ଫେଜ୍‌ ପରେ ଔପଚାରିକ ଭାବେ ଏହାର ଆପ୍‌ ଶୁଭାରମ୍ଭ କରାଯାଇଛି। ବିଟା ଫେଜ୍‌…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ମସଲା ଏମ୍‌ଡି

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସୁଶାନ୍ତ କୁମାର ପଣ୍ଡା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର କିଭଳି କାର୍ଯ୍ୟକରୁଛି, ଉଦ୍ୟୋଗପତିମାନଙ୍କୁ ସହଯୋଗ ମିଳୁଛି କି ନାହିଁ ଓ ବିଶେଷକରି ଯୁବ…

ପୁରୀରେ ସ୍ବସ୍ତି ପ୍ରିମିୟମ୍‌ର ବିଚ୍‌ ରିସୋର୍ଟ

ଭୁବନେଶ୍ୱର,୨୪୮(ଅନୁରାଧା ମହାରଣା) : ସ୍ବସ୍ତିଗ୍ରୁପ୍‌ ଦ୍ୱାରା ପୁରୀରେ ନିର୍ମିତ ସ୍ବସ୍ତି ପ୍ରିମିୟମ୍‌ ବିଚ୍‌ ରିସୋର୍ଟ ଆସନ୍ତା ୨୫ ତାରିଖରେ ଖୋଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନବନିର୍ମିତ ରିସୋର୍ଟକୁ ଉଦ୍‌ଘାଟନ କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ବଜାରରେ ‘ଫାର୍ମ ବି’ ଉତ୍ପାଦ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ‘ଫାର୍ମ ବି’ର ଉତ୍ପାଦଗୁଡିକୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ପଶ୍ଚିମ ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦକୁ ବଜାର ପ୍ରବେଶ କରାଇବା ସହିତ କଳାହାଣ୍ଡି ଜିଲାର…

ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ

ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ମାସ (ଜାନୁଆରୀ-ଜୁନ)ରେ ଆମେରିକା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ଅନ୍ୟପଟେ ଏ ଅବଧି ମଧ୍ୟରେ ଚାଇନା ସହିତ ଦେଶରେ ସର୍ବାଧିକ ୪୧.୬ ବିଲିୟନ ଡ଼ଲାରର ବାଣିଜି୍ୟକ କାରବାର ହ୍ରାସ ହୋଇଥିବା…

ଫାବିଓ ବିଲେଟ୍‌ର ନୂଆ ସିଇଓ

ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ‘ବିଲେଟ୍‌’ର ନୂଆ ସିଇଓ ଭାବେ ଫାବିଓ ରୋବର୍ଟୋ ମାର୍ଟିନ୍ସଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ସେ ଏହି ନୂତନ ଭୂମିକାରେ ବିଲେଟ୍‌ ଉତ୍ପାଦ ଗୋଷ୍ଠୀର ଦାୟିତ୍ୱ ନେବେ। ଉତ୍ପାଦନକୁ ତ୍ୱରାନ୍ବିତକରି ଉତ୍ପାଦ ମୂଲ୍ୟ…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୮ (ଅଭୟ ଦାଶ): କ୍ରମାଗତ ୪ର୍ଥ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷ କରି…

୩୨ ହଜାର ଲୋକ, ୭ ହଜାର କୋଟିର ଜମା

ଗାନ୍ଧୀନଗର: ଗତ କିଛି ବର୍ଷ ଧରି ଭାରତର ଗ୍ରାମଗୁଡ଼ିକର ଜନସଂଖ୍ୟା କମୁଥିବାବେଳେ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ବେକାରିରୁ ମୁକ୍ତି ପାଇବା ପାଇଁ ଗ୍ରାମର ଅନେକ ଯୁବକ ସହରମୁହାଁ ହେଉଛନ୍ତି। ତେବେ ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠି…

କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ଭୁପେନ୍ଦ୍ର ସିଂ ହୁଡା କହିଲେ…

ନୂଆଦିଲ୍ଲୀ,୨୪।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କ୍ରମାଗତ ଭାବରେ ଖବରରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲ କୁସ୍ତି ମ୍ୟାଚ ପୂର୍ବରୁ ୧୦୦ ଗ୍ରାମ ଓଜନ ବୃଦ୍ଧି ହେତୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଭିନେଶ ତିନୋଟି ମ୍ୟାଚ ଜିତିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri