Home Left

ଭଡ଼ାଘରେ ଚାଲିଛି ଅବକାରୀ ଥାନା

ବେଗୁନିଆ,୨୫ା୮(ସନ୍ଧ୍ୟାରାଣୀ ମିଶ୍ର): ବେଗୁନିଆରେ ୨୦୨୧ ମସିହାରୁ ଅବକାରୀ ଥାନା ଖୋଲିବା ଦିନଠାରୁ ଭଡ଼ାଘରେ ଚାଲିଛି। ତେବେ ଥାନାର ନିଜସ୍ବ ନୂତନ ଗୃହ ବେଗୁନିଆ ନିକଟ କୁଶପଲାଠାରେ ନିର୍ମାଣ ସରିଥିଲେ ମଧ୍ୟ ସ୍ଥାନାନ୍ତର ନ ହୋଇ ଭଡ଼ାଘରେ ଚାଲିଛି। ନୂତନ ଗୃହକୁ ନ…

ସକାଳୁ ସକାଳୁ ଅନୁଗୋଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୋଳ,୨୫।୮ (ମାନସ ବିଶ୍ୱାଳ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୬ ତାରିଖରେ ଅନୁଗୋଳ ଜିଲା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରମନ୍ତ୍ରୀ ୨୫ ତାରିଖ ରବିବାର ରାତିରେ ତାଳଚେର ଦିନଦୟାଲ ନଗରରେ ପହଞ୍ଚିବେ। ପରଦିନ ଅର୍ଥାତ୍‌ ୨୬ ତାରିଖ ସୋମବାର ଆଠମଲ୍ଲିକ…

କାମୁଡ଼ିଦେଲା ନାଗ: ଅବହେଳାରୁ ଶିଶୁର ଜୀବନ ଗଲା

ଭୁବନେଶ୍ୱର, (ଅସମାପିକା ସାହୁ)/ ଖଲ୍ଲିକୋଟ,୨୫ା୮(ପ୍ରଶାନ୍ତ କୁମାର ମିଶ୍ର): ଡାକ୍ତରଙ୍କ ଅବହେଳା ପାଇଁ ସାପକାମୁଡ଼ିଥିବା ଜଣେ ଶିଶୁର ଜୀବନ ଯାଇଛି। ସାପ କାମୁଡ଼ା ରୋଗୀ ଡାକ୍ତରଖାନାରେ ପହଞ୍ଚତ୍ବା ମାତ୍ରେ ବା ଅନ୍ୟତ୍ର ରେଫର କରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ପ୍ରଥମ ଡୋଜ୍‌ ଅର୍ଥାତ…

କ୍ଷମତା ପାଇଁ ଅରାଜକତା କରିବାକୁ ପଛାଏ ନାହିଁ କଂଗ୍ରେସ, କାହିଁକି ମୁଖ୍ୟମନ୍ତ୍ରୀ କହିଲେ ଏମିତି

ଭୁବନେଶ୍ୱର,୨୫।୮(ଅନିଲଦାସ): କ୍ଷମତା ପାଇଁ କଂଗ୍ରେସ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଞ୍ଚା ଦିଏ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଂଗ୍ରେସକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶ ବିଭାଜନକାରୀ ଓ…

ଡେଙ୍ଗୁକୁ ନେଇ ହଟୁନି ଭ୍ରାନ୍ତ ଧାରଣା

ଭୁବନେଶ୍ୱର, ୨୫ା୮ (ବନ୍ଦନା ସେଠୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ୨୪ଶହ ପାର୍‌ କରି ସାରିଥିବାବେଳେ ରାଜଧାନୀ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟିଛି। ତେବେ ସହରରେ ବଢୁଥିବା ସଂକ୍ରମଣକୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଛି। ପ୍ରାୟ ପ୍ରତିଦିନ ଏକାଧିକ ରୋଗୀ ଚିହ୍ନଟ ହେଉଥିବାରୁ…

ଘର ମାଲିକଙ୍କୁ ଠକି ବନ୍ଧା ହେଲେ

ଭୁବନେଶ୍ୱର,୨୫ା୮(ସୂର୍ଯ୍ୟକାନ୍ତ ବେହେରା): ମାଛ ବ୍ୟବସାୟୀର ପରିଚୟ ଦେଇ ଘର ଭଡ଼ା ନେଉଥିଲେ। ଘର ମାଲିକଙ୍କ ମନରେ ବିଶ୍ୱାସ ଜନ୍ମାଇ ପ୍ରଥମେ ଧାର ଟଙ୍କା ନେଇ ଠିକ୍‌ ସମୟରେ ଶୁଝୁଥିଲେ। ପରେ ମାଲିକଙ୍କ ନିକଟତର ହୋଇ ଅଧିକ ଟଙ୍କା ଧାର ନେଇ ଆଉ…

ବିନା ମଙ୍ଗୁଆଳରେ ପିସିସି: ଦକ୍ଷ ନେତା ଖୋଜୁଛି…

ଭୁବନେଶ୍ୱର,୨୫।୮(ଅନିଲ ଦାସ):ମାସେରୁ ଊର୍ଦ୍ଧ୍ୱ ହେବ ରାଜ୍ୟ କଂଗ୍ରେସ ବିନା ମୁଖିଆରେ ଚାଲିଛି। ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଜୁଲାଇ ୨୧ରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ଭାଙ୍ଗି ଦେଇଥିଲା। ଏହାପରେ ଶରତ…

ପ୍ରତି ଗାଁ ହେବ ‘ବିକଶିତ ଗାଁ’

ଭୁବନେଶ୍ୱର,୨୫ା୮(ଅନିଲ ଦାସ): ରାଜ୍ୟର ପ୍ରତିଟି ଗାଁ ଏକ ‘ବିକଶିତ ଗ୍ରାମ’ରେ ପରିଣତ ହେବ। ବିକଶିତ ଗ୍ରାମରୁ ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶାରୁ ବିକଶିତ ଭାରତ ଗଠନର ଚରମ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଙ୍କଳ୍ପବଦ୍ଧ। ଶନିବାର ବିଧାନସଭାରେ…

ବାଂଲାଦେଶ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ସୀମାରେ ଅଟକ

ଢାକା,୨୫ା୮(ପି.ଟି.): ବାଂଲାଦେଶ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଭାରତ ସୀମାନ୍ତ ସିଲ୍‌ହେଟ୍‌ ନିକଟରୁ ବାଂଲାଦେଶ ସୀମା ସୁରକ୍ଷା ଗାର୍ଡ (ବିଜିବି) ଶୁକ୍ରବାର ବିଳମ୍ବିତ ରାତିରେ ଅଟକ ରଖିଛି। ସେ ଭାରତ ଖସିପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହାର କିଛି…

ଧର୍ମଶାଳା ରାଜନୀତିରେ ନୂଆ ମୋଡ: ହିମାଂଶୁ, ପ୍ରଣବଙ୍କ ବିବାଦ ତେଜିଲା

ଯାଜପୁର/ଧର୍ମଶାଳା/କାଏମା,୨୫।୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ଜଙ୍ଗଲ ଜମିରେ ବିଜେଡି କାର୍ଯ୍ୟାଳୟ ନିର୍ମାଣ ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି। ଉଭୟେ ଉଭୟଙ୍କ ଦୋଷ…

ସମର୍ଥ ଅଭିଯାନ ମାଧ୍ୟମରେ ସଶକ୍ତ ପ୍ରୟାସ

ନୂଆଦିଲ୍ଲୀ,୨୫।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇ-କମର୍ସ ମାର୍କେଟପ୍ଲେସ୍‌ ଫ୍ଲିପ୍‌କାର୍ଟ ତା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମର୍ଥ’କୁ ଉତ୍ସାହର ସହ ପାଳନ କରିଛି। କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର କାରିଗର, ବୁଣାକାର, ଏସ୍‌ଏଚ୍‌ଜି ମହିଳା…

ଦେଶରେ ଆରମ୍ଭ ହେବ ୬ଜି ସେବା

ଭୁବନେଶ୍ୱର,୨୫।୮(ଅନୁରାଧା ମହାରଣା): ଦେଶରେ ୫ଜି ପରେ ୬ଜି ସେବା ପାଇଁ କେନ୍ଦ୍ର ଟେଲିକମ୍‌ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି। ଶନିବାର ଏଭଳି ଏକ ଖବର ସାମ୍‌ନାକୁ ଆସିଛି। ଭାରତୀୟ ଟେଲିକମ୍‌ କମ୍ପାନୀଗୁଡ଼ିକ ସମସ୍ତ ୬ଜି ପେଟେଣ୍ଟରେ ୧୦ ପ୍ରତିଶତ ଅଂଶଧନ ହାସଲ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri