Home Left

ଦୁନିଆର ସବୁଠୁ ଧନୀ ସୁଲତାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି: ହାଜି ହଂଶଲ ବୋଲକିଆଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବ ଏସିଆ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ କୂଟନତିକ ସମ୍ପର୍କ ୪୦ ବର୍ଷ ପୂରଣ ହୋଇଛି।…

ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ କାହିଁକି ଗିରଫ କଲା ସିବିଆଇ? ଗିରଫ ହୋଇଥିବା ଆଉ ୩ ଜଣ କିଏ

କୋଲାକାତା,୩।୯: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ) ସୋମବାର କୋଲକାତା ଆର.ଜି କାର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଅନୁଷ୍ଠାନର ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ସନ୍ଦୀପ ଘୋଷଙ୍କ ଗିରଫ…

କିଏ ସେହି ଆଇଏଏସ୍‌ ଅଧିକାରୀ, ଯିଏ ୨୦୨୪ ପାରାଲିମ୍ପିକ୍ସରେ ଦେଶ ପାଇଁ ଆଣିଲେ ରୌପ୍ୟ ପଦକ, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩।୯: ନୋଏଡାର ପୂର୍ବତନ ଡିଏମ ସୁହାସ ଏଲଓ୍ବାଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସରକାରୀ ବିଭାଗ ପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ୨୦୦୭ ବ୍ୟାଚର ଅଧିକାରୀ ସୁହାସ ଏଲଓ୍ବାଇ…

କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ

ରାଜନଗର,୩ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ବେଳାଭୂମିରେ ଗଭୀର ସମୁଦ୍ରରୁ ଭାସି ଆସିଥିବା ୨ଟି କଣ୍ଟେନର ଲାଗିଥିଲା। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। ସାତଭାୟାବାସୀ ବିସ୍ଥାପିତ ହେବା ପରେ…

ଦିବ୍ୟାଙ୍ଗ ପାଳିଲେ ପୂରାଉଆଁସ

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ସୋମବାର ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ପୁରାଉଆଁସ ଆନନ୍ଦ ଉଲ୍ଲାସରେ ପାଳନ କରି ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାଧୁ ନେପାକ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜର୍ଜ…

ପଛରୁ କାହିଁକି ଜୋତା ମାରୁଛ? ସାହାସ ଅଛି ତ ସାମ୍ନାକୁ ଆସ

ମୁମ୍ବାଇ,୩।୯: ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଏମଭିଏ ନେତାମାନେ କ୍ରମାଗତ ଭାବରେ ଶିନ୍ଦେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷୁଛନ୍ତି। ଏପରିକି ମହାବିକାଶ ଆଘାଡି…

ଭାଇରାଲ ହେଉଛି ମୋଦିଙ୍କ ଏହି ପୁରୁଣା ଫଟୋ, ଜାଣନ୍ତୁ ଏହା ପଛର ପୂରା କାହାଣୀ

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାଜପାର ଜାତୀୟ ସଦସ୍ୟତା ଅଭିଯାନ -୨୦୨୪ ଆରମ୍ଭ କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ପିଏମ ମୋଦିଙ୍କ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ରକ୍ତଦାନ ଅଭିଯାନ ଅଧୀନରେ ରକ୍ତ…

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଦଳ ଉପମୁଖ୍ୟ…

ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି….

ଉଦଳା,୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଜଣା ପଡ଼ୁନାହିଁ କାରଣ, ହେଲେ କାୟା ବିସ୍ତାର କରିଚାଲିିଛି କିଡ୍‌ନୀଜନିତ ରୋଗ। ଏହି ରୋଗର ଭୟାବହତା ଭିତରେ ପୂରା ଗ୍ରାମ ଶଙ୍କାଗ୍ରସ୍ତ। କିଏ ଖଟିଆ ଉପରେ ଶୋଇ ରହିଛି ତ ଆଉ କିଏ ହାତରେ ଆଶାବାଡ଼ି ଧରି…

ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଡିଏମ୍‌ଏଫ୍‌ (ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ) ଅର୍ଥରେ କିଣାଯାଇଥିବା ମୋବାଇଲ ମେଡିକାଲ ୟୁନିଟ୍‌ (ଆମ୍ବୁଲାନ୍ସ) ଗାଡ଼ି କାର୍ଯ୍ୟକ୍ଷମ ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏଥିସହ ଉକ୍ତ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ଲୋଗୋ…

ସୁଭଦ୍ରା ଯୋଜନା ଲାଗି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର,୩।୯(ଅନିଲ ଦାସ): ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି। ସୋମବାର ଶଙ୍ଖ ଭବନ ଠାରେ…

ଗିରଫ ହେବେ ପୁଟିନ? ମଙ୍ଗୋଲିଆ ଉପରେ ବିଶ୍ୱର ନଜର

ମସ୍କୋ,୩।୯: ସରକାରୀ ଗସ୍ତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍‌ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ ପୁଟିନଙ୍କ ଗସ୍ତ ଅନୁଷ୍ଠିତ ହେଉଛି। ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri