ପାର୍ସଲ ବୋମା ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା
ପାଟଣାଗଡ,୩।୯(ସଚ୍ଚିଦାନନ୍ଦ ମହାକୁଡ): ବଲାଙ୍ଗିର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର କେସ ପାଟଣାଗଡ଼ କୋର୍ଟରେ ଚାଲିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି। କେସର ପୂର୍ବରୁ ୫୯ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବାବେଳେ…
ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା
ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା ଚାରୋଟି ଗ୍ଲୋବମାଷ୍ଟର ବିମାନଠାରୁ ବଡ, ପୃଥିବୀ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ରିପୋର୍ଟ…
କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ
ନୂଆଦିଲ୍ଲୀ,୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଲୋକ ସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି…
ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଧମକ ଦେଲେ କଂଗ୍ରେସ ନେତା
ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରର ଗାଂଦରବଲ ଜିଲାରେ କଂଗ୍ରେସ ଜିଲାଧ୍ୟକ୍ଷ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ଦଳ ତାଙ୍କୁ ପ୍ରାର୍ଥୀ ନ କଲା ତେବେ ସେ ନ୍ୟାଶନାଲ କନଫରେନ୍ସ(ଏନସି) ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ।…
ପଶ୍ଚିମବଙ୍ଗରେ ବଳାତ୍କାରୀ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ମମତା ନେଲେ…
କୋଲକାତା,୩।୯: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ…
‘ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ’, ଅଚାନକ ବଡ଼ ଦାବି କରିଦେଲେ…
ନୂଆଦିଲ୍ଲୀ,୩।୯: କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଗମ୍ଭୀର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ…
ଭାଜପାକୁ ବଡ଼ ଝଟକା ଦେଲା ଆରଏଲଡି
ନୂଆଦିଲ୍ଲୀ,୩।୯: କେନ୍ଦ୍ର ସରକାରରେ ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ପାର୍ଟି କେନ୍ଦ୍ର ଏବଂ ୟୁପି ସରକାରରେ ଏନଡିଏର ସହଯୋଗୀ। ଉଭୟେ ଲୋକ ସଭା ନିର୍ବାଚନରେ ଏକାଠି ଲଢିଥିଲେ, କିନ୍ତୁ ଆଗାମୀ ନିର୍ବାଚନରେ ଭାଜପାକୁ ଝଟକା ଦେବାକୁ ଆରଏଲଡି ପ୍ରସ୍ତୁତ…
ସଞ୍ଜୟ ରାଉତଙ୍କ ବଡ଼ ଦାବି: ଆମ ସମ୍ପର୍କରେ ଅଛନ୍ତି ଅନେକ ନେତା, ଖୁବ୍ଶ୍ରୀଘ୍ର…
ପୁଣେ,୩।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି ଏବଂ ମହା ବିକାଶ ଆଗାଡି(ଏମଭିଏ)ସହ ଅନେକ ନେତା ସମ୍ପର୍କରେ ଥିବା ସେ କହିଛନ୍ତି। ସେ ଦର୍ଶାଇଛନ୍ତି, ମହାୟୁତୀ…
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ
ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର କୋଡଙ୍ଗା ବନାଞ୍ଚଳ ଅଧନସ୍ଥ ବାଗିନୀ ଗ୍ରାମ ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋଷାଗୁମୁଡା ବ୍ଲକର ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼। ବଜ୍ରକାପ୍ତାର ଓଜନ ପ୍ରାୟ…
୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ
ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ ହାତରେ କିଛି ସମୟ ରଖଇ ବାହାରି ଥାଆନ୍ତି। କାରଣ ଏଠି ଘରୁ ବାହାରିବା ମାତ୍ରେ…
ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ: ହୋମଗାର୍ଡ ମୃତ, ଆଇଆଇସି ଗୁରୁତର
ଉଦଳା, ୩।୯(ସନ୍ତୋଷ କୁମାର ବାଛିନି): ଛାତିଥରା ଦୁର୍ଘଟଣା। ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଧକ୍କା ପରେ ୩ ରାଉଣ୍ଡ ଓଲଟିଲା ପୋଲିସ ଗାଡି। ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୋଲିସ ଡ୍ରାଇଭରଙ୍କ…
ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର
ଅମରପାଲି,୩ା୯(ପୀତାମ୍ବର ସାହୁ):ଶାଢ଼ିରେ ବାନ୍ଧକଳା କାମ କରି ଓଡ଼ିଆ ପରମ୍ପରାର ଝଲକ ଦେଖାଇଛନ୍ତି ବାନ୍ଧଶିଳ୍ପୀ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ପୂରା ଉଆଁସକୁ ଶାଢ଼ିରେ ସ୍ଥାନିତକରି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗ୍ରାମର ବାନ୍ଧଶିଳ୍ପୀ ଟିକାୟତ…
Archives


