Home Left

ନାଁ ନ ନେଇ ଦିଦିଙ୍କ ଉପରେ ବର୍ଷିଲେ ମୋଦି

ଜଲଗାଁଓ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅଗଷ୍ଟ ୨୫) ମହାରାଷ୍ଟ୍ରର ଜଲଗାଓଁରେ ଏକ ରାଲିରେ ଉଦବୋଧନ ଦେଇ କୋଲକାତା ବଳାତ୍କାର-ହତ୍ୟା ମାମଲାରେ ନାଁ ନ ନେଇ ମହଳାଙ୍କ ସହ ଅପରାଧ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ…

ରାସନ କାର୍ଡରେ ମାଗଣାରେ ମିଳିବ ୯ଟି ଜିନିଷ, ସରକାର ବଦଳାଇ ଦେଲେ ସ୍କିମ!

ନୂଆଦିଲ୍ଲୀ,୨୫।୮: ଭାରତ ସରକାର ଦେଶର ଜନତାଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିମଧ୍ୟରୁ ସରକାର ବିଭିନ୍ନ ପ୍ରକାରର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ ରହିଛି। କେନ୍ଦ୍ର ସରକାର…

୧୭ରେ ଓଡ଼ିଶା ଆସିବେ ମୋଦି: ତାଙ୍କ ହାତରେ ହେବ ସୁଭଦ୍ରା ଶୁଭାରମ୍ଭ

ଭୁବନେଶ୍ୱର,୨୫।୮: ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନ ମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ସୂଚନା ଦେଇଛନ୍ତି। ମୋଦି ତାଙ୍କ ଜନ୍ମଦିନ…

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ଦିଏ ଶିମିଳିପାଳ ଅଭୟାରଣ୍ୟ, ଏଠାରେ ଦେଖିବା ପାଇଁ ରହିଛି…

ପ୍ରକୃତି ଉପାସକଙ୍କ ପାଇଁ ସ୍ବର୍ଗୀୟ ଅନୁଭବ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଭାରତରେ ସର୍ବବୃହତ୍‌ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍‌ ସଂରକ୍ଷିତ ବନକ୍ଷେତ୍ର ଭାବେ ଏହା ପରିଗଣିତ। ମୟୂରଭଞ୍ଜ ଜିଲାର ୫,୫୬୯ବର୍ଗ କି.ମି. ଶିମିଳିପାଳ ଜୈବମଣ୍ଡଳ ପାଇଁ ସଂରକ୍ଷିତ। ସେଥିମଧ୍ୟରୁ ୨,୨୭୧.୭୮…

 ସଂଘର୍ଷ  କରି ଉପରକୁ ଉଠିଥିଲେ  ସନ୍ଦୀପ:  ପରେ ବଦଳି ଯାଇଥିଲା…

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ…

ସଞ୍ଜୟଙ୍କ ସବୁ ମିଛ-ସତ ହୋଇଯିବ ସ୍ପଷ୍ଟ, ପଲିଗ୍ରାଫ ଟେଷ୍ଟରେ ସିବିଆଇ ପଚାରିବ ଏସବୁ ପ୍ରଶ୍ନ

କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଚାଲିଛି। ଏହାପୂର୍ବରୁ ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ…

ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଅଭିଭାବକ, ପ୍ରତିବାଦରେ ରାସ୍ତାରୋକୋ

ବାରିପଦା,୨୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷ ଅବହେଳାକୁ ନେଇ ଉଦଳା-ବାରିପଦା…

ଶଙ୍ଖ ଭବନରେ ବିଜେଡି ବିଧାୟକ: ପାଠ ପଢ଼ାଉଛନ୍ତି ସୁପ୍ରିମୋ…

ଭୁବନେଶ୍ୱର,୨୪।୮: ଶଙ୍ଖ ଭବନରେ ଚାଲିଛି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ଏହି ଶିବିରକୁ ଉଦ୍‌ଘାଟନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆ ବିଧାୟକଙ୍କୁ ପାଠ ପଢ଼ାଇଛନ୍ତି ନବୀନ। ସକାଳ ୧୦ଟାରୁ ଏହା ଆରମ୍ଭ ହୋଇଛି । ଶଙ୍ଖ…

କୋଡ଼ଗମ୍ଭୀର ପ୍ରଧାନମନ୍ତ୍ରୀ ସଡ଼କ ସାରା ଖାଲ, ଗାଁକୁ ଜରୁରିକାଳୀନ ସେବା ଅପହଞ୍ଚ

ଭଦ୍ରକ,୨୫ା୮(ସନାତନ ରାଉତ): ୧୬ ନମ୍ବର୍‌ ଜାତୀୟ ରାଜପଥରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗକୁ ସଂଯୋଗ କରୁଥିବା ଆର୍‌.ଡି ରାସ୍ତାର ( ଶାଖା ରାସ୍ତା ) ଡାହାଣ ପାର୍ଶ୍ୱରେ ଯାଇଥିବା (ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ) ରାସ୍ତାଟି କୋଡ଼ବରୁଆଁ, କୋଡ଼ଗମ୍ଭୀର, ଛତିଶବିରଜାପୁର, ପଲ୍ଲୀ, ପଗଡ଼,…

ମନୁ ଭାକର ହେବେ କ୍ରିକେଟର! ସୂର୍ଯ୍ୟକୁମାରଙ୍କଠାରୁ ଶିଖୁଛନ୍ତି ଟେକନିକ

ନୂଆଦିଲ୍ଲୀ,୨୫।୮: ପ୍ୟାରିସ ଅଲିମ୍ପିକ୍ସ -୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଯୁବ ସୁଟର ମନୁ ଭାକର ବର୍ତ୍ତମାନ କ୍ରିକେଟର ହେବାକୁ ମନ ବଳାଇଛନ୍ତି। ମନୁ ଅନେକ ଖେଳ ଖେଳିଛନ୍ତି ଏବଂ ବର୍ତ୍ତମାନ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତ।…

ମାୟାବତୀଙ୍କ ବଡ ବୟାନ କହିଲେ କଂଗ୍ରେସକୁ କ୍ଷମା କରିବେନି ଆମ୍ବେଦକରଙ୍କ ଅନୁଗାମୀ

ନୂଆଦିଲ୍ଲୀ,୨୫।୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରବିବାର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ମାୟାବତୀ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ଲେଖାଯାଇଛି, ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅନୁଗାମୀମାନେ କଂଗ୍ରେସ ପାର୍ଟିକୁ କେବେ…

ସଞ୍ଜୟ ରୟଙ୍କ କାଳ ସାଜିବ ଏହି ୯ ପ୍ରମାଣ, ସିବିଆଇ ହାତରେ ଲାଗିଲା…

କୋଲକାତା,୨୫।୮: କୋଲକାତାରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ପରେ ହତ୍ୟା ଘଟରାରେ ସିବିଆ ତଦନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବ୍ୟତୀତ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ ଶେଷ ହୋଇଛି। ଏହି ମାମଲାରେ କୋଲକାତା ପୋଲିସ ୫୩ଟି ଆଇଟମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri