Home Left

ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ

ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ ଧୂଆଁ ବାହାରିବା ଆରମ୍ଭ କରିଥିଲା। ସୂଚନଯୋଗ୍ୟ, ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା…

ଚାହୁଁ ଚାହୁଁ ଭାଙ୍ଗି ପଡିଲା ସ୍କୁଲ ଘର, ୨୨ ଛାତ୍ରଙ୍କ ମୃତ୍ୟୁ

ଅବୁଜା,୧୩।୭: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ ୨୨ଜଣ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି। କରିଥିଲେ। ଶୁକ୍ରବାର ସକାଳେ ଉତ୍ତର-ମଧ୍ୟ ନାଇଜେରିଆରେ ପିଲାମାନେ ଶ୍ରେଣୀରେ ଥିବାବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଅଳିଆ…

ବଦଳୁଛି ରାଜ୍ୟ ରାଜନୀତି, ଭାଜପାକୁ ସମର୍ଥନ କଲେ କଂଗ୍ରେସର ୭ ବିଧାୟକ

ମୁମ଼୍ବାଇ, ୧୩।୦୭: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି କହିଲେ ଚଳେ । ବିରୋଧୀ ଦଳ ମେଣ୍ଟ ମହା ବିକାଶ ଅଘାଡ଼ି ପାଇଁ ଏବେ ଚିନ୍ତା ବଢ଼ିଛି । ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ରୁ ୩୦ ଲୋକସଭା ଆସନ ହାତେଇବା…

ରାଜଧାନୀରେ ପ୍ରବଳ ବର୍ଷା, ରାସ୍ତାରେ ଜମିଲା ପାଣି

ନୂଆଦିଲ୍ଲୀ, ୧୩।୦୭: ଦେଶର ରାଜଧାନୀ ଦିଲ୍ଲୀର ନୋଏଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନ୍‌ସିଆରର ବାସିନ୍ଦା ଗରମରୁ କିଛିଟା ଆରାମ ପାଇଛନ୍ତି । ବର୍ଷା ସହିତ ଉକ୍ତ ଅଞ୍ଚଳରେ ଥଣ୍ଡା…

ବିହାରର ରୁପୌଲି ଆସନରେ ଜେଡିୟୁ ଆଗରେ, କମଳନାଥଙ୍କ ଗଡ଼ରେ ଭାଜପା ଅଗାରେ

ନୂଆଦିଲ୍ଲୀ,୧୩।୭: ଦେଶର ସାତୋଟି ରାଜ୍ୟରେ ୧୩ ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍‌ ଶନିବାର ଆସିବାକୁ ଯାଉଛି। ଏବେ ଦେଖିବାକୁ ବାକି ରହିଲା ଉପ-ନିର୍ବାଚନର କିଏ ବାଜି ମାରୁଛି। ଇଣ୍ଡିଆ ସହଯୋଗୀ ଦଳ ନା ଭାଜପା ନେତୃତ୍ୱ ନେଇଥିବା…

ଶତାଧିକ ବର୍ଷ ଧରି ଟଣା ହୋଇନି ରଥ

କେନ୍ଦ୍ରାପଡ଼ା,୧୩ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର। ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି)ଠାରେ ଥିବା ପ୍ରାୟ ୩୦୦ବର୍ଷର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରୁଛନ୍ତି। ୩ ଚକାସନରେ ଉପବିଷ୍ଟ ଏହି ଦେବ…

ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଫାଇନାଲ, ଦୋହରାଇବ ୨୦୦୭ ଟି-୨୦ ବିଶ୍ୱକପ୍‌ର ଇତିହାସ

ନୂଆଦିଲ୍ଲୀ,୧୩।୭: ଫାଇନାଲରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଖେଳାଯାଉଥିବା ଓ୍ବାଲର୍‌ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍‌ ୨୦୨୪ରେ ଇଣ୍ଡିଆ ଚାମ୍ପିୟନ୍ସ ଏବଂ ପାକିସ୍ତାନ ଚାମ୍ପିୟନ୍ସ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଇଣ୍ଡିଆ ଚାମ୍ପିୟନ୍ସ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଏବଂ…

୧୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରୁ ଅନେକ ମହିଳାମାନଙ୍କ ପାଇଁ ରହିଛି। ୨୦୨୩ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ଏକ ବଡ ଉପହାର ଦେଇ ଲକ୍ଷପତି…

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର! ଆଜି ଆସିବ ଏସଓପି

ପୁରୀ,୧୩।୭: ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ…

ଅନାବନା ଗଛରେ ପରିପୂର୍ଣ୍ଣ ବିଇଓଙ୍କ କାର୍ଯ୍ୟାଳୟ

ବାସୁଦେବପୁର,୧୩।୭(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବେ ସଫେଇ କାର୍ଯ୍ୟ ହେଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସହ ବିଷଧର ସାପ ଭୟ ସୃଷ୍ଟି ହେଉଛି। କେନ୍ଦ୍ର…

ବସ୍‌-ଟ୍ରକ ଧକ୍କା: ଚାଲିଗଲା ୩ ଜୀବନ, ୨୦ ଆହତ

ବାରିପଦା,୧୩।୭: ମୟୁରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବେତନଟି ଥାନା ଅଧୀନ ବୁଢ଼ିଖମାର ଛକ ନିକଟରେ ଶନିବାର ଏକ ବସ୍‌-ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା…

ହୋମଗାର୍ଡ ଉପରେ ମାଡ଼ିଗଲା ଟ୍ରକ

ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଜନ ପ୍ରଧାନ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri