ନୟାଗଡ଼ର ୪ ଜେଲ୍ରେ ବଡ଼ ଧରଣର ଚଢ଼ାଉ, ଜେଲ୍ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି…
ନୟାଗଡ଼,୨୫ା୮(ଲୋକନାତ ମିଶ୍ର): ରବିବାର ନୟାଗଡ଼ ଜିଲାର ୪ ଜେଲ୍ରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ମୁଖ୍ୟ ଜେଲ୍ ସମେତ ଜିଲାର ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ସବ୍ଜେଲ୍ରେ ଆଜି ଭୋର୍ ସମୟରୁ ଏହି ଚଢ଼ାଉ ହୋଇଛି। ଜେଲ୍ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା…
କୋଲକାତା ବଳାତ୍କାର ହତ୍ୟା ଘଟଣା ନେଲା ନୂଆ ମୋଡ, ଜେଲ ଗାର୍ଡଙ୍କୁ ନୂଆ କାହାଣୀ କହିଲେ ସଞ୍ଜୟ
କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ରବିବାର ସମ୍ପୂର୍ଣ୍ଣ ପଲିଗ୍ରାଫ ଟେଷ୍ଟ କରାଯିବ। ଲାଇ ଡିଟେକ୍ଟର ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଏହି…
ଜନ୍ମାଷ୍ଟମୀ ପାଇଁ ଦାରିଙ୍ଗବାଡ଼ିରେ ପୋଲିସର ପଇଁତରା, ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ନିୟୋଜିତ
ଦାରିଙ୍ଗବାଡ଼ି,୨୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜନ୍ମାଷ୍ଟମୀ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ଗ୍ରାମରେ ରହିଥିବା ଚର୍ଚ୍ଚ ସମ୍ମୁଖରେ ପୋଲିସ ପଇଁତରା ମାରୁଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ…
ଆଇଏଲ୍ଏସ୍ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୨୫ା୮: ଆଇଏଲ୍ଏସ୍ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ଏହା ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ…
ସଞ୍ଜୟଙ୍କ ହାତରେ ରହିଛି ବଡ଼ ଆଘାତ ଚିହ୍ନ, ସିବିଆଇ କହିଲା ହୋଇପାରେ…
କୋଲକାତା,୨୫।୮:କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଘଟଣାର ଦ୍ୱିତୀୟ ଦିନରେ କୋଲକାତା ପୋଲିସ ଗିରଫ କରିଥିଲା। କୋଲକାତା ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ…
ହେଲୋକିଟି ଏରୋପ୍ଲେନ୍
ଫ୍ଲାଇଟ୍ରେ ଅନେକେ ଯାଇଥିବେ। ତେବେ ଶିକାଗୋ ଏବଂ ମିଡଓ୍ବେଷ୍ଟରୁ, ଏସିଆ ଓ ଚାଇନାକୁ ଯାଉଥିବା ବୋଇଂ ୭୭୭-୩୦୦ ଇଆର୍ ବିମାନରେ ଯିଏ ଥରେ ଯାତ୍ରା କରିବେ ସେ ନିଶ୍ଚିତଭାବେ ଭିନ୍ନ ଏକ ସ୍ମୃତି ସାଉଁଟିବେ। କାରଣ ଏହି ବିମାନ ବେଶ୍ ମଜାଦାର।…
ପିଠିରେ ବୋହି ନେବେ ଏଇ ବିଛଣା
ଯଦି କେବେ ପିକ୍ନିକ ଅବା କ୍ୟାମ୍ପ କରିବାକୁ ଯାଉଛନ୍ତି, ଆଉ ସେଠି ଆରାମରେ କିଛି ସମୟ ବିତାଇବାକୁ ଚାହାନ୍ତି ତେବେ ଏଇ ବିଛଣାକୁ ସାଙ୍ଗରେ ନେଇିପାରିବେ। ଏହାକୁ ନେବା ବହୁତ ସହଜ। ବ୍ୟାକ୍ପ୍ୟାକ୍ ପରି ପିଠିରେ ଲଦି ନେଇପାରିବେ। ଆଉ ବେଶ୍…
ମୁଣ୍ଡରେ ବସିଛି ଚଢ଼େଇ! ଭାଇରାଲ ହେଉଛି…
ଏଇ ଫଟୋଟି ଦେଖି ଭାବୁଛନ୍ତି କି ମହିଳାଙ୍କ ମୁଣ୍ଡ ଉପରେ ଚଢେଇଟିଏ ବସିଛି। ହେଲେ ସେମିତି କିଛି ନୁହେଁ। ମହିଳାଙ୍କ ମୁଣ୍ଡ ଉପରେ ଚଢ଼େଇ ବସି ନାହିଁ। ବରଂ ତାଙ୍କ କେଶରେ କରାଯାଇଛି ଚଢ଼େଇ ପରି ହେୟାରଷ୍ଟାଇଲ୍। ତମାଲିକା ରେ’ ନାମ୍ନୀ…
ମୋ ବୋଉ ହାତରେ ମୋ ପ୍ରଥମ ଦରମା
ଆମ ପରିବାର ଏକ ନିମ୍ନ ମଧ୍ୟବିତ୍ତ ପରିବାର। କୃଷି ଥିଲା ଆମ ଅର୍ଥନିତୀର ମୁଖ୍ୟ ମାଧ୍ୟମ। ବାପା ଥିଲେ ଜଣେ ଭଲ ଚାଷୀ। ମୋତେ ୧୮ବର୍ଷ ବେଳେ ବାପାଙ୍କର ଦେହାନ୍ତ ହେଲା ହୃଦ୍ଘାତରେ। ଏହାପରେ କଷ୍ଟେମଷ୍ଟେ ପରିବାର ଆଗକୁ ଗଡ଼ି ଚାଲିଲା।…
ଦାମୀ ଗାଉନ୍: ଯାହାକୁ ପିନ୍ଧିବା ତ ଦୂରର କଥା ଛୁଇଁବା ବି ସାତ ସପନ
ବିବାହ ହେଉକି ପାର୍ଟି, ଗାଉନ୍ ଦିଏ ଗ୍ଲାମରସ୍ ଲୁକ୍ । ତେଣୁ ଆଜିକାଲି ଏହାର ଚାହିଦା ବହୁତ । ହେଲେ ଆମେ ଏଠି ଯେଉଁ ଗାଉନ୍ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଛୁ ସେଗୁଡିକୁ ପିନ୍ଧିବାକୁ ଯଦିଓ ସମସ୍ତେ ଚାହିଁବେ, ହେଲେ ଏହାକୁ ପିନ୍ଧିବା…
ଘରେ ଲଗାଉଛନ୍ତି କି ଏସବୁ ରଙ୍ଗ: ନିହାତି ଜାଣନ୍ତୁ
ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍, କାନ୍ଥ, ବାଡ଼, ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରତି ରୁମ୍ରେ ସବୁ ପ୍ରକାରର ରଙ୍ଗ ଦେଇହେବ ନାହିଁ। କେଉଁ ରୁମ୍ରେ କେଉଁ ରଙ୍ଗ…
କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହୁଛିକି?
ସୁଖ ସମୃଦ୍ଧିପାଇଁ ବାସ୍ତୁ ଅନେକଥର ଦେଖାଯାଏ, ଘରେ କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହିଥାଏ। ଘରର ଉନ୍ନତି ପଥରେ ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥାଏ, ରୋଗବ୍ୟାଧି ଲାଗି ରହିଥାଏ ଏମିତି ଅନେକ କିଛି।…
Archives


