ନୂତନ ପେନ୍ସନ୍ ଯୋଜନାକୁ ଅନୁମୋଦନ କଲେ ରାଜ୍ୟ ସରକାର: ସରକାରୀ କର୍ମଚାରୀ ପାଇବେ ଅଧା ଦରମା
ନୂଆଦିଲ୍ଲୀ,୨୫।୮: କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂତନ ପେନ୍ସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ଯୋଜନା)କୁ ଅନୁମୋଦନ କରିଛନ୍ତି। ଏହା ପରେ, ବର୍ତ୍ତମାନ ରାଜ୍ୟଗୁଡିକ ମଧ୍ୟ ଏହି ପେନ୍ସନ୍ ଯୋଜନା ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନ୍ସନ୍…
୨୭ରୁ ବସ୍ ଚଳାଚଳ ବନ୍ଦ
ମାଲକାନଗିରି,୨୫ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଘରୋଇ ବସ୍ ମାଲିକ ସଂଘ ରବିବାର ଏକ ଖବରଦାତା ସମ୍ମିଳନୀରେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆସନ୍ତା ୨୭ ତାରିଖରୁ ଜିଲାର ସମସ୍ତ ଘରୋଇ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା ଦେଇଛି।…
ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ
କୋରାପୁଟ / ନାରାୟଣପାଟଣା,୨୫।୮(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ନାରାୟଣପାଟଣା ବସ୍ଷ୍ଟାଣ୍ଡ ଅଞ୍ଚଳର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହୋ ସମାଜ ନେତା
କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଆଦିବାସୀ ହୋ ସମାଜ ମହାସଭାର ନେତା ଗୌରଚନ୍ଦ୍ର ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ସଭାପତି ସୁରେଶ ମୁଣ୍ଡା l ଏହି ଅବସରରେ…
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
ଖୋର୍ଦ୍ଧା,୨୫।୮: ଖୋର୍ଦ୍ଧା ଟାଉନ ଥାନା ବଜାରରେ ରବିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକ ହେଲେ ଶେଖ ସାଜିଦ୍।…
ରାହୁଲ-ଅଖିଳେଶଙ୍କ ଏହି ଦାବିର ସମର୍ଥନରେ ବାହାରିଲେ ଚିରାଗ ପାଶ୍ବାନ, ପୁଣି ରଖିଲେ ଏନଡିଏ ବିରୋଧୀ ମତ
ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରରେ ମନ୍ତ୍ରୀ ତଥା ଜନଶକ୍ତି ପାର୍ଟିର (ରାମ ଭିଲାସ) ରାଷ୍ଟ୍ରୀୟ ସଭାପତି ପୁଣି ଥରେ ଏନଡିଏର ଆଦର୍ଶରୁ ଭିନ୍ନ ମତ ରଖିଥିବାର ନଜର ଆସିଛନ୍ତି।ରବିବାର ଚିରାଗ ପାଶ୍ବାନ ଜାତିଗତ ଜନଗଣନା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି…
ନିର୍ବାଚନକୁ ଡରୁଛି ଭାଜପା, କଂଗ୍ରେସର ହେବ ବିପୁଳ ବିଜୟ
ନୂଆଦିଲ୍ଲୀ,୨୫।୮: ହରିୟାଣା କୈଥଲରେ ଅଗ୍ରୱାଲ ଯୁବ ସଭାର ବହୁ ସଦସ୍ୟ ରବିବାର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମପି ରଣଦୀପ ସୁରଜୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ସମୟରେ ହରିୟାଣାରେ ମତଦାନ ତାରିଖ ବଢାଇବାକୁ ଭାଜପାର ଦାବି…
‘କୃଷକ ଆନ୍ଦୋଳନ ସମୟରେ ବଳାତ୍କାର-ହତ୍ୟା…’, କଙ୍ଗନାଙ୍କ ବିବାଦୀୟ ବୟାନକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ,୨୫।୮: ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା)ଏମପି କଙ୍ଗନା ରାଣାଓ୍ବତ ଅନେକ ସମୟରେ ତାଙ୍କ ଲଗାମଛଡା ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ସେ ଅନେକ ଥର କଂଗ୍ରେସ ଏବଂ ଲୋକ ସଭା ଏମପି ରାହୁଲ…
କେନ୍ଦୁଝର ସଦର ରେଞ୍ଜରେ କାଠ ମାଫିଆ ସକ୍ରିୟ
କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜରେ କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ଅନ୍ୟପକ୍ଷେ ବନ ବିଭାଗର ଅପାରଗତା ଯୋଗୁ କେନ୍ଦୁଝର ସଦର ରେଞ୍ଜର ବିଭିନ୍ନ ଜଙ୍ଗଲରେ କାଠ ମାଫିଆ ଅବାଧରେ ପଶି ମେଶିନ ସାହାର୍ଯ୍ୟରେ ଶହ ଶହ ଗଛ କାଟି…
ନୂଆ ପେନସନ ସ୍କିମକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାର ଶନିବାର ଅର୍ଥାତ୍ ଅଗଷ୍ଟ ୨୪ରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଠିକ୍ ଏହାର ଦିନକ ପରେ ଅର୍ଥାତ୍ ରବିବାର ବିରୋଧୀ ଦଳ କଂଗ୍ରେସ ଏହି ଯୋଜନା ସମ୍ପର୍କରେ ମୋଦି ସରକାରଙ୍କ ଉପରେ ଖୁବ…
କାଲି ସୁଦ୍ଧା ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲାରେ ପ୍ରବଳ ବର୍ଷ ସମ୍ଭାବନା
ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲାରେ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା
ନୂଆଦିଲ୍ଲୀ,୨୫।୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ପ୍ରାୟ ଗତ ୫ ମାସ ହେବ ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲଙ୍କ ନେତୃତ୍ୱ ବିନା ଆମ ଆଦମୀ ପାର୍ଟି(ଏଏପି) ଅନେକ ସମସ୍ୟାର ସାମ୍ନା…
Archives


