ପାର୍ଲାମେଣ୍ଟରେ ମଣିପୁର ପ୍ରସଙ୍ଗ ଉଠାଇବ ଇଣ୍ଡିଆ ବ୍ଲକ୍: ରାହୁଲ
ନୂଆଦିଲ୍ଲୀ ,୧୨ା୭(ପି.ଟି.):କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍ ମଣିପୁର ହିଂସା ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍ଦାର ଉଠାଇବ। ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…
ବାଇଡେନ୍ଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ୧୯% ହ୍ରାସ
ଓ୍ବାଶିଂଟନ, ୧୨।୭:ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ଲୋକପ୍ରିୟତାରେ ୧୯% ହ୍ରାସ ଘଟିଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଚଳିତ ଥର ବାଇଡେନ୍ଙ୍କୁ ୧୯% କମ୍ ଭାରତୀୟ ବଂଶୋଦ୍ଭବ ସମର୍ଥନ କରୁଛନ୍ତି, ଯାହା…
ପିସି କାରବାରକୁ ନେଇ କଡ଼ା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ
ବଲାଙ୍ଗୀର,୧୨ା୭(ବୀରେନ୍ଦ୍ର କୁମାର ଝାଙ୍କର):ଲୋକଙ୍କ ଟିକସରେ ଦରମା ମିଳୁଛି। ପିସି କାରବାର ବନ୍ଦ କର। ଲୋକଙ୍କୁ ନ୍ୟାୟ ପ୍ରଦାନ କର। କୌଣସି ବି ଅଧିକାରୀ ଅଫିସ ଭିତରେ ନ ବସି ତୃଣମୂଳ ସ୍ତରକୁ ଯାଇ ଯୋଜନାର ରୂପରେଖ ଯାଞ୍ଚ କରନ୍ତୁ। ଜିଓ ଟ୍ୟାଗିଂ…
ପ୍ରଶାନ୍ତ କିଶୋରଙ୍କ ଫର୍ମୁଲା ଆଗରେ ସବୁ ଦଳ ହେବେ ଚିତ୍ପଟାଙ୍ଗ୍
ପାଟନା,୧୨।୭: ଜନ ସୁରଜଙ୍କ ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ଆସନ୍ତା ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ରାଜ୍ୟର ସମସ୍ତ ସମୀକରଣକୁ ବିଫଳ କରିବା ପାଇଁ ସେ ଏକ ସ୍ବତନ୍ତ୍ର…
ଇନ୍ଫୋଜୋନ୍ର ଏକ୍ସକ୍ଲୁସିଭ ରିଟେଲ୍ ଶପ୍
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଓଡ଼ିଶାର ସର୍ବବୃହତ୍ କମ୍ପ୍ୟୁଟର ଓ ଆସେସରିଜ୍ ଡିଷ୍ଟ୍ରିବ୍ୟୁଟର ‘ଇନ୍ଫୋଜୋନ୍’ର ପ୍ରଥମ ଏକ୍ସକ୍ଲୁସିଭ ରିଟେଲ୍ ଶପ୍ ଗୁରୁବାର ଭୁବନେଶ୍ୱର ଶହୀଦନଗରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ…
ବେଦାନ୍ତ ଆଲୁମିନିୟମ ବୈଦ୍ୟୁତିକ ଫର୍କଲିଫ୍ଟର ସର୍ବବୃହତ୍ ନିୟୋଜକ
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ‘ବେଦାନ୍ତ ଆଲୁମିନିୟମ’ର କାର୍ଯ୍ୟ ପରିସରରେ ବୈଦ୍ୟୁତିକ ଫର୍କଲିଫ୍ଟ ବ୍ୟବହାରକୁ ସମ୍ପ୍ରସାରଣ ସହ ୬୬ ୟୁନିଟ୍କୁ ବୃଦ୍ଧି କରାଯାଇଛି। ଏପରିକି ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟକୁ କମ୍ପାନୀର ବିଭିନ୍ନ ୟୁନିଟ୍ରେ…
ଏୟୁ ସହ ସହଭାଗିତା କରିବ ଡ୍ରିମ୍ସ
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଧନେଶ୍ୱର ରଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିିୟରି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟିଡିଜ୍ ବା ଡ୍ରିମ୍ସ ୟୁନିଭର୍ସିଟି ଏବଂ ଜର୍ମାନୀର ଆଚେନ୍ ୟୁନିଭର୍ସିଟି(ଏୟୁ) ସହ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ କରିବାକୁ ଯାଉଛି। ଏପରିକି…
ଲାଭାର ନୂତନ ଉତ୍ପାଦ
ଭୁବନେଶ୍ୱର,୧୨ା୭ (ଅଭୟ ଦାଶ): ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍ର ନୂତନ ଉପତ୍ାଦ ‘ଲାଭା ବ୍ଲେଜ୍ ଏକ୍ସ’ର ସର୍ବଭାରତୀୟ ଉନ୍ମୋଚନ (ଲଞ୍ଚିଂ) ନିକଟରେ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲ ସ୍ମାର୍ଟଫୋନ ସେଗ୍ମେଣ୍ଟ୍ର ପ୍ରଥମ କର୍ଭଡ ଆମୋଲେଡ୍ ଡିସ୍ପ୍ଲେ ସହ ଆସୁଛି। ବିଶେଷକରି…
ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ
ଭୁବନେଶ୍ୱର, ୧୨।୭(ସୁନିତ୍ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି ସରକାରକୁ…
ଏଲ୍ଆଇସି ଶାଖାର ନୂତନ କାର୍ଯ୍ୟାଳୟ
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର କଟକ ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ା ଶାଖାର ନୂତନ କାର୍ଯ୍ୟାଳୟ ପାଣ୍ଡରି ଦୁହୁରିଆଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏଲ୍ଆଇସିର ସିଇଓ ତଥା ଏମ୍ଡି ସିଦ୍ଧାର୍ଥ…
୬ ମାସରେ ୩୬ କୋଟିର ଠକେଇ
ଭୁବନେଶ୍ୱର,୧୨ା୭(ସତ୍ୟଜିତ୍ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ ଜୁନ…
ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ଆକଳନ
ଭୁବନେଶ୍ୱର,୧୨ା୭(ଅନୁରାଧା ମହାରଣା): ଜୁନ୍ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ପ୍ରାୟ ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଗୁରୁବାର ଏକ ସାକ୍ଷାତ୍କାରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏପରି କହିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି,…
Archives


