Home Left

ଭାଜପା ଭୁଆଁବୁଲାଇ ନିର୍ବାଚନ ଜିତିଛି କାହିଁକି ଏମିତି କହିଲେ ପୂର୍ବତନ ଉପବାଚସ୍ପତି

ଦାରିଙ୍ଗବାଡି,୨୫।୮ (ଅରୁଣ ସାହୁ): ଚଳିତ ସାଧାରଣ ନିର୍ବାଚନରେ ଭାଜପା ଲୋକଙ୍କୁ ଭୁଆଁ ବୁଲାଇ ଜିତିଥିବା ବିଜେଡି ଆୟୋଜିତ ଜନଜାଗରଣ ସଭାରେ ଅଭିଯୋଗ କରିଛି। ନିଜ ନିର୍ବାଚନ ଇସ୍ତାହାରରେ ଭାଜପା ଜନସାଧାରଣଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ସରକାର ଗଠନ ପରେ ତାହା ପାଳନ କରୁନାହିଁ…

ଏଇ ଭାରତରେ

ତତ୍ତ୍ୱଶୀ କୁମ୍ବଲେ ଓ ଅଶୋକ ଟାଙ୍ଗେଡ ହ୍ବିସିଲବ୍ଲୋୟର ଭାବେ ବାଲ୍ୟ ବିବାହ ରୋକିବାରେ ଲାଗିଛନ୍ତି। ମହାରାଷ୍ଟ୍ରର ବିଡ୍‌ ଜିଲାରେ ସେମାନେ ଏହି ଅଭିଯାନ ଚଳାଇଛନ୍ତି। ଜିଲାପାଳ, ପୋଲିସ ଅଧୀକ୍ଷକ, ଗାଁ ମୁଖିଆଙ୍କ ସହଯୋଗରେ ଦୁଇ ବନ୍ଧୁ ପ୍ରତିବର୍ଷ ପ୍ରାୟ ୨୫୦ ବାଲ୍ୟ…

କୂଟନୀତିରେ ନୈତିକତା

ଧୁନିକ ଯୁଗରେ କୂଟନୀତିର ପରିଭାଷା ବଦଳିଯାଇଛି। ଅଧୁନା କୂଟନୀତିରେ କିଛି ଶକ୍ତିଶାଳୀ ଦେଶ କ୍ଷମତାଶାଳୀ ହୋଇ ଅନ୍ୟ ଦେଶଗୁଡ଼ିକୁ ସାମ୍ରାଜ୍ୟବାଦର ଫାଶରେ ପକାଇବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ଅର୍ଥନୀତି ଯୁଦ୍ଧପୁଷ୍ଟ । କାରଣ ଖଳ କୂଟନୀତି ମାଧ୍ୟମରେ ଦୁଇ ପଡ଼ୋଶୀ ଦେଶକୁ…

ଦି କିଲୋ ଟମାଟୋ ଓ ୨୫ ପଇସା

ଫଳ ବ୍ୟକ୍ତିଙ୍କ ସଂଘର୍ଷର କାହାଣୀ ଆମକୁ ଅନେକ ପ୍ରେରଣା ଦେଇଥାଏ। ଦି କିଲୋ ଟମାଟୋକୁ ନେଇ ଗଢିଉଠିଥିବା କାହାଣୀ ଯେପରି ତାତ୍ତ୍ୱିକ ସେହିପରି ପ୍ରେରଣାଦାୟକ। ବ୍ୟକ୍ତି ଜଣଙ୍କ ବାହାରି ପଡ଼ନ୍ତି ଚାକିରି ଅନ୍ବେଷଣରେ। ଅନ୍ୟମନସ୍କ ଭାବେ ଚାଲି ଚାଲି ଯାଉଥାଆନ୍ତି। ରାସ୍ତାରେ…

ମହାକାଶ ଜ୍ଞାନ ଆହରଣ କଲେ ଛାତ୍ରୀଛାତ୍ର

ବରଗଡ,୨୫।୮(ପ୍ରେମାନନ୍ଦ ଖମାରୀ): ଜାତୀୟ ମହାକାଶ ଦିବସ ପାଳନ ଅବସରରେ ବରଗଡ଼ ପଞ୍ଚାୟତ କଲେଜର ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ନକୁଳ ସେଠ ଏଥିରେ ଅଧ୍ୟକ୍ଷତା କରିଥିଲେ। ରସାୟନ ବିଜ୍ଞାନ…

ଶୁଣିବାକୁ ପଡ଼ୁଛି

ସମଗ୍ର ବିଶ୍ୱରେ ହିଂସାକୁ ଶେଷ କରିବା ପାଇଁ ଆମେ ୟୁକ୍ରେନ୍‌ ଏବଂ ପୋଲାଣ୍ଡ ଯାଉଥିବାବେଳେ, ଭାରତରେ ହିଂସା ବିଷୟରେ ବିଶ୍ୱ କ’ଣ କହୁଛି ତାହା ଦେଖିବା ଦରକାର। ୯ ଜୁନ୍‌ ୨୦୨୨ରେ ମିଳିତ ଜାତିସଂଘର ୩ ଜଣ ସ୍ବତନ୍ତ୍ର ରେକର୍ଡର ବାଲ୍‌କ୍ରିଷ୍ଣନ…

ନାସାର ବଡ଼ ଘୋଷଣା: ୨୦୨୫ରେ ପ୍ରତ୍ୟାବର୍ତ୍ତନ କରିବେ ସୁନୀତା

ଓ୍ବାଶିଂଟନ୍‌,୨୪ା୮: ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ପ୍ରତ୍ୟାବର୍ତ୍ତନ ନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଶନିବାର ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଅର୍ଥାତ୍‌ ଫେବୃଆରୀ ୨୦୨୫ରେ ସୁନୀତା ଓ୍ବିଲିୟମ୍ସ ଏବଂ…

ପୁଣେରେ ହେଲିକପ୍ଟର ଦୁର୍ଘଟଣା

ପୁଣେ,୨୪ା୮: ମହାରାଷ୍ଟ୍ରର ପୁଣେ ଜିଲାରେ ଶନିବାର ଗ୍ଲୋବାଲ ଭେକ୍ରା ଘରୋଇ ବିମାନ ଚଳାଚଳ କମ୍ପାନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, ମୁମ୍ବାଇର ଜୁହୁରୁ ଏଡବ୍ଲ୍ୟୁ-୧୩୯ ମଡେଲର ହେଲିକପ୍ଟରଟି…

୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏପରିକି ମହାରାଷ୍ଟ୍ର ଜାଲଗାଓଁରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବେ। ମହିଳା…

ଏହି ୪ଖେଳାଳିଙ୍କ ଯୋଗୁଁ ଶିଖର ଧାୱନ ନେଲେ ସନ୍ୟାସ! ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: ଏକ ସମୟ ଥିଲା ଯେତେବେଳେ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଯୋଡି ଦୁନିଆର ସର୍ବୋତ୍ତମ ଓପନିଂ ଯୋଡି ମଧ୍ୟରେ ଗଣାଯାଇଥିଲା। ଏହି ଯୋଡି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଯୋଡିକୁ ମନେ ପକାଇ ଦେଉଥିଲା। ତେବେ ରୋହିତ-ଶିଖରଙ୍କ…

ଇସ୍ପାତ କାରଖାନା ବଏଲରରେ ବଡ଼ ଧରଣର ବିସ୍ଫୋରଣ

ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଜଲ୍‌ନା ଜିଲାରେ ଥିବା ଏକ ଇସ୍ପାତ କାରଖାନା ବଏଲରରେ ଶନିବାର ଅପରାହ୍ନରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଗୁରୁତର ଥିବା…

ବଦଳିଲା ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ

ଭବାନୀପାଟଣା,୨୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ ଶନିବାରଠାରୁ ବଦଳିଛି। ମନ୍ଦିର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ସା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲା ରହିବ। ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri